Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ, ଗୁଗୁଲର ଡୁଡୁଲ୍ ଜାରି

ନୂଆଦିଲ୍ଲୀ: ସାରା ଦେଶରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ଏକ ଡୁଡଲ ତିଆରି କରିଛି । ଏଥିସହିତ ଗୁଗୁଲ ପକ୍ଷରୁ ଜାରି ଏହି ଡୁଡୁଲକୁ ମୁମ୍ବାଇର ଜଣେ ଆର୍ଟିଷ୍ଟ ସଚିନ ଘାନେକର ପ୍ରସ୍ତୁତ କରିଛନ୍ତି । ଏହି…

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସପ୍ତମ ଥର ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା କଟକଣା ଭିତରେ ଏବର୍ଷ ପାଳିତ ହୋଇଛି ସ୍ୱାଧୀନତା…

ଲଗାତାର ସପ୍ତମ ଥର ଲାଲକିଲ୍ଲାରୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତାର ସପ୍ତମ ଥର ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏଥର ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କଣ କହିବେ ତାଉପରେ ସମସ୍ତଙ୍କର ନଜର ରହିଛି । କରୋନା…

ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ଦେଶ ସ୍ୱାଧୀନତାକୁ ଆଜି ପୂରିଛି ୭୪ ବର୍ଷ । ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ପଲ୍ଲୀରୁ ଦିଲ୍ଲୀ, କାଶ୍ମୀରଠାରୁ କନ୍ୟାକୁମାରୀ ସବୁଠି ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଚଳିତବର୍ଷ କରୋନା ଯୋଗୁ କଟକଣା ଭିତରେ ପାଳନ କରାଯାଇଛି ସ୍ୱାଧୀନତା ଦିବସ । କିନ୍ତୁ ଦେଶବାସୀଙ୍କ…

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନ ମହାମାରୀ ଆରମ୍ଭରେ ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିଲେ । କୋଭିଡ୍ ନେଇ ସଚେତନ କରାଉଥିବା ଅଧିକାରୀ ନିଜେ କରୋନା ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ କୋଭିଡ୍ ପଜିଟିଭ୍…

୭୪ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିବ । ଏହା ପୂର୍ବରୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ‘ଚଳିତ ବର୍ଷ ସ୍ୱାଧୀନତା ଦିବସ ସମାରୋହ ଧୁମଧାମରେ ପାଳନ ହେବନାହିଁ । କରୋନା ପାଇଁ ଆମ…

ଶିଶୁକନ୍ୟାର ଦାମ୍ ରହିଥିଲା ମାତ୍ର ୪୦ହଜାର ଟଙ୍କା !

ନୂଆଦିଲ୍ଲୀ: ୨ମାସର ଶିଶୁକନ୍ୟାକୁ ନେଇ ହୋଇଥିଲା ବିଜନେସ୍ ଡିଲ୍ । ହେଲେ କେହି ବାହାର ଲୋକ ନୁହେଁ ବରଂ ଖୋଦ ତା ବାପା ସାଜିଥିଲା ସୌଦାଗର । ଟଙ୍କା ଧାର୍ଯ୍ୟ କରିବା ଓ ତାକୁ ବିକ୍ରି କରିବାରେ ଖଳନାୟକ ସାଜିଥିଲା ଖୋଦ ଶିଶୁକନ୍ୟାର ବାପା । ତେବେ ଥରେ ନୁହେଁ ବରଂ ବାରମ୍ବାର ସେହି…

ଅଗଷ୍ଟ ୧୫’ ପୂର୍ବରୁ ଟଳିଲା ବଡ ଧରଣର ଆତଙ୍କବାଦୀ ହମ୍‌ଲା !

ଆସାମ: ପୁଣିଥରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ ସଙ୍ଗଠନ । ସ୍ୱାଧୀନତା ଦିବସ ପାଳନ ଅବସରରେ ହୋଇଥାନ୍ତା ବଡ ଧରଣର ଆତଙ୍କବାଦୀ ହମ୍‌ଲା । ହେଲେ ଭାରତୀୟ ପୋଲିସ୍‌କୁ ଚକ୍‌ମା ଦେବା ଏତେଟା ସହଜ ନଥିଲା । ଖସିଗଲେ ଆତଙ୍କବାଦୀ, ହେଲେ ଜବତ ହେଲା ବିପୁଳ ପରିମାଣର…

କରୋନା ମୁକ୍ତ ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କରୋନାରୁ ମୁକ୍ତ ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସେ ନିଜେ ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି କରି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ‘ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଏଥି ପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋର ଶୁଭେଚ୍ଛୁ ଯେଉଁମାନେ…

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି ବାଳସୁବ୍ରମଣ୍ୟମ୍ ଗୁରୁତର

ଚେନ୍ନାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ଏସ୍ ପି ବାଳସୁବ୍ରମଣ୍ୟମ୍ ଗୁରୁତର । ଗତ ୫ ତାରିଖରୁ ସେ କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ଏମଜିଏମ୍ ହେଲଥ୍ କେୟାରରେ ଚିକିତ୍ସିତ ହେଉଥିବା ବେଳେ ଏବେ ଗୁରୁତର ହୋଇପଡିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ…