Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫେସବୁକ ଲାଇଭରେ ରହି କରୁଥିଲେ ଆତ୍ମହତ୍ୟା: ଲୋକେସନରେ ପହଞ୍ଚିଗଲା ପୋଲିସ, ତାପରେ କଣ ହେଲା ଜାଣନ୍ତୁ

ମୁମ୍ବାଇ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଲାଇଭ୍‌ରେ ରହି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଲୋକେସନରେ ଯାଇ ପହଞ୍ଚିଗଲେ ପୋଲିସ। ଏଭଳି ଏକ ଘଟଣା ଘଟିଛି ମାୟା ନଗରୀ ମୁମ୍ବାଇରେ । ସୂଚନା ମୁତାବକ, ଘରୁ ଝଗଡା କରି ଆସି ମୁମ୍ବାଇ ସହରରେ ରହୁଥିବା ଜଣେ ଯୁବକ ଫେସବୁକ ଲାଇଭରେ ରହି…

ସାତ ଦିନରେ କରୋନାରେ ୬ ହଜାର ମୃତ, ୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ: ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ କରୋନା ପ୍ରଭାବିତ ତୃତୀୟ ଦେଶ ଭାରତ । ଜୁଲାଇ ପରେ ଅଗଷ୍ଟରେ ଡେଇଁ ଚାଲିଛି ଭାଇରସ୍ । ଯଦିଓ ସୁସ୍ଥତା ହାର ଭଲ ରହିଛି, ତଥାପି ସଂକ୍ରମଣରେ ବ୍ରେକ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ରେକର୍ଡ ହଜାରେରୁ ଅଧିକ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।…

ଦେଶରେ ୨୪ ଘଣ୍ଟାରେ କରୋନା ନେଲା ୧୦୦୦ରୁ ଅଧିକ ମୁଣ୍ଡ, ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୨୨ ଲକ୍ଷ

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨,୧୫,୦୭୫ ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪…

ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ହୋଟେଲ ମାଲିକ ଗିରଫ

ଚଣ୍ଡୀଗଡ଼: ହରିୟାଣାରେ ଲଜ୍ଜା । ଦିବେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ହୋଟେଲର ଥାଇଲ୍ୟାଣ୍ଡର ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମାମଲା ରୁଜୁ ସହ ତଦନ୍ତ ଜାରି ରହିଛି । ହିସାରର ଏକ ହୋଟେଲରେ ଗତ ୭ ତାରିଖ…

କାର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ବେଙ୍ଗାଳୁରୁ: କରୋନା ପଜିଟିଭ ଚିହ୍ନଟ ହେଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ସି ଶିରାମୁଲୁ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜ୍ବର ହେବାରୁ ସେ କରୋନା ସ୍ବାବ ପରୀକ୍ଷା କରାଇଥିଲେ ଯାହାର ନମୁନା ପଜିଟିଭ ଆସିଥିବା ଶିରାମୁଲୁ କହିଛନ୍ତି ।…

ଆଶ୍ୱସ୍ତି: ଆକ୍ରାନ୍ତଙ୍କ ଅନୁପାତରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍

ନୂଆଦିଲ୍ଲୀ: ଭାରତରେ ଶିଖର ଛୁଉଁଛି ସଂକ୍ରମଣ । ପ୍ରତିଦିନ ନୂଆ ରେକର୍ଡ। ପ୍ରତି ୨ ଦିନରେ ଥରେ ଲକ୍ଷେ ପାର ହେଉଛି ସଂକ୍ରମିଟଙ୍କ ସଂଖ୍ୟା । ଅନ୍ୟ ଦେଶ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ଅନୁପାତରେ ମୃତଙ୍କ ପରିମାଣ ଯଥେଷ୍ଟ କମ୍ ରହିଛି। ଦେଶର ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଭାରତ…

ଇଡୁକ୍କି ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଥିରୁଅନନ୍ତପୁରମ: କେରଳର ଇଡୁକ୍କି ଜିଲ୍ଲାରେ ଶୁକ୍ରବାର ହୋଇଥିବା ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏବେବି ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ରବିବାର ରାଜାମାଲାରେ ଭୂସ୍ଖଳନ ହୋଇଥିଲା । ଏହି ଘଟଣାରେ ୧୬…

ଆନ୍ଧ୍ରପ୍ରଦେଶରେ ୧୪୯ ଦିନରେ ଦୁଇ ଲକ୍ଷ ଟପିଲା କରୋନା କେସ୍

ଆନ୍ଧ୍ରପ୍ରଦେଶରେ କାୟା ମେଲାଇ ଚାଲିଛି କରୋନା । ପ୍ରତିଦିନ ୧୦ ହଜାର ଉପରେ ବାହାରୁଛି ପଜିଟିଭ୍ କେସ୍ । ଆଜି ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୮୨୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଆନ୍ଧ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାରକୁ ବୃଦ୍ଧି ପାଇଛି । ସଂକ୍ରମଣ ସହ…

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ଜଣଙ୍କ ଜୀବନ

ଦେଓଘର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ ଜଣଙ୍କ ଜୀବନ । ଝାଡଖଣ୍ଡର ନେଓଘର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କି ସଫା କରିବା ବେଳେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପୂରା ଇଲାକାରେ ଚାଞ୍ଚଲ୍ୟ…

ବିଜୟୱାଡା କୋଭିଡ କେୟାର ସେଂଟର ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ହାଇଦ୍ରାବାଦ: ବିଜୟୱାଡା କୋଭିଡ କେୟାସର ସେଂଟରରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ଯେଉଁ ହୋଟେଲକୁ କୋଭିଡ-୧୯ କେୟାର ସେଂଟର କରାଯାଇଥିଲା ସେହି ହୋଟେଲ ଓ ଘରୋଇ ଡାକ୍ତରଖାନା ମ୍ୟାନେଜମେଂଟ ବିରୋଧରେ ମାମଲା ରୁଜୁ…