Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଝିକୋଡ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

କୋଚି: କେରଳ କୋଝିକୋଡ ବିମାନ ଦୁର୍ଘଟଣା କେମିତି ଓ କେଉଁ ପରିସ୍ଥିତିରେ ଘଟିଲା? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଦୁଇଟି ଟିମ୍ ଗଠନ କରାଯାଇଛି । ତଦନ୍ତକାରୀ ଟିମରେ ଏୟାର ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ଓ…

ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜଘାଟ ନିକଟରେ ଆରଏସକେ ସଭାଗାରରେ ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ଣ ୪ଟାରେ କାର୍ଯ୍ୟକ୍ରମ ରହିଛି । ଏହି କେନ୍ଦ୍ରକୁ ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯିବ…

କୋଝିକୋଡ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ସମେତ ୧୭ ମୃତ

କୋଝିକୋଡ: କେରଳର ଏୟାର ଇଣ୍ଡିଆ ବିମାନର କ୍ରାସ୍ ଲ୍ୟାଣ୍ଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ୨ ପାଇଲଟଙ୍କ ସହ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବିମାନର ଚାରି ଜଣ କ୍ୟାବିନ୍ କ୍ରିଉ ମେମ୍ବର ସୁରକ୍ଷିତ…

କେରଳ ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ ସହ ଏନଡିଆରଏଫ୍‌କୁ ସହାୟତା ନିର୍ଦ୍ଦେଶ ଦେଲେ ଅମିତ ଶାହ

କୋଝିକୋଡ: କେରଳର କୋଝିକୋଡଠାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି ଟ୍ୱିଟ୍ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ସେ ଏନଡିଆରଏଫ୍‌କୁ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍‌ରେ ଉଲ୍ଲେଖ…

ଜାତୀୟ ହସ୍ତତନ୍ତ ଦିବସ: ସୋସିଆଲ ମିଡିଆରେ ଟ୍ରେଣ୍ଡରେ ହସ୍ତତନ୍ତ ପୋଷାକ

ଭୁବନେଶ୍ୱର: ଆଜି ଜାତୀୟ ହସ୍ତତନ୍ତ ଦିବସ । ଏଥି ପାଇଁ ସୋସିଆଲ ମିଡିଆରେ ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଓ ସାଧାରଣ ଲୋକେ ସମସ୍ତେ ହସ୍ତତନ୍ତର ପୋଷାକ ଓ ଶାଢୀ ପିନ୍ଧି ଫଟୋ ସେୟାର କରିଛନ୍ତି । ହସ୍ତତନ୍ତର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ୨୦୧୫ ମସିହାରୁ ଆଜିର ଦିନକୁ ଜାତୀୟ…

କେରଳରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ

କୋଝିକୋଡ (କେରଳ): କୋଝିକୋଡର କରିପୁର ବିମାନ ବନ୍ଦରରେ ଲ୍ୟାଣ୍ଡ କରୁଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନଟି ଅବତରଣ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବିମାନରେ ମୋଟ ୧୯୧ ଜଣ ଯାତ୍ରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା…

କେରଳ ଭୂସ୍ଖଳନରେ ୧୫ ମୃତ, ୫୦ରୁ ଅଧିକ ନିଖୋଜ

କୋଚି: ପ୍ରବଳ ବର୍ଷା ଯୋଗୁ କେରଳ ଇଦୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି । ରାଜମଲାଈ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ୧୫କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । କିଛି ଆହତ ହୋଇଛନ୍ତି । ୫୦ରୁ ଅଧିକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାମ । ନିୟୋଜିତ ଅଛନ୍ତି ଏନଡିଆରଏଫ୍ ଟିମ୍ ।…

[ଭାଇରାଲ୍ ଭିଡିଓ] ରାସ୍ତାକଡରେ ମିଳିଲା ମାଗଣା ମଦ, ଲୋକେ ମାଲାମାଲ୍ !

ଛତିଶଗଡ: ରାସ୍ତାକଡରେ ଓଲଟିଲା ମଦ ବୋଝେଇ ଗାଡି । ଖବର ପାଇ ମଦ ଗାଡି ଜଗିବାକୁ ଆସିଲା ପୋଲିସ । ହେଲେ ମଦ ଗାଡି ଖବର ପାଇବା ପରେ ସାଧାରଣ ଲୋକ ବି ପହଂଚିଥିଲେ ଘଟଣାସ୍ଥଳରେ । ଆଉ ତା ପରେ ପୋଲିସକୁ ବେଖାତିର କରି ଲୋକେ ମଦ ହରିଲୁଟ୍ କରିବାରେ ଲାଗିପଡିଥିଲେ । ଛତିଶଗଡର କୱର୍ଦ୍ଧା ଅଂଚଳରେ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ରିସୋର୍ଟରେ ଏକେ-୪୭ ସହ ୩ ଯୁବକ ପଶିଲେ

ଫ୍ଲୋରିଡା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ରିସୋର୍ଟରେ ଏକେ-୪୭ ସେମି ଅଟୋମେଟିକ ରାଇଫଲ ସହ ୩ ଯୁବକ ପଶିଥିଲେ । ମାର-ଏ-ଲେଗୋ ରିସୋର୍ଟ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସେମାନେ ପଶି ଯାଇଥିଲେ । ପୂର୍ବରୁ ମଧ୍ୟ ୪ଥର ଏ ଭଳି ଘଟଣା ଘଟିଛି । ୨ ଥର ଚୀନ…

[ଭାଇରାଲ୍ ଭିଡିଓ] ବେରୁଟ୍ ବିସ୍ଫୋରଣର ସାକ୍ଷୀ ସାଜିଲେ ନବବିବାହିତା ବଧୂ !

ଲେବାନନ୍‌: ମଙ୍ଗଳବାର ବେରୁଟ୍‌ରେ ଘଟିଥିଲା ଅବିଶ୍ୱସନୀୟ ବିସ୍ଫୋରଣ । ଏହି ଘଟଣାକୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଥିଲା । ହେଲେ ନିକଟରେ ଏହି ଘଟଣା ସହ ସଂପୃକ୍ତ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁ ସମୟରେ ବେରୁଟ୍‌ରେ ଘଟିଥିଲା ଅକସ୍ମାତ ବିସ୍ଫୋରଣ । ଠିକ୍ ସେହି…