Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଥର ଚୀନର ଲୋଲୁପ ନଜର ଭୁଟାନ ଉପରେ

ଥିମ୍ପୁ: ଭୁଟାନ ଉପରେ ଏବେ ଚୀନର ଲୋଲୁପ ନଜର ପଡିଛି । ଗ୍ଲୋବାଲ ଏନଭରମେଂଟ ଫାସିଲିଟି ବୈଠକରେ ଭୁଟାର ସାକତେଙ୍ଗ ୱାଇଲ୍ଡଲାଇଫ ଅଭୟରାଣ୍ୟକୁ ଚୀନ ବିବାଦୀୟ ଜାଗା ବୋଲି କହିଛି । ଏହି ପ୍ରୋଜେକ୍ଟରେ ଅର୍ଥ ସହାୟତା ନ କରିବା ପାଇଁ ମଧ୍ୟ ଚୀନ ଚାପ ପକାଇଛି । ଅରୁଣାଚଳ ପ୍ରଦେଶ ସୀମା ନିକଟରେ ୬୫୦…

ଆମିର ଖାନ୍‌ଙ୍କ ରୋଷେୟା, ବଡିଗାର୍ଡଙ୍କ ସମେତ ୭ ଜଣ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ: କରୋନାକୁ ଲାଗୁନି ବ୍ରେକ । ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଏବେ ବଲିଉଡ ସୁପରଷ୍ଟାର ଆମିର ଖାନ୍‌ଙ୍କ ଘରେ କରୋନା ପ୍ରବେଶ କରିଛି । ତାଙ୍କ ଘରର ରୋଷେୟା, ବଡିଗାର୍ଡ ସମେତ ତାଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆମିର ନିଜେ ଟ୍ୱିଟ୍ କରି ସୂଚନା…

ଅନ୍‌ଲକ୍‌-୨ରେ ଅଧିକ ସତର୍କତା ଜରୁରୀ: ମୋଦୀ

ନୂଆଦିଲ୍ଲୀ: କରୋନା କଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଷଷ୍ଠଥର ପାଇଁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, କରୋନା ବିଶ୍ଵ ମହାମାରୀ ସହ ଲଢି ଲଢି ଆମେ ଅନଲକ୍‌-୨ରେ ପ୍ରବେଶ କରିଛେ। ଅନଲକ୍‌-୧ ପରଠାରୁ ଆମ ଲୋକମାନେ ଅସତର୍କ ହେବା ଦେଖାଯାଇଛି। ଯେବେ ସତର୍କ ହେବା…

ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ଆସନ୍ତା ୫ ମାସ ଯାଏଁ ବଢ଼ିଲା ଗରିବଙ୍କୁ ରାସନ ଦେବା ଯୋଜନା । ଅର୍ଥାତ ଆସନ୍ତା ନଭେମ୍ବର ଯାଏଁ ଗରିବଙ୍କୁ ମିଳିବ ମାଗଣା ରାସନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି କହିଛନ୍ତି । ସେ ଘୋଷଣା କରିଛନ୍ତିଯେ, ଗରିବ କଲ୍ୟାଣ ଯୋଜନାରେ ଆସନ୍ତା ୫ ମାସ…

୧୯୬୨ ଚୀନ-ଭାରତ ଯୁଦ୍ଧ ଓ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଭାରତର ଉତ୍ତରାକାଶେ ଚୀନା ରାହୁ ଚୀନା ଡ୍ରାଗନ ଦିଶେ କୁଆରେ, ପଶୁବଳରେ ମାତି ସର୍ବହରା ନାମେ ତେକେ କେ ଛତି!! ପତ୍ରିକାର ନାମ 'ନିଆଁଖୁଣ୍ଟା'। ନଭେମ୍ବର-୧୯୬୨ ସଂଖ୍ୟାରେ ପତ୍ରିକାର ସମ୍ପାଦକ ଗୋଦାବରୀଶ ମହାପାତ୍ର…

ଆଜି ‘ସାମାଜିକ ଗଣମାଧ୍ୟମ ଦିବସ’; ଜାଣନ୍ତୁ, ଏସମ୍ପର୍କରେ କିଛି

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆ ଲୋକମାନଙ୍କ ଜୀବନ ପରିବର୍ତ୍ତନ କରୁଥିବା ବେଳେ ପ୍ରତିବର୍ଷ ଜୁନ୍ ମାସ ୩୦ ତାରିଖରୁ ‘ସାମାଜିକ ଗଣମାଧ୍ୟମ ଦିବସ’ ପାଳନ କରାଯାଇ ଆସୁଅଛି । ଆଗରୁ ଟେଲିଗ୍ରାମ, ଟେଲିଫୋନର ଯୁଗ ଥିଲା । ଏହାପରେ ପରେ ଫେକ୍ସ ମେସିନ୍ ଓ ତା’ପରେ ସୋସିଆଲ୍…

ଚୀନରେ ନୂତନ ପ୍ରକାର ସ୍ୱାଇନ ଫ୍ଲୁ ଭୂତାଣୁ ଚିହ୍ନଟ: ଗବେଷକଙ୍କ ଆଶଙ୍କା ମହାମାରୀ ସୃଷ୍ଟି କରାଇପାରେ

ବେଜିଂ:ଚୀନ ବିଶ୍ୱକୁ ନୂଆ ନୂଆ ରୋଗ ଦେବାରେ ବୋଧହୁଏ ରେକର୍ଡ କରିବ । ରିପୋର୍ଟ ମୁତାବକ କରୋନା ଭାଇରସ ପରେ ଏଠାରେ ଜି-୪ ନାମକ ଭୂତାଣୁ ଚିହ୍ନଟ କରାଯାଇଛି । ଗବେଷକଙ୍କ ଆଶଙ୍କା ଏହି ଭୂତାଣୁ ମହାମାରୀ ସୃଷ୍ଟି କରାଇପାରେ । ୨୦୦୯ରେ ମହାମାରୀ ସାଜିଥିବା ଏଚ୧ଏନ୧ ସ୍ୱାଇନ ଫ୍ଲୁର ଏହା ଆନୁବଂଶିକ…

ଗୁଗୁଲ୍ ଓ ଆପଲ୍ ପ୍ଲେ ଷ୍ଟୋରରୁ ହଟିଲା ‘ଟିକଟକ୍‌’ଆପ୍‌

ନୂଆଦିଲ୍ଲୀ: ଆପଲ୍ ଏବଂ ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ତାର ପ୍ଲେ ଷ୍ଟୋରରୁ ଚୀନ୍ ଆପ୍ ‘ଟିକଟକ୍’କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ଓ ଆପଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଉନଲୋଡ କରିପାରିବେ ନାହିଁ । ଗତକାଲି ଭାରତ ସରକାରଙ୍କ ସୂଚନା ଓ…

ଜମ୍ମୁ-କାଶ୍ମୀରରେ ୪.୦ ତୀବ୍ରତାର ଭୁମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କତ୍ରା ଠାରେ ମଙ୍ଗଳବାର ଦିନ ତୀବ୍ର ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୦ ମପା ଯାଇଥିଲା। ଆଜି…

ଟିକଟକ ପ୍ରେମୀଙ୍କ କଷ୍ଟ ଲାଘବ କରିବ ଭାରତୀୟ ଆପ ‘ଚିଙ୍ଗାରି’ !

ଭୁବନେଶ୍ୱର: ଚାଇନିଜ ଆପ ଟିକଟକ୍ ସମେତ ୫୯ଟି ଆପ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର। ଖୁବ କମ୍ ଦିନ ମଧ୍ୟରେ ଯୁବପୀଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଟିକଟକ୍ । ଏବେ ଏହାର ବ୍ୟବହାରକାରୀ ଚିନ୍ତାରେ ପଡିଛନ୍ତି। ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସଭିଏଁ ଏହି ଟିକଟକ ନିଶାରେ ବୁଡି…