Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବହୁ ଚର୍ଚ୍ଚିତ ସୁଶାନ୍ତ ରାଜପୁତ କେସ୍‌ର ତଦନ୍ତ ଆରମ୍ଭ କରିଛି ସିବିଆଇ, ରିୟାଙ୍କ ସମେତ ୬ଜଣଙ୍କ ନାମରେ ମାମଲା

ମୁମ୍ବାଇ: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସ୍‌ର ତଦନ୍ତ ଆରମ୍ଭ କରିଛି ସିବିଆଇ । ଗୁରୁବାର ସିବିଆଇ ରିୟା ଚକ୍ରବର୍ତିଙ୍କ ସମେତ ୬ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଅନ୍ୟମାନେ ହେଲେ ଇନ୍ଦରଜିତ ଚକ୍ରବର୍ତି, ସନ୍ଧ୍ୟା ଚକ୍ରବର୍ତି, ସୌରଭ ଚକ୍ରବର୍ତି, ସାମ୍ୟୁଏଲ…

[ଭିଡିଓ] ଭାରତରୁ କିଏ କରୁଥିଲା ଇରାକକୁ କୋଭିଡ-୧୯ ଭ୍ୟାକ୍ସିନ୍ ଚୋରା ଚାଲାଣ ?

ଗୁରୁଗ୍ରାମ୍‌: ଏକ ବଡ ଧରଣର ଧରପଗଡରେ ଗୁରୁଗ୍ରାମ ପୋଲିସକୁ ମିଳିଛି ବଡ ସଫଳତା । ଭାରତରୁ ଇରାକକୁ କୋଭିଡ୍‌-୧୯ ଟିକା ଚୋରା ଚାଲାଣ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଧରପଗଡରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କିଏ ଓ କେମିତି ଇରାକକୁ କରୁଥିଲା କୋଭିଡ୍‌-୧୯…

ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ସ୍ଥାପନ କରିବା ଆଉ ୬ କୃତ୍ରିମ ଉପଗ୍ରହ !

ନୂଆଦିଲ୍ଲୀ: ସୀମା ସୁରକ୍ଷା ପାଇଁ ଭାରତ ମହାକାଶରେ ଆଉ ୬ କୃତ୍ରିମ ଉପଗ୍ରହ ସ୍ଥାପନ କରିବା ପାଇଁ ଯୋଜନା କରୁଛି । ଜାତୀୟ ସୁରକ୍ଷା ସଂସ୍ଥା ଏହାର ଆବଶ୍ୟକତା ନେଇ ସରକାରଙ୍କୁ ସୂଚନା ଦେଇଥିଲେ । ଏହା ଦ୍ୱାରା ଏଲଏସିରେ ଚୀନ ଏବଂ ପାକିସ୍ତାନ ପରି ଶତ୍ରୁ ଦେଶଙ୍କ ଉପରେ ନଜର ରଖା ଯାଇପାରିବ ।…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଗାଲିଣି । ହେଲେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି । ଏହି ମାମଲାରେ ତାଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଇଡି ନଜର ରଖିଛି । ରିୟାଙ୍କ ସମ୍ପତ୍ତିର ଖୋଲତାଡ କରୁଛି…

ଓଡ଼ିଶାର ୨ ଗାଁକୁ ୟୁନେସ୍କୋ ମାନ୍ୟତା

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଗାଁକୁ ୟୁନେସ୍କୋ ମାନ୍ୟତା ମିଳିଛି । ଦେଶ ଓ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଗାଁକୁ “ସୁନାମି ପ୍ରସ୍ତୁତି” ମାନ୍ୟତା ମିଳିଛି । ଗଂଜାମ ଓ ଜଗତସିଂହପୁରର ଦୁଇଟି ଗାଁ ୟୁନେସ୍କୋ ତରଫରୁ ଜାରି ହୋଇଥିବା ଏହି ତାଲିକା ସ୍ଥାନ ପାଇଛନ୍ତି । ଏହି ଦୁଇ ଗାଁ ମଧ୍ୟରୁ…

[ଭିଡିଓ] ଏବେ ବି ବଂଚିଛି ମାନବିକତା !

ମୁମ୍ବାଇ: କଥାରେ ଅଛି ପଶୁପ୍ରେମ ଭଗବାନଙ୍କ ସେବା ସଦୃଶ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇର ୱଡାଲା ଅଂଚଳରେ । ଗତ କିଛିଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଲୋକଙ୍କୁ ବେହାଲ କରିଦେଇଛି । ଏପରି ସ୍ଥିତିରେ ଏକ ବିଲେଇ ଛୁଆର ବା ସାହାସ କେତେ ? ପାଣିରେ ହନ୍ତସନ୍ତ ହୋଇ ଜୀବନ ସହ…

ସରିଲା ଭୂମି ପୂଜନ, ଏବେ କିଏ କରିବ ରାମ ମନ୍ଦିର ନିର୍ମାଣ?

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଭାରତବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ରାମମନ୍ଦିର ତିଆରି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଯେଉଁ ମନ୍ଦିର ତିଆରିକୁ ନେଇ ଏତେ ଚର୍ଚ୍ଚା ସେଇ ମନ୍ଦିରକୁ କିଏ ତିଆରି କରିବେ ଆସନ୍ତୁ ଜାଣିବା । ଏହି ମନ୍ଦିର ସ୍ଥପତି…

ମହଙ୍ଗା ପଡିଲା କ୍ୟାଣ୍ଡେଲ ଲାଇଟ୍ ରୋମାନ୍ସ , ଘର ପୋଡି ଛାରଖାର୍ !

ଇଂଲଣ୍ଡ: କ୍ୟାଣ୍ଡେଲ୍ ଆଲୁଅରେ ପ୍ରେମ ନିବେଦନ କରିବା ଜଣେ ପ୍ରେମିକକୁ ମହଙ୍ଗା ପଡିଛି । ପ୍ରେମିକାକୁ ଇମ୍ପ୍ରେସ୍ କରିବାକୁ ଯାଇ ଅସାବଧାନତାରୁ ପ୍ରେମିକଙ୍କ ଘର ଜଳିପୋଡି ଛାରଖାର ହୋଇଯାଇଥିଲା । ତେବେ ପ୍ରେମିକା ଜଣକ ପ୍ରେମ ନିବେଦନକୁ ହଁ ଭରିଥିବା ଜଣାପଡିଛି । ଇଂଲଣ୍ଡ ୟର୍କଶାୟରରେ…

ଏସିଆରେ ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି ଚୀନ, ବେଜିଂରେ ପରୀକ୍ଷଣ କଲା ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ

ନୂଆଦିଲ୍ଲୀ: ଏସିଆରେ ଚୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି । ଆମେରିକା ଓ ଭାରତ ସହ ଉତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ଚୀନ ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲର ପରୀକ୍ଷଣ କରିଛି । ପରୋକ୍ଷରେ ମାନସିକ ଚାପ ପକାଇବା ପାଇଁ ଡ୍ରାଗନ ଏହି ମାଇଣ୍ଡ ଗେମ୍ ଖେଳୁଛି । ରିପୋର୍ଟ ମୁତାବକ ବେଜିଂରୁ…

କୋଲାବାରେ ଲୋକେ ଦେଖିନଥିଲେ ଏମିତି ବର୍ଷା

ମୁମ୍ବାଇ: ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ମୁମ୍ବାଇ କୋଲାବା ଅଂଚଳରେ ହୋଇଛି ପ୍ରବଳ ବର୍ଷା । ଲଗାଣ ବର୍ଷା ଭାଙ୍ଗିଛି ୪୬ ବର୍ଷର ରେକର୍ଡ । ଏଭଳି ବର୍ଷା ଯାହାକୁ କେବେ ଲୋକେ ଆଗରୁ ଦେଖି ନଥିଲେ । ବର୍ଷା ଯୋଗୁଁ ଚାରିଆଡେ ଜଳାର୍ଣ୍ଣାବ ପରିସ୍ଥିତି ସୃଷ୍ଟି ହୋଇଛି । କୋଲାବା ଅଂଚଳରେ…