Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲ ଗାନ୍ଧୀ ହୀନ ରାଜନୀତି କରୁଛନ୍ତି: ଶାହା

ନୂଆଦିଲ୍ଲୀ: ଭାରତ-ଚୀନ୍ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଚୀନ୍ ପ୍ରସଙ୍ଗରେ ଯେଉଁ ମତ ରଖୁଛନ୍ତି ତାହା ହୀନ ରାଜନୀତି । ରାହୁଲଙ୍କୁ ଯାହା କହିବାର ଅଛି ସେ ସଂସଦରେ କୁହନ୍ତୁ । ଦେଶର ଯବାନ ଏବେ ଚୀନ୍‌ର ସାମ୍ନା…

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସଙ୍କଟ ବଢ଼ିଲା : ପରୋକ୍ଷରେ ଭାରତକୁ ଦାୟୀ କରିଛନ୍ତି

କାଠମାଣ୍ଡୁ: ଭାରତ ବିରୋଧୀ ହେବା ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଅସୁବିଧାରେ ପକାଇଛି । ଏପରିକି ସେ ତାଙ୍କ ଚୌକି ବଂଚାଇବା ଏବେ ସଂଘର୍ଷ ଜାରି ରଖିଛନ୍ତି । ନିଜ ଦଳ ଏବଂ ବିରୋଧୀ ଦଳର ଚାପ ପଛରେ ସେ ପଡୋଶୀ ଦେଶର ହାତ ରହିଥିବା କହିଛନ୍ତି । ଏହା ସେ ପରୋକ୍ଷରେ ଭାରତକୁ…

କରୋନା ମୁକାବିଲା ପାଇଁ ସଜାଗ ଅଛନ୍ତି କେନ୍ଦ୍ର ସରକାର: ଅମିତ ଶାହା

ନୂଆଦିଲ୍ଲୀ: କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଦେଶରେ ବର୍ତମାନ ଗୋଷ୍ଠୀ ସଂକ୍ରମଣର ସ୍ଥିତି ନାହିଁ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଦିଲ୍ଲୀର କରୋନା ସ୍ଥିତିସମ୍ପର୍କରେ ଗୃହମନ୍ତ୍ରୀ…

ବିସ୍ତାରବାଦୀ ନୀତି ଚୀନକୁ ଖାଉଛି: ଭାରତ-ଜାପାନ ନୌସେନାର ମିଳିତ ଅଭ୍ୟାସ

ଟୋକିଓ:ଚୀନ ତାର ସମସ୍ତ ପଡୋଶୀ ପାଇଁ ଏବେ ଶତ୍ରୁ ପାଲଟିଯାଇଛି । ଅନ୍ୟ ଅର୍ଥର ବିସ୍ତାରବାଦୀ ନୀତି ଚୀନକୁ ଖାଉଛି । ଚୀନ ପରି ଶତ୍ରୁର ମୁକାବିଲା ପାଇଁ ଭାରତ-ଜାପାନ ଏକତ୍ର ହୋଇଛନ୍ତି । ଭାରତ ମହାସାଗରରେ ଉଭୟ ଦେଶର ନୌସେନା ଯୁଦ୍ଧାଭ୍ୟାସ କରିଛନ୍ତି । ଯାହା ଚୀନ୍ ପାଇଁ ଚିନ୍ତାର କାରଣ ହୋଇଛି…

ମଣିପୁର ଓ ମେଘାଳୟରେ ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ମଣିପୁର ଓ ମେଘାଳୟରେ ରବିବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ମଣିପୁରର ଶିରୁଇ ଠାରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୩ ମପା ଯାଇଥିଲା । ଆଜି ଦିନ ୨ଟା ୪୯ମି. ସମୟରେ ଏହି…

ଚାଷ ଜମିରେ କ୍ୟାପ୍ଟେନ କୁଲ ଧୋନୀ

ରାଂଚି: ଫିଲ୍ଡରେ ଧୋନୀ । ତେବେ ଏହା କ୍ରିକେଟ ଫିଲ୍ଡ ନୁହେଁ । ଏହି ଫିଲ୍ଡ ହେଉଛି ଚାଷୀର । ଯେଉଁଠି ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରେ । ଆଉ ଏବେ ଏହି ଫିଲଡ୍‌ର ଜଣେ ଚାଷୀ ପାଲଟିଛନ୍ତି କ୍ରିକେଟ ଫିଲ୍ଡର କ୍ୟାପ୍ଟେନ । କରୋନା ପାଇଁ କ୍ରିକେଟ ମ୍ୟାଚ୍ ବନ୍ଦ ଥିବା ବେଳେ…

ମହାରାଷ୍ଟ୍ରରେ ଖୋଲିଲା ସେଲୁନ ଓ ବିଉଟି ପାର୍ଲର

ମହାରାଷ୍ଟ୍ର: ଦେଶରେ କରୋନା ସଂକ୍ରମଣରେ ସବୁଠୁ ଶୀର୍ଷରେ ଥିବା ମହାରାଷ୍ଟ୍ରରେ ଖୋଲିଲା ସେଲୁନ୍ ଓ ବିଉଟି ପାର୍ଲର । ମିଶନ ବିଗିନ୍ ଏଗେନ ପର୍ଯ୍ୟାୟରେ ଆଜିଠାରୁ ଦୋକାନ ଓ ପାର୍ଲର ଖୋଲାଯାଇଛି । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ, ବାରିକ ମାନେ କୋଭିଡ୍‌-୧୯ର ସମସ୍ତ ଗାଇଡଲାଇନ…

ସତର୍କତା ଓ ସଚେତନତା ହିଁ କରୋନା ବିରୋଧୀ ଲଢେଇର ମୂଳମନ୍ତ୍ର: ମୋଦି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶ ଲକଡାଉନ୍‌ରୁ ବାହାରି ଆସିଛି । ଦେଶ ଏବେ ଅନଲକ୍ ପର୍ଯ୍ୟାୟରେ । ତେବେ ଏହି ସମୟରେ ଦେଶବାସୀଙ୍କୁ ଅଧିକ ସଚେତନ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିବେଦନ କରିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି…

‘ZEE-5’ ରେ ପ୍ରସାରିତ ହେଉଛି ହିନା ଖାନ୍ ଏବଂ କୁଶାଲ ଟଣ୍ଡନଙ୍କ ୱେବ ସିରିଜ ‘ଅନଲକ୍’

ନୂଆଦିଲ୍ଲୀ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଏବଂ କୁଶାଲ ଟଣ୍ଡନଙ୍କ ୱେବ୍ ସିରିଜ୍ ‘ଅନଲକ୍’ ବର୍ତ୍ତମାନ 'ZEE5' ରେ ପ୍ରସାରିତ ହେଉଛି। ଏହି ଥ୍ରୀଲର ସିରିଜକୁ ଦେଖିବା ପାଇଁ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିବା ସହ ଏହି ଫିଲ୍ମର ଟ୍ରେଲରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର…

ଭାରତ ବନ୍ଧୁତା ଜାଣେ, ଉଚିତ ଜବାବ ଦେବା ବି ଜାଣେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୀମାରେ ଭାରତ-ଚୀନ୍ ଉତ୍ତେଜନା ସ୍ଥିତିକୁ ନେଇ ସାରା ଦେଶ ଆଶଙ୍କା ଭିତରେ ଥିବା ବେଳେ ଆଜି ଦେଶବାସୀଙ୍କ ପାଇଁ ବଡ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ…