Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସର୍ବଦଳୀୟ ବୈଠକ: ଭାରତ-ଚୀନ୍ ବିବାଦକୁ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଭାରତ ଚୀନ୍ ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଅଛନ୍ତି । ବୈଠକ…

ଚୀନ ହ୍ୟାକରଙ୍କ ଟାର୍ଗେଟରେ ଅଷ୍ଟ୍ରେଲିଆ ସରକାରୀ ଅନୁଷ୍ଠାନ !

ସିଡନୀ: ଏକ ଅତ୍ୟାଧୁନିକ ସାଇବର ଗ୍ରୁପ୍ ଅଷ୍ଟ୍ରେଲିଆର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଟାର୍ଗେଟ କରିଛି । ଏହି ସାଇବର ଗ୍ରୁପ୍ ଚୀନର ବୋଲି ତଦନ୍ତରୁ ଜଣାପଡିଥିଲେ ମଧ୍ୟ ଏଥିନେଇ ସ୍ପଷ୍ଟ କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ସ୍କଟ ମୋରିସ ଏହି ସୂଚନା ଦେଇଛନ୍ତି । ଜରୁରୀ ସେବା ପ୍ରଦାନକାରୀ ଏବଂ…

ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରେହାଙ୍କୁ ପୋଲିସର ୯ ଘଂଟା ଧରି ଜେରା, ମିଳିଲା ବହୁ ତଥ୍ୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ପୁଲିସ୍‌ ତଦନ୍ତ ଜୋର୍‌ ଧରିଛି। ମୁମ୍ବାଇ ପୁଲିସ୍‌ ସୁଶାନ୍ତଙ୍କ ପ୍ରେମିକା ରେହା ଚକ୍ରବର୍ତ୍ତୀଙ୍କୁ ଦୀର୍ଘ ୯ ଘଣ୍ଟା ଧରି ପଚରାଉଚରା କରିଥିବାର ଜାଣିବାକୁ ମିଳିଛି। ସୁଶାନ୍ତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରେହା…

ରାଜ୍ୟସଭା ନିର୍ବାଚନ : ଶିବରାଜଙ୍କ ରଣନୀତି, ନରୋତମଙ୍କ ଚାଲ କଂଗ୍ରେସକୁ ମାତ୍ ଦେଲା

ଭୋପାଳ: ମଧ୍ୟପ୍ରଦେଶ ରାଜ୍ୟସଭାର ୩ଟି ସିଟ ପାଇଁ ନିର୍ବାଚନ ସରିଛି । କଂଗ୍ରେସ ୨ଟି ସିଟ୍ ହାତେଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହେଲା ଭଳି ଲାଗୁ ନାହିଁ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ରଣନୀତି ଓ ନରୋତମ ମିଶ୍ରଙ୍କ ଚାଲ କଂଗ୍ରେସକୁ ରୋକିପାରିଛି । ରିପୋର୍ଟ ମୁତାବକ…

ସୂର୍ଯ୍ୟ ପରାଗ : ଭାରତରେ କେତେବେଳେ ଗ୍ରାସ, କେତେବେଳେ ମୋକ୍ଷ

ଜୁନ ୨୧ ତାରିଖ ସକାଳ ୯ଟା ୫୬ ମିନିଟ ସମୟରେ ଗୁଜରାଟ ଦ୍ୱାରକା ଆକାଶରେ ପ୍ରଥମେ ସୂର୍ଯ୍ୟ ପରାଗ ଆରମ୍ଭ ହେବ । ତେବେ ଏହା ଆଂଶିକ ପରାଗ ହେବ । ଯେହେତୁ ଭାରତ ପାଇଁ ରାଜସ୍ଥାନରେ ପ୍ରଥମେ ବଳୟ ପରାଗ ହେବ ତେଣୁ ଏଠିକାର ସମୟ ଉପରେ ନଜର ପକାଇବା । ରାଜସ୍ଥାନରେ ୧୦ଟା ୧୨ ମିନିଟ ୨୬ସେକେଣ୍ଡ…

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା, ଅକ୍ସିଜେନ୍ ସପୋର୍ଟରେ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ଵାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡିଛି। ସତ୍ୟେନ୍ଦ୍ରଙ୍କୁ ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେଉଥିବାରୁ ତାଙ୍କୁ ଅକ୍ସିଜେନ୍‌ ସପୋର୍ଟରେ ରଖାଯାଇଛି। ତାଙ୍କୁ ପ୍ଲାଜ୍ମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବ ବୋଲି…

ଅହମ୍ମଦାବାଦରେ ଗୋଟିଏ ପରିବାରର ୬ଜଣଙ୍କ ଆତ୍ମହତ୍ୟା

ଅହମ୍ମଦାବାଦ: ଗୋଟିଏ ପରିବାରର ୬ଜଣ ଏଠାରେ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରେ ୪ଟି ଛୋଟ ପିଲା ରହିଛି । ଅମ୍ରେଶ ପଟେଲ ଓ ଗୌରାଙ୍ଗ ପଟେଲ ସେମାନଙ୍କ ୪ ଛୁଆଙ୍କ ସହ ଆତ୍ମହତ୍ୟା କରିଛନ୍ତି । କଣ ପାଇଁ ସେମାନେ ଏହି କଠୋର ପଦକ୍ଷେପ ଗ୍ରହଣ କଲେ ତାହା ଜଣା ପଡୁ ନାହିଁ । ପୋଲିସ ଡ୍ରଇଂ…

ଛଳନା ଓ ବର୍ବରତାର ଅନ୍ୟନାମ କମ୍ୟୁନିଷ୍ଟ ଚୀନ୍

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଭାରତର ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପୂର୍ବରେ ଅବସ୍ଥିତ ସାମରିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଗଲୱାନ୍‌ ନଦୀ ଉପତ୍ୟକାକୁ କବ୍ଚାକରିବା ଲକ୍ଷ୍ୟରେ ଚୀନ୍ ଜୁନ୍ ୧୫ତାରିଖ ଦିନ ଯେଉଁ ଖଳବୁଦ୍ଧି ପ୍ରୟୋଗକଲା ତାହା ଦେଶବାସୀଙ୍କୁ…

ଏୟାର ଚିଫ୍ ମାର୍ଶାଲଙ୍କ ଅଚାନକ ଲେହ ଗସ୍ତ

ନୂଆଦିଲ୍ଲୀ: ଭାରତର ଏୟାର ଚିଫ ମାର୍ଶାଲ ଆରକେଏସ ଭଦୋରିଆ ଅଚାନକ ଲେହ ଗସ୍ତ କରିଛନ୍ତି । ଏହା ପରେ ସେ ଶ୍ରୀନଗର ଏୟାରବେସ ଯାଇଥିଲେ । ରିପୋର୍ଟ ମୁତାବକ ଭାରତ ତାର ଫାଇଟର ପ୍ଲେନ ଫରୱାର୍ଡ ବେସ୍ ଆଉ ଏୟାରଫିଲ୍ଡ ନିକଟକୁ ପଠାଇ ଦିଆଯାଇଛି । ଲେହ ଓ ଶ୍ରୀନଗର ଏୟାରବେସରୁ ଫାଇଟର ଜେଟ ଅଳ୍ପ ସମୟ…

ଭାରତୀୟ ବଜାରରେ କବଜା କରିଛି ଏହିସବୁ ଚୀନ ଉତ୍ପାଦ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଭାରତ-ଚୀନ୍ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଭାରତୀୟ ବଜାରରେ କବଜା କରିଥିବା ଚାଇନିଜ ଉତ୍ପାଦକୁ ବହିଷ୍କାର କରିବା ଲାଗି ଦାବି କରିଛନ୍ତି । ଜାଣନ୍ତୁ ଭାରତୀୟ ବଜାରରେ କାରବାର କରୁଥିବା…