Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଗଷ୍ଟ ୯ ତାରିଖରେ ‘ଡବ୍ଲୁଡବ୍ଲୁଏଫ-ଇଣ୍ଡିଆ ୱିଜଡମ ଡିଜିଟାଲ କ୍ୱିଜ’ର ପ୍ରଥମ ରାଉଣ୍ଡ: ଆୟୋଜନ କରିବ…

ନୂଆଦିଲ୍ଲୀ: ଦ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ପକ୍ଷରୁ ଆୟୋଜିତ 'ଡବ୍ଲୁଡବ୍ଲୁଏଫ-ଇଣ୍ଡିଆ ୱିଜଡମ ଡିଜିଟାଲ କ୍ୱିଜ'ର ପ୍ରଥମ ରାଉଣ୍ଡ ଆସନ୍ତା ଅଗଷ୍ଟ ୯ ତାରିଖରେ ହେବାକୁ ଥିବା ସୂଚନା ମିଳିଛି । ଆୟୋଜିତ ହେବାକୁ ଥିବା କ୍ୱିଜର ଥିମ ରଖା ଯାଇଛି ରିି-ଇମାଜିନିଂ ଆୱର…

‘ଷ୍ଟଡି ଇନ ଇଣ୍ଡିଆ’ ବ୍ରାଣ୍ଡ ଉପରେ ପ୍ରମୁଖ ବିଶ୍ୱବିଦ୍ୟାଳୟ ମାନଙ୍କୁ ଗୁରୁତ୍ୱ ଦେବାକୁ କହିଲେ କେନ୍ଦ୍ର…

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ 'ଷ୍ଟଡି ଇନ ଇଣ୍ଡିଆ' ଉପରେ ଗୁରୁତ୍ୱ ଦେବା ସହ ଏହାକୁ ଏକ ଅନ୍ତଃରାଷ୍ଟ୍ରୀୟ ବ୍ରାଣ୍ଡ ରୂପେ ଗଢି ତୋଳିବା କଥା କହିଛନ୍ତି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ । ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ତଥା ଅନ୍ୟ ଶୈକ୍ଷିକ…

କୋଭିଡ-୧୯ ସଙ୍କଟ: ସ୍କୁଲ ବନ୍ଦ ଯୋଗୁଁ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ-୧୯ ସଙ୍କଟ ଜନିତ ସ୍କୁଲ ବନ୍ଦ ରହିବା କାରଣରୁ ପ୍ରାୟ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ଅଶୋକା ବିଶ୍ୱବିଦ୍ୟାଳୟର ସ୍କୁଲ ଏଜୁକେସନ ଏବଂ ଲିଟେରାସୀ ବିଭାଗର ସମ୍ପାଦିକା ଅନିତା କରୱାଲ, 'ଫ୍ୟୁଚର ଅଫ ସ୍କୁଲ ଅଭରକମିଂ କୋଭିଡ ଆଣ୍ଡ ବିୟଣ୍ଡ…

ପିଜି ପରୀକ୍ଷା ପାଇଁ ଆଡମିଟ କାର୍ଡ ରିଲିଜ କଲା ଏମ୍ସ, ଜୁନ ୧୧ରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଟିୟୁଟ ଅଫ୍ ମେଡିକାଲ ସାଇନ୍ସ ପକ୍ଷରୁ ଶନିବାର ଦିନ ପିଜି ପରୀକ୍ଷା, ୨୦୨୦ ପାଇଁ ଆଡମିଟ କାର୍ଡ ରିଲିଜ କରାଯାଇଛି । ୱେବସାଇଟରୁ ପ୍ରାର୍ଥୀ ମାନେ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଆଡମିଟ କାର୍ଡ ଓ ହଲ ଟିକେଟ ଏହି ୱେବସାଇଟରୁ ଡାଉନଲୋଡ…

ଟ୍ୱିଟର ଟ୍ରେଣ୍ଡ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ଗିରଫ କରାଯାଉ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରର ସ୍ୱରା ଭାସ୍କର । ତାଙ୍କର ଏକ ଭିଡିଓ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି । #ArrestSwaraBhaskar ନାମରେ ଏହା ଟ୍ୱିଟରର ଟ୍ରେଣ୍ଡିଂ ତାଲିକାରେ ଅଛି । ଏଥିରେ ସ୍ୱରା ଭାସ୍କରଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଆଣ୍ଟି CAA ବିରୋଧୀ ରାଲି…

ଜିଓ ପ୍ଲାଟଫର୍ମରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କା ନିବେଶ କରିବେ ସିଲଭର ଲେକ୍ ଏବଂ ଏହାର ସହଯୋଗୀ ନିବେଶକ

ଭୁବନେଶ୍ୱର: ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ  ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ।…

ବ୍ଲୁଷ୍ଟାର ଅପରେଶନର ୩୬ ବର୍ଷ ପୂରଣ ଅବସରରେ ଖଲିସ୍ତାନ ସପକ୍ଷରେ ସ୍ଲୋଗାନ

ଅମୃତସର: ପଞ୍ଜାବର ସ୍ୱର୍ଣ୍ଣମନ୍ଦିରରେ ଶନିବାର ଅକଳା ତଖତରେ ବ୍ଲୁଷ୍ଟାର ଅପେରେଶନର ୩୬ ବର୍ଷ ପୂରଣ ପାଳନ କରାଯାଉଥିଲା । ତେବେ ଇମନ ସିଂଙ୍କ ନେତୃତ୍ୱରେ କେତେକ ଲୋକ ଖଲିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିଲେ । ଫଳରେ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ଇମନ ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ…

ଜୁନ୍ ୧୦ରୁ ବନ୍ଦେ ଭାରତ ମିଶନ ତୃତୀୟ ପର୍ଯ୍ୟାୟ, ବୁକିଂ ଆରମ୍ଭରୁ ୱେବ ସାଇଟ କ୍ରାସ

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରୁ ଏୟାର ଇଣ୍ଡିଆ ପକ୍ଷରୁ ବନ୍ଦେ ଭାରତ ମିଶନର ୩ୟ ପର‌୍ୟ୍ୟାୟ ଆରମ୍ଭ ହେବ । ଏନେଇ ଘୋଷଣା ହୋଇଛି। ୩ୟ ପର‌୍ୟ୍ୟାୟରେ ଆମେରିକା ଓ ବ୍ରିଟେନରେ ଫସିରହିଥିବା ଭାରତୀୟ ନାଗରିକଙ୍କୁ ଆଣିବାକୁ ୩୦୦ଟି ଫ୍ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ଫ୍ଲାଇଟରେ ବୁକିଂ…

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କ ମା’ଙ୍କ ଦେହାନ୍ତ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ ଚନ୍ଦ୍ରକାନ୍ତା ଗୋୟଲଙ୍କ ଆଜି ସକାଳେ ପରଲୋକ ହୋଇଛି। କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।  ରେଳମନ୍ତ୍ରୀ ପୀୟୁଷ ଗୋୟଲ। ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ତାଙ୍କ ଫଟୋ ଟୁଇଟ କରିବା ସହ ଲେଖିଛନ୍ତି…

ଭାରତ-ଚୀନ ସୀମା ପରିସ୍ଥିତି: ଅବାସ୍ତବ ଖବର ନ’ଦେବାକୁ ଗଣମାଧ୍ୟମକୁ ପରାମର୍ଶ

ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଇଁ ପ୍ରତିଷ୍ଠିତ ସାମରିକ ଏବଂ କୂଟନୈତିକ ମାଧ୍ୟମ ଅନୁଯାୟୀ ଦୁଇ ଦେଶର ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି । ତେଣୁ, ଏହି ପର୍ଯ୍ୟାୟ କାଳରେ ସେ ସମ୍ପର୍କିତ କାର୍ଯ୍ୟକଳାପ ବିଷୟରେ କୌଣସି କାଳ୍ପନିକ ଏବଂ ଅବାସ୍ତବ…