Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଲ୍ ଦେଇ ନପରିବାରୁ‌ ହସ୍ପିଟାଲ ବେଡ୍‌ରେ ବୃଦ୍ଧଙ୍କୁ ବାନ୍ଧି ଦେଲେ

ଭୋପାଲ: ହସ୍ପିଟାଲ ବେଡ୍‌ରେ ବନ୍ଧା ହୋଇଛନ୍ତି ବୃଦ୍ଧ । ବିଲ ଦେଇନପାରିବାରୁ ତାଙ୍କୁ ମିଳିଛି ଏପରି ଦଣ୍ଡ । ହସ୍ପିଟାଲ ଖଟରେ ତାଙ୍କୁ ବାନ୍ଧି ଦେଇଛନ୍ତି ସ୍ୱାସ୍ଥକର୍ମୀ । ମଧ୍ୟପ୍ରଦେଶର ଏକ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଅମାନବିକତାର ଦୃଶ୍ୟ । ଏହି ପୁରା ଘଟଣାର ଏକ ଫଟୋ ସମ୍ନାକୁ…

ଆଇଜି ପିନ୍ଧିନଥିଲେ ମାସ୍କ, କଟିଲା ଚାଲାଣ

କାନପୁର: ଦେଶରେ ହୁ ହୁ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାରମ୍ବାର ଅପିଲ କରାଯାଉଛି । ଏପରିକି ସର୍ବସାଧାରଣ ସ୍ଥାନରେ ମାସ୍କ ନପିନ୍ଧିଲେ ଜରିମାନା ଆଦୟ କରାଯିବା ନେଇ କଡା ନିୟମ ମଧ୍ୟ ରହିଛି । ତେବେ ଏହି ନିୟମକୁ ଖୋଦ୍ ଭାଙ୍ଗିଛନ୍ତି ଜଣେ…

ଆଉ ୪ ଆତଙ୍କବାଦୀ ସଫା, ଭୟରେ ସ୍ଥାନ ବଦଳାଇବା ପାଇଁ ଯୋଜନା କରୁଛନ୍ତି

କାଶ୍ମୀର: ଦକ୍ଷିଣ କାଶ୍ମୀରର ଶୋପିୟାଁ ଅଂଚଳରେ ରବିବାର ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ମୃତୁୃ୍ୟବରଣ କରିଛନ୍ତି । ଏବେ ମଧ୍ୟ ସେଠାରେ ଗୁଳିଚାଳନା ଜାରି ରହିଛି । ଆତଙ୍କବାଦୀ ଲୁଚିଥିବା ଖବର ପାଇବା ପରେ ସୁରକ୍ଷାକର୍ମୀ ଉକ୍ତ ଅଂଚଳକୁ ଘେରାଉ କରିଥିଲେ । ଆତଙ୍କବାଦୀମାନେ…

ମରି ଯାଉଛି ମାନବିକତା: ବାଘୁଣୀକୁ ପିଟିପିଟି ହତ୍ୟା କଲେ ଗ୍ରାମବାସୀ

ପିଲିବିଟ୍: ଧୀରେଧିରେ ମରିଯାଉଛି ମାନବିକତା । କିଛିଦିନ ତଳେ ଏକ ଗର୍ଭଣି ହାତୀକୁ ଖାଦ୍ୟରେ ବିସ୍ଫୋଟକ ଦେଇ ହତ୍ୟା କରାଯାଇଥିବା ବେଳେ ଏବେ ସମ୍ନାକୁ ଆସିଛି ଆଉ ଏକ ହୃଦୟ ବିଦାରକ ଘଟଣା। ଗୋଟିଏ ବାଘୁଣୀକୁ କିଛି ଲୋକ ପିଟି ପିଟି ମାରିଦେଇଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରର ଭାଇରଲ ହେଉଛି।…

ସ୍ପେନକୁ ପଛରେ ପକାଇ କରୋନା ପ୍ରଭାବିତ ୫ମ ଦେଶ ହେଲା ଭାରତ

ନୂଆଦିଲ୍ଲୀ: କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସ୍ପେନକୁ ପଛରେ ପକାଇ ୫ମ କରୋନା ପ୍ରଭାବିତ ଦେଶ ହୋଇଛି ଭାରତ । ଜନ୍ ହପକିନ୍ସ ରିପୋର୍ଟ ଅନୁଯାୟୀ ଗତ ଶନିବାର ଦିନ ଭାରତ ଇଟାଲିକୁ ଟପିଯାଇ ବିଶ୍ୱରେ କରୋନା ପ୍ରଭାବିତ ୬ଷ୍ଠ ଦେଶ ଭାବେ ପରିଗଣିତ ହୋଇଥିଲା ।…

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିଚାଳନା: ପ୍ରାଣ ହରାଇଲେ ଜଣେ ସ୍ଥାନୀୟ ବାସିନ୍ଦା

ଶ୍ରୀନଗର: ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ବୋମାଇ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଜଣେ ସାଧାରଣ ନାଗରିକ । ମୃତକ ଜଣକ ଇଶଫାକ ଅହମ୍ମଦ ନାଜର ବୋଲି ପୋଲିସ ସୂଚନା ଦେଇଛି। ନାଜର ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ଏହାପରେ ତାଙ୍କୁ ନିକଟସ୍ଥ…

ଥମୁନି କରୋନା: ଗୋଟିଏ ଦିନରେ ଭାରତରେ ୨୮୭ ମୃତ, ୯୯୭୧ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ଦିନ ୨,୪୬,୬୨୮ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧,୨୦,୪୦୬ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୬୯୨୯…

ଅଶୁଭ ୨୦୨୦: କରୋନା, ପଙ୍ଗପାଳ ଆଉ ଏବେ ରକ୍ତମୁଖା ପୋକ !

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନାର ଆତଙ୍କ । ଏସୀୟ ଦେଶରେ ପଙ୍ଗପାଳର ରୁଢାତ୍ମ୍ୟ, ପୁଣି ଏବେ ଋଷରେ ଦେଖା ଦେଇଛି ରକ୍ତ ମୁଖା ପୋକ। ସାଧାରଣ ମନେ ହେଉଥିବା ଏକ ଭୂତାଣୁ କରୋନା ସମ୍ପୂର୍ଣ୍ଣ ବିଶ୍ୱକୁ ନାକରେ ପାଣି ପେଇ ଦେଲାଣି । ଏହାପାଇଁ ଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ ଆଣ୍ଠୁ ଭାଙ୍ଗି…

ଆଗାମୀ ୨ ମାସ ମଧ୍ୟରେ ଆସିବ କରୋନା ପ୍ରତିଷେଧକ ବଟିକା: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ ହୋଇ ଚାଲିଛି କରୋନା । ଏହାର ପ୍ରତିଷେଧକ କେବେ ଆସିବ ସେନେଇ ଚିନ୍ତାରେ ବିଶ୍ୱବାସୀ । ତେବେ ତୁହାକୁ ତୁହା ନକରାତ୍ମକ ଖବର ମଧ୍ୟରେ ଆସିଛି ଏକ ଖୁସି ଖବର । ଆଗାମୀ ୨ ରୁ ୩ ମାସ ମଧ୍ୟରେ କରୋନାର ପ୍ରତିଷେଧକ ବଟିକା ଆସିପାରେ। ଏନେଇ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍…

ବାଘ ମୃତ୍ୟୁ ସମ୍ବାଦ ଉପରେ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ଗଣମାଧ୍ୟମରେ ପ୍ରକାଶିତ ଖବର ଏକତରଫା ଓ ଭିତ୍ତିହୀନ

ନୂଆଦିଲ୍ଲୀ: ନିକଟରେ ଦେଶର କେତେକ ଗଣମାଧ୍ୟମରେ ବାଘ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶିତ ହେଉଛି । ଏହାର ତଥ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନୋଟିସରେ ଦର୍ଶାଯାଇଛି ଯେ, ଏଗୁଡିକ ଯେପରିଭାବେ ପ୍ରକାଶିତ ହୋଇଛି…