Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ମତଦାନ ଜାରି

ନୂଆଦିଲ୍ଲୀ: ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର କଡା ସୁରକ୍ଷା ବଳୟ ମଧ୍ୟରେ ମତଦାନ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ୧୯୯ ଆସନ ପାଇଁ ମତଦାନ ଆରମ୍ଭ ହୋଇଥିବାବେଳେ ତେଲେଙ୍ଗାନାର ୧୧୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ…

ଡିସେମ୍ବର ୭ରୁ ଏୟାର ଏସିଆର ଭୁବନେଶ୍ୱର-ବ୍ୟାଙ୍କକ୍ ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକକୁ ଡିସେମ୍ବର ୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ‘ଏୟାର ଏସିଆ’ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହି ସେବା ସପ୍ତାହକୁ ୩ଦିନ ଉପଲବ୍ଧ ହେଉଥିବାବେଳେ ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ସେବା ଟିକେଟ୍ ମୂଲ୍ୟ ୨ହଜାର ୯୯୯ ଟଙ୍କାରେ ଆରମ୍ଭ…

ଭାଇରାଲ୍ ହେଉଛି ‘ଓଡିଶା ହକି ବିଶ୍ୱକପ’ ଅଫିସିଆଲ ଗୀତ ‘ଜୟ ହିନ୍ଦ ଇଣ୍ଡିଆ’…

ମୁମ୍ବାଇ : ‘ଓଡିଶା ପୁରୁଷ ହକି ବିଶ୍ୱକପ-୨୦୧୮’ ର ଅଫିସିଆଲ ଭିଡ଼ିଓ ‘ଜୟ ହିନ୍ଦ ଇଣ୍ଡିଆ’ ସଙ୍ଗୀତ କିମ୍ବଦନ୍ତୀ ଏ ଆର ରେହମାନ ଓ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏବଂ ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ ଆର୍ ଭିନୀଲ କ୍ରିଷ୍ଣାଙ୍କ ଉପସ୍ଥିତିରେ ମୁମ୍ବାଇରେ ମୁକ୍ତିଲାଭ କରିଛି…

ଭାରତର ଦାଗୀ ନେତା ତାଲିକା: ୨ୟ ସ୍ଥାନରେ ଓଡ଼ିଶା !

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଏକ ତଥ୍ୟ ଅନୁଯାୟୀ ଭାରତର ଦାଗୀ ନେତା ତାଲିକାରେ ଓଡ଼ିଶା ରାଜ୍ୟ ୨ୟ ସ୍ଥାନ ଦଖଲ କରିଛି । ନିକଟରେ ସୁପ୍ରିମକୋର୍ଟରେ ଦାଗୀ ନେତାଙ୍କ ସମ୍ପର୍କୀତ ଏକ ମାମଲାରେ ଆମିକସ୍ କ୍ୟୁରୀ ବିଜୟ ହଂସାରିଆ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି । ଏହି ତଥ୍ୟ…

ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩ % ଆସନ ସଂରକ୍ଷଣ ଲାଗି ବିଲ୍ ପାସ୍ ହେଉ: ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ସଂସଦ ତଥା ରାଜ୍ୟ ବିଧାନସଭାମାନଙ୍କରେ ମହିଳା ମାନଙ୍କ ଲାଗି ଏକ ତୃତୀୟାଂଶ ଆସନ ସଂରକ୍ଷଣ ରଖିବା ନେଇ ବିଲ୍ ପାସ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ତାଙ୍କ ପତ୍ରରେ…

ମଧ୍ୟାହ୍ନ ଭୋଜନ ଗାଇଡ଼ଲାଇନ ଉଲ୍ଲଂଘନ: ଓଡ଼ିଶା ସମେତ ୫ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଜୋରିମାନା

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଗାଇଡ଼ଲାଇନ ଉଲ୍ଲଂଘନ କରିଥିବା ନେଇ ଯେଉଁ ୬ଟି ରାଜ୍ୟକୁ ଜୋରିମାନା ଦେବାକୁ ପଡ଼ିବ ସେଥିମଧ୍ୟରେ ଓଡ଼ିଶାର ନାମ ଅନ୍ତଭୃକ୍ତ ରହିଛି । ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ଜମ୍ମୁ ଓ କାଶ୍ମୀର ରାଜ୍ୟ ଉପରେ…

ଡିସେମ୍ବର ୭ରୁ ଭୁବନେଶ୍ୱର-ରାଞ୍ଚି ସିଧାସଳଖ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର : ଭୁବନେଶ୍ୱରରୁ ରାଞ୍ଚି କୁ ଡିସେମ୍ବର ୭ତାରିଖରୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏକ ଟ୍ୱିଟ ମାଧ୍ୟମରେ ଏୟାର ଲାଇନ୍ କର୍ତ୍ତୃପକ୍ଷ କହିଛନ୍ତି, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା…

ମିଥ୍ୟା ଖବର ଓ ଗୁଜବ ବିରୋଧରେ ହ୍ୱାଟ୍ସଆପ୍ କରିବ କ୍ୟାମ୍ପେନ୍

ନୂଆଦିଲ୍ଲୀ : ଦେଶର ସର୍ବବୃହତ ମେସେଜିଂ ପ୍ଲାର୍ଟଫର୍ମ ହ୍ୱାଟ୍ସଆପ୍ ଫେକ୍ ନ୍ୟୁଜ ବା ମିଛ ଖବର ସମ୍ପର୍କରେ ଖୁବ୍ ଶୀଘ୍ର ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହାର ମୂଳ ଉଦ୍ଦେଶ୍ୟ ଗୁଜବ ଓ ମିଛ ଖବର ପ୍ରସାରିତ ହେବାରୁ ଅଟକାଇବା । ମିଥ୍ୟା କଥା ପ୍ରଚାର ହେବା ଫଳରେ…

ବୀରତ୍ୱର ପ୍ରତୀକ ସ୍ୱରୂପ ଆଜି ପାଳିତ ହେଉଛିି ‘ନୌସେନା ଦିବସ’

ଭୁବନେଶ୍ୱର : ଆଜି ନୌସେନା ଦିବସ । ୧୯୭୧ ମସିହା ଡିସେମ୍ବର ୪ ତାରିଖ ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’ ପାଳନ କରାଯାଉଅଛିି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ…

ପୋଲାଭରମ ପ୍ରସଙ୍ଗ: କାର୍ଯ୍ୟ ବନ୍ଦ ଲାଗି ଓଡ଼ିଶାର ରହିତାଦେଶ ଆବେଦନ ସୁପ୍ରିକୋର୍ଟରେ ଖାରଜ

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶା ସରକାରଙ୍କୁ ସୋମବାର ଦିନ ଶକ୍ତ ଧକ୍କା ଲାଗିଛି । ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ପ୍ରକଳ୍ପ ସ୍ଥାନରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ନେଇ ଓଡ଼ିଶା ସରକାରଙ୍କ ରହିତାଦେଶ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏକ ୩ ଜଣିଆ…