Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’

ଭୁବନେଶ୍ୱର : ଆଜି ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ । ଡିସେମ୍ବର ୩ ତାରିଖ ଆଜିର ଦିନରେ ବିଶ୍ୱବ୍ୟାପୀ ଉତ୍ସାହ ଓ ଉଦ୍ଦୀପନାର ସହ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ପାଳନ କରାଯାଉଛି । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ…

ଆଜି ବିଶ୍ୱ ଏଡସ୍ ଦିବସ, ସଚେତନତା ହିଁ ଏକମାତ୍ର ଉପାୟ

ଭୁବନେଶ୍ୱର : ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ‘ବିଶ୍ୱ ଏଡସ୍ ଦିବସ’ ଭାବେ ପାଳନ କରାଯାଉଅଛି ।କେବଳ ସଚେତନତା ହିଁ ଏଡସ୍ କବଳରୁ ବର୍ତ୍ତିବାର ଏକ ମାତ୍ର ଉପାୟ ବୋଲି ବିଶେଷଜ୍ଞଙ୍କ ମତ । ୧୯୮୮ ମସିହା ଡିସେମ୍ବର ୧ ତାରିଖରୁ ‘ବିଶ୍ୱ ଏଡସ୍ ଦିବସ’…

ପିଏସଏଲଭି-ସି୪୩ର ସଫଳ ଉତକ୍ଷେପଣ, କରିବ ପୃଥିବୀ ଅଧ୍ୟୟନ

ଶ୍ରୀହରିକୋଟା : ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଜି ଆଉ ଏକ ସଫଳତା ମିଳିଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ସକାଳ ୯ଟା ୫୮ ମିନିଟ ସମୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍(ପିଏସଏଲଭି) ସି-୪୩ ମହାକାଶ…

ଜମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଅବନ୍ତୀପୁରା ଅଞ୍ଚଳରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଅବନ୍ତୀପୁରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି…

ହକି ମହାକୁମ୍ଭ: ନବୀନଙ୍କୁ ଭୁରିଭୁରି ପ୍ରଶଂସା କଲେ ଶାହରୁଖ୍ ଓ ମାଧୁରୀ

ଭୁବନେଶ୍ୱର : ଓଡିଶା ହକି ବିଶ୍ୱକପ୍-୨୦୧୮ର ଉଦଘାଟନୀ ମହାମହୋତ୍ସବର ସଫଳତା ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ଅଜସ୍ର ପ୍ରଶଂସା କରିଛନ୍ତି । ଭୁବନେଶ୍ୱ ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟାରେ ହକି ବିଶ୍ୱକପ୍ ଉଦଘାଟିତ…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବଡଗାମ୍ ଜିଲ୍ଲାରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହେବା ସହ ଘଟଣାରେ ୩ଜଣ ଯବାନ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ବଡଗାମ୍ ଜିଲ୍ଲାରେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର…

ଜାମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ, ଯବାନ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାମ୍ ଜିଲ୍ଲାର ରେଦୱାନି ଅଞ୍ଚଳରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ କୁଲଗାମ୍ ଜିଲ୍ଲାର ରେଦୱାନି…

ଛତିଶଗଡ: ଏନକାଉଣ୍ଟରରେ ୮ ମାଓବାଦୀ ନିହତ, ୨ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଅନ୍ତର୍ଗତ ସୁକମା ଜିଲ୍ଲା କିସ୍ତରାମ ନିକଟସ୍ଥ ଏକ ଜଙ୍ଗଲରେ ସୁରକ୍ଷକର୍ମୀ ଓ ମାଓବାଦୀଙ୍କ ଗୁଳି ବିନିମୟରେ ୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ସୁକମା ଆରକ୍ଷୀ ଅଧିକ୍ଷକ ଅଭିଷେକ…

ହକି ବିଶ୍ୱକପ ଖେଳସୂଚୀ

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ ୨୭ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଉଦଘାଟିତ ହେଉଛି ହକି ମହାକୁମ୍ଭ ‘ଓଡ଼ିଶା ବିଶ୍ୱକପ ହକି ୨୦୧୮’ । ଏହି ବିଶ୍ୱକପରେ ଆୟୋଜକ ଭାରତ ସମେତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଜର୍ମାନୀ, ସ୍ପେନ,…

ଦୀପା କର୍ମକାର ଜିତିଲେ ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ବ୍ରୋଞ୍ଜ୍ ମେଡ଼ାଲ

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାରର ଜର୍ମାନୀରେ ଚାଲିଥିବା ବିଶ୍ୱକପ ଆର୍ଟିଷ୍ଟିକ୍ ଭୋଲ୍ଟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଲିମ୍ପିକ୍ସରେ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିବା ଏହି ଭାରତୀୟ ଜିମ୍ନାଷ୍ଟିକ୍ସ ସେନସେସନ୍ ଦୀପା ଆଜି ୧୪.୩୧୬…