Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇତିହାସ ରଚିଲେ ମେରୀ କମ୍ : ୬ଷ୍ଠ ଥର ଲାଗି ହେଲେ ବିଶ୍ୱ ବିଜୟିନୀ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ବକ୍ସିଂ ପଦକ ବିଜେତା ତଥା ଭାରତୀୟ ମହିଳା ବକ୍ସିଂ ଆଇକନ୍ ମେରୀ କମ୍ ଏଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ମେରୀ କମ୍ ୬ଷ୍ଠଥର ଲାଗି ଏହି ଆଖ୍ୟା ଅର୍ଜନ କରି ଏକ ବିରଳ…

ଜାମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାର କପ୍ରାନ୍ ବତଗୁନ୍ଦ୍ ଅଞ୍ଚଳରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୬ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ସୋପିଆନ୍ ଜିଲ୍ଲାର କପ୍ରାନ୍ ବତଗୁନ୍ଦ୍ ଅଞ୍ଚଳରେ ଲୁଚି ରହିଥିବା ନେଇ…

ଜାମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୬ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜଭେରା ସେକିପୋରା ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୬ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁଯାୟୀ କିଛି ଆତଙ୍କବାଦୀ ଅନନ୍ତନାଗ ଜିଲ୍ଲାର ବିଜଭେରା ସେକିପୋରା ଅଞ୍ଚଳରେ ଲୁଚି ରହିଥିବା…

# ମି ଠୁ: ଅଭିନେତା ଆଲୋକନାଥଙ୍କ ନାମରେ ଦାୟର ହେଲା ଦୁଷ୍କର୍ମ ମାମଲା

ମୁମ୍ବାଇ : ‘ମି ଠୁ’ ଜାଲରେ ଫସିଥିବା ଫିଲ୍ମ ଅଭିନେତା ତଥା ଲେଖକ ଆଲୋକ ନାଥଙ୍କ ନାମରେ ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇ ପୋଲିସ ବୁଧବାର ଦିନ ଏକ ଏତଲା ଦାୟର କରିଛି । ବରିଷ୍ଠ ପୋଲିସ ଅଧିକାରୀ ମନୋଜ ଶର୍ମାଙ୍କ କହିବାନୁଯାୟୀ ଓସିବାରା ପୋଲିସ ଲେଖିକା ବିନତା ନନ୍ଦାଙ୍କ ଅଭିଯୋଗକୁ ଆଧାର କରି…

କେଜ୍ରିୱାଲଙ୍କୁ ଆକ୍ରମଣ, ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିଲେ ଦୁବୃର୍ତ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିିୱାଲଙ୍କ ଉପରେ ମଙ୍ଗଳବାର କେହି ଦୁବୃର୍ତ୍ତ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ କରିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ସଚିବାଳୟରେ ଆଜି ଅପରାହ୍ନରେ ଜଣେ ଯୁବକ ତାଙ୍କ ଆଖିଲେ…

ଆଗାମୀ ୨୦୧୯ ନିର୍ବାଚନ ଲଢିବି ନାହିଁ: ସୁଷମା ସ୍ୱରାଜ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ୨୦୧୯ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ବିଜେପିର ଏହି ବରିଷ୍ଠ ନେତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇନ୍ଦୋର ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ମିଳିଥିବା ସୂଚନା…

ଛତିଶଗଡ ବିଧାନସଭା ନିର୍ବାଚନ: ୨ୟ ପର୍ଯ୍ୟାୟ ଭୋଟିଂ ଜାରି

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟରେ ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଉଭିଏମରେ ହେଭିୱେଟ ନେତାଙ୍କର ଭାଗ୍ୟ ପରୀକ୍ଷା…

ଶ୍ରୀନଗର: ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆଁ ଜିଲ୍ଲାର ନଡିଗାମରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୪ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ଘଟଣାରେ ଜଣେ ଯବାନ ସହିଦ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ । ସୂଚନା ଅନୁଯାୟୀ…

ସାବରିମାଲା ମନ୍ଦିର ପ୍ରସଙ୍ଗ: ଦର୍ଶନ ପାଇଁ ନାରୀ ନେତ୍ରୀଙ୍କୁ ମିଳିଲା ଅନୁମତି

ଥିରୁବନନ୍ତପୁରମ୍: କେରଳର ପ୍ରସିଦ୍ଧ ଭଗବାନ ଅୟପ୍ପାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶକୁ ନେଇ ଶନିବାର ଦିନ ହିନ୍ଦୁ ଐକ୍ୟ ବେଦିର ନେତ୍ରୀ କେ ପି ଶଶିକଳାଙ୍କୁ ଗିରଫ କରାଯାଇଥିବାବେଳେ ଆଜି ତାଙ୍କୁ ପାମ୍ବା ବେସ୍ କ୍ୟାମ୍ପକୁ ଯିବା ଲାଗି ଅନୁମତି ମିଳିଛି। “ଏକ ଲିଖିତ ପ୍ରତିଶୁତି ଦେବା…

ବୀର କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଦେହାନ୍ତ, ଯାହାଙ୍କୁ ନେଇ ନିର୍ମିତ ହୋଇଥିଲା ‘ବର୍ଡର’

ନୁଆଦିଲ୍ଲୀ : ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ମହାନାୟକ ତଥା ‘ବର୍ଡର୍’ ଫିଲ୍ମରେ ସନ୍ନି ଦେଓଲ ଯେଉଁ ଭୂମିକାରେ ନଜର ଆସିଥିଲେ, ସେହି ମେଜର୍ କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଶନିବାର ଦିନ ୭୭ ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ୧୯୭୧…