Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବରିମାଲା ବିବାଦ ପ୍ରସଙ୍ଗ: ଖୋଲିଲା ମନ୍ଦିର, ବଢିଲା ଉତ୍ତେଜନା

କେରଳ : ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଏହି ମନ୍ଦିର ଖୋଲିବାର ଦିନକପରେ ଉତ୍ତେଜନା ବଢୁଥିବା ବେଳେ ସାବରିମାଲା କର୍ମ ସମିତି ପକ୍ଷରୁ ଆଜି କେରଳରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁ ଏକ୍ୟା…

ତାଣ୍ଡବ ରଚିଲା ‘ଗାଜା’, ମୃତକଙ୍କ ପରିବାରକୁ ପଲାନୀସ୍ୱାମୀଙ୍କ ସହାୟତା ରାଶି ଘୋଷଣା

ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗାଜା’ ତାମିଲନାଡୁରେ ତାଣ୍ଡବ ରଚିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ନାଗପାଟିନମ୍ରେ ସ୍ଥଳ ଭାଗ ଛୁଇଁଥିଲା । ଏଥିସହିତ ତାମିଲନାଡ଼ୁ, ପୁଡୁଚେରୀ ଏବଂ ନାଗପାଟିନମ୍ର ଭେଡାରନୟମ୍…

ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ‘ଟ୍ରେନ-୧୮’

ଭୁବନେଶ୍ୱର : ଦେଶରେ ବୁଲେଟ୍ ଟ୍ରେନ ଆସିବା ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ଆସିଯାଇଛି ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ଟ୍ରେନ । ଭାରତର ଏହି ପ୍ରଥମ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ଟ୍ରେନଟି ଗୁରୁବାର ଦିନ ଦିଲ୍ଲୀର ସଫଦରଜଂଗ ରେଲୱେ ଷ୍ଟେସନରେ…

#‘ମି ଠୁ’ଜାଲରେ ଛନ୍ଦି ହେଲା ଆକାଶବାଣୀ, କେନ୍ଦ୍ର ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମାନେକା ଗାନ୍ଧୀ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ‘ମି ଠୁ’ ଜାଲରେ ବହୁ ନେତା, ଅଭିନେତା, ଏପରିକି ଖେଳ ଜଗତ ଛନ୍ଦି ହୋଇପଡିଥିବାବେଳେ ଏବେ ଏଥିରେ ସାମିଲ ହୋଇଛି ‘ଅଲ ଇଣ୍ଡିଆ ରେଡିଓ’(ଆକାଶବାଣୀ)ର ନାମ । ଗତ କିଛି ଦିନ ହେବ ଅଲ ଇଣ୍ଡିଆ ରେଡିଓରେ ଯୌନ ଶୋଷଣର ଅନେକ ମାମଲା ସାମ୍ନାକୁ ଆସିବା ପରେ ଏନେଇ…

ମାଡି ଆସୁଛି ବାତ୍ୟା ‘ଗାଜା’, ସନ୍ଧ୍ୟା ସୁଦ୍ଧା ଛୁଇଁବ ସ୍ଥଳ ଭାଗ

ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇଠାରୁ ୩୨୦ କିଲୋମିଟର ଦୂରରେ ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ‘ଗାଜା’ ଗୁରୁବାର…

ହାତୀ ମୃତ୍ୟୁ ପ୍ରସଙ୍ଗ: ଘଟଣାରେ ନିଜେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ମାନେକାଙ୍କ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ କ୍ରମାଗତ ଭାବେ ହାତୀମୃତ୍ୟୁ ଜନିତ ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ଜଣାଶୁଣା ପଶୁ-ଅଧିକାର କର୍ମୀ ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏହି ଘଟଣା ପ୍ରତି ସ୍ୱତନ୍ତ୍ରଭାବେ ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।…

‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ‘ଜିଏସଏଲଭି ଏମକେ lll ଡି-୨’ ଉପଗ୍ରହର ସଫଳ ଉତକ୍ଷେପଣ ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । https://twitter.com/narendramodi/status/1062684582212816897 ଏହି ଅବସରରେ ଏକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ…

ଛତିଶଗଡ: ମାଓବାଦୀଙ୍କ ବିସ୍ଫୋରଣରେ ୬ ଆହତ

ରାୟପୁର: ଛତିଶଗଡ଼ ଜିଲ୍ଲାର ବିଜାପୁରରେ ମାଓବାଦୀମାନେ ଆଇଇଡି ବିସ୍ପୋରଣ କରିଛନ୍ତି। ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ପୁଣିଥରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି । ନକ୍ସଲ ପ୍ରଭାବିତ ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ…

ପ୍ରେମ-ପ୍ରଣୟ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ରଣବୀର-ଦୀପିକା…

ମୁମ୍ବାଇ: ବଲିଉଡ଼ରେ ବିବାହ ଲାଗି ୨୦୧୮ ମସିହା ବେଶ୍ ସଫଳତମ ବର୍ଷ ଭାବେ ସାବ୍ୟସ୍ତ ହୋଇଛି । ଡ଼ିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବଲିଉଡ଼ ବିୟୁଟି ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର । ସେହିପରି ବଲିଉଡ଼ର ମୋଷ୍ଟ ସେନସେସନ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଏବଂ ହ୍ୟାଣ୍ଡସମ୍ କ୍ରିକେଟର୍ ବିରାଟ…

ଛତିଶଗଡ ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ୧ମ ପର୍ଯ୍ୟାୟ ମତଦାନ, ମାଓପ୍ରବଣ ଦାନ୍ତେୱାଡାରେ ବିସ୍ଫୋରଣ

ନୂଆଦିଲ୍ଲୀ : ଛତିଶଗଡ଼ରେ ବିଧାନସଭା ଆସନ ପାଇଁ ଆଜି ପ୍ରଥମ ପର‌୍ୟ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ନକ୍ସଲ ପ୍ରଭାବିତ ୧୮ଟି ଆସନ ରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ଦନ୍ତେୱାଡାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି…