Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାୟବରେଲୀରେ ଟ୍ରେନ ଲାଇନଚ୍ୟୁତ ହୋଇ ୭ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାୟବରେଲିରେ ‘ନିୟୁ ଫରକ୍କା ଏକ୍ସପ୍ରେସ’ର ୬ଟି ବଗି ଲାଇନଚ୍ୟୁତ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ହରଚାନ୍ଦପୁର ରେଳବାଇ ଷ୍ଟେସନ ଠାରୁ ପ୍ରାୟ ୫୦ମି. ଦୂରରେ କୌଣସି କାରଣବଶତଃ ଏହି ଟ୍ରେନର ଇଞ୍ଜିନ ସମେତ ୫ଟି ବଗି ଲାଇନଚ୍ୟୁତ ହୋଇପଡିବାରୁ…

ଭିଲାଇ ଷ୍ଟିଲପ୍ଲାଣ୍ଟରେ ଗ୍ୟାସ ପାଇପଲାଇନ ବିସ୍ଫୋରଣ ଘଟି ୯ ମୃତ

ରାୟପୁର : ଛତିଶଗଡର ଦୁର୍ଗାପୁରରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ ଭିଲାଇ ଷ୍ଟିଲ ପ୍ଲାଣ୍ଟର ଗ୍ୟାସ ପାଇପ ଲାଇନରେ ଘଟିଥିବା ଏହି ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ କୋକ ଓଭନ ସେକ୍ସନ ନିକଟରେ ଏହି…

ରାଜସ୍ଥାନରେ ବ୍ୟାପୁଛି ‘ଜିକା ଭାଇରସ’, ବିହାର ଓ ଦିଲ୍ଲୀରେ ଆଲର୍ଟ ଜାରି

ଜୟପୁର : ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ର ସଂକ୍ରମଣ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ରାଜସ୍ଥାନର ଜୟପୁରରେ ‘ଜିକା ଭାଇରସ’ରେ ପାଖାପାଖି ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହା ଧିରେଧିରେ ମାରାତ୍ମକ ରୂପ ଧାରଣ କରୁଛି । ଅନ୍ୟପକ୍ଷରେ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା…

ଓଡ଼ିଆ ଝିଅ ଲାବଣ୍ୟା ଦାସ ମାଲେସିଆରେ ଜିତିଲେ ‘ମିସ୍ ୟୁନିଭର୍ସ ଟିନ୍ ଟୁରିଜିମ ଆମ୍ବାସଡ଼ର ୨୦୧୮’ ଟାଇଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ଡ଼ିଏଭି ସ୍କୁଲରେ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରୀ ଲାବଣ୍ୟା ଦାସ ମାଲେସିଆରେ ଅନୁଷ୍ଠିତ ହୋଇଥିବା ‘ମିସ୍ ଟୁରିଜିମ ଆମ୍ବାସଡ଼ର ୟୁନିଭର୍ସ ଟିନ୍ ୨୦୧୮’ ଟାଇଟଲ୍ ଜିତି ସମଗ୍ର ଓଡ଼ିଶା ତଥା ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏହା ଓଡ଼ିଶା ଲାଗି…

ଦେଶବ୍ୟାପୀ ପୋଲିଂ ଷ୍ଟେସନ ପାଇଁ ଇଭିଏମ୍ ଓ ଭିଭିପାଟ୍ ପ୍ରସ୍ତୁତି କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଯେପରି ଦେଶବ୍ୟାପୀ ସମସ୍ତ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଇଭିଏମ୍ ଏବଂ ଭିଭିପାଟ୍ ଠିକ୍ ସମୟରେ ପହଂଚି ପାରିବ ସେ ଦିଗରେ ଭାରତର ନିର୍ବାଚନ କମିଶନ ଉଦ୍ୟମ ଜାରି ରଖିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦.୬ ପୋଲିଂ ଷ୍ଟେସନରେ ଆବଶ୍ୟକତା…

୧୦ ତାରିଖରେ ରାଫେଲ ଡ଼ିଲ୍ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ କ୍ରୟକୁ ନେଇ ବୁଝାମଣା ସମ୍ପର୍କିତ ନୂତନ ଆବେଦନ ଉପରେ ଆସନ୍ତା ୧୦ ତାରିଖରେ ଶୁଣାଣି କରିବା ନେଇ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ରାଫେଲ ବିମାନ କ୍ରୟକୁ ନେଇ ରାଜନୈତିକ ଝଡ ଲାଗିରହିଥିବାରୁ ଏନେଇ ସୁପ୍ରିମକୋର୍ଟର ବରିଷ୍ଠ…

ଆଜି ‘ଭାରତୀୟ ବାୟୁସେନା’ର ୮୬ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ୮୬ତମ ପ୍ରତିଷ୍ଠା ଦିବସ ଆଜିର ଅକ୍ଟୋବର ୮ ତାରିଖରେ ପାଳିତ ହେଉଛି । ଏହି ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନ ମାନେ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର…

ଓଡ଼ିଶା ଉପକୂଳରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ତଥା ଆଣବିକ କ୍ଷମତା ସମ୍ପନ୍ନ ପୃଥ୍ୱୀ-୨ କ୍ଷେପଣାସ୍ତ୍ର ଓଡ଼ିଶା ଉପକୂଳ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର ୩ ନଂ ଲଞ୍ଚପ୍ୟାଡ଼ରୁ ସଫଳ ଉତକ୍ଷେପଣ ହୋଇଛି । ୩୫୦ କିମି ଦୂରତାକୁ ଭେଦ କରିପାରୁଥିବା ଏହି ଆଣବିକ କ୍ଷମତା ସମ୍ପନ୍ନ…

ଇଣ୍ଡୋନେସିଆ: ସୁନାମୀ ଓ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୧୫୭୧କୁ ବୃଦ୍ଧି

ଇଣ୍ଡୋନେସିଆ : ଇଣ୍ଡୋନେସିଆର ସୁଲାୱାସି ଦୀପରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଳୟଙ୍କାରୀ ସୁନାମୀ ଯୋଗୁଁ ଏଯାବତ୍ ମୃତ୍ୟୁସଂଖ୍ୟା ୧୫୭୧ରେ ପହଞ୍ଚିଥିବା ନେଇ ସୁତ୍ରରୁ ପ୍ରକାଶ । ଏହି ବିପର୍ଯ୍ୟୟରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ବିପର୍ଯ୍ୟୟରେ ପ୍ରପୀଡିତ ଲୋକମାନଙ୍କୁ ଖୋଜା…

ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରେ ଶୁକ୍ରବାର ସକାଳେ ବାୟୁ ସେନାର ଏକ ମାଇକ୍ରୋଲାଇଟ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନଜରକୁ ଆସିଛି । ସୂଚନା ଅନୁଯାୟୀ ବାୟୁ ସେନାର ଏହି ବିମାନଟି ଗାଜିଆବାଦର ହିଣ୍ଡନରୁ ଉଡାଣ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଉଡାଣର କିଛି ସମୟ ପରେ ବାଗପତ ଠାରେ…