Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏସୀୟ କ୍ରୀଡ଼ା: ମହିଳା ହକି ସ୍ୱର୍ଣ୍ଣ ଲାଗି ଆଜି ଭାରତ-ଜାପାନ ଟକ୍କର, ଲଢିବେ ୪ ଓଡ଼ିଆ ଝିଅ

ଜାକର୍ତ୍ତା: ଓଡ଼ିଆ ଝିଅମାନେ ଆଜି ପ୍ରାଣପଣେ ଲଢିବେ ହକି ମୈଦାନରେ । ଭାରତକୁ ହକିରେ ସ୍ୱର୍ଣ୍ଣ ପଦକ ଜିତାଇବା ପାଇଁ ଆଜି ଭାରତୀୟ ଦଳରେ ଥିବା ୪ଜଣ ମହିଳା ଓଡ଼ିଆ ଖେଳାଳି ଦମଦାର ଲଢିବେ । ଭାରତ ଆଜି ମହିଳା ହକି ଫାଇନାଲରେ ଜାପାନ ସହିତ ଖେଳିବାକୁ ଯାଉଛି । ଭାରତୀୟ ମହିଳା ହକି ଦଳ ଏସୀୟ…

ଏସୀୟ କ୍ରୀଡ଼ା: ମହିଳା ରିଲେ ଦଳକୁ ସ୍ୱର୍ଣ୍ଣ, ପୁରୁଷ ଦଳକୁ ରୌପ୍ୟ ପଦକ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ଦୂତି ଚାନ୍ଦ ଓ ଜିନସନ ଜନସନଙ୍କ ସମସ୍ତ ପ୍ରାୟ ସମସ୍ତ ଆଥଲେଟ୍ ଭାରତ ଲାଗି ଏକାଧିକ ପଦକ ଆଣିଦେଇଛନ୍ତି । ତେବେ ୪ ଗୁଣା ୪୦୦ ମିଟର ମହିଳା ରିଲେ ଦଳ ଭାରତକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି । ଭାରତୀୟ ମହିଳା ଦଳ ୩:୨:୭୨ ସେକେଣ୍ଡ ସମୟ ନେଇ ଦୌଡ଼ ଶେଷ କରି ପ୍ରଥମ…

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଚଳାଚଳ ସେପ୍ଟେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସିର ଖବର । ଭୁବନେଶ୍ୱରରୁ ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଛି । ଏହି ବିମାନ ଚଳାଚଳ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ବିମାନର ଉଡ଼ାଣ ସମ୍ପର୍କରେ ସମୟ ନିର୍ଘଣ୍ଟ ସୂଚୀ ବିଜୁ ପଟ୍ଟନାୟକ…

ଜାତୀୟସ୍ତର ଏସସି-ଏସଟି ରାଜ୍ୟ ସମ୍ମିଳନୀ ଓ ଏନଏସଆଇସି ର ଧର୍ମପଦ ଭବନ ଉଦଘାଟନ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଏସସି/ଏସଟି କନକ୍ଲେଭ ତଥା ପ୍ରଦର୍ଶନୀର ଆୟୋଜନ ହୋଇଯାଇଛି । ଏହି ସମ୍ମିଳନୀରେ ବିଭିନ୍ନ ବ୍ୟାଙ୍କ, ସିପିଏସଇ, ଉଦ୍ୟୋଗୀ ସଂଘ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସିର ଭାଗିଦାରୀ ଦେଖିବାକୁ…

ଦୂତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଦୂତିଙ୍କ ସଫଳତାରେ ସାରା ଭାରତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି…

ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୫ବର୍ଷ ଲାଗିବ: ଏମସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଏମସ୍ରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପାଖାପାଖି ୫ବର୍ଷ ସମୟ ଲାଗିବା ନେଇ ଏମସ୍ କର୍ତ୍ତୃପକ୍ଷ ଜାତୀୟ ଅନୁସୂଚିତ ଜନଜାତି କମିଶନ (ଏନସିଏସଟି) ଙ୍କୁ କହିଛନ୍ତି । ସୂଚନା ଅନୁଯାୟୀ କମିଶନ ଏମସ୍ କତ୍ତୃପକ୍ଷଙ୍କୁ ଏକ…

୨ଟି ରୌପ୍ୟ ପାଇ ଇତିହାସ ରଚିଲେ ଦୂତି ଚାନ୍ଦ, ୨୦୦ ମିଟରରେ ଜିତିଲେ ରୌପ୍ୟ ପଦକ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ପୁଣି ଇତିହାସ ରଚିଛନ୍ତି । ମହିଳା ୨୦୦ ମିଟର ଦୌଡ଼ରେ ଦୂତିଙ୍କୁ ମିଳିଲା ରୌପ୍ୟ ପଦକ । ସୁନ୍ଦର ଦୌଡ଼ ପ୍ରଦର୍ଶନ କରି ଦୂତି ଏସୀଆନ ଗେମ୍ସରେ ଆଜି ଭାରତ ଲାଗି ୨ୟ ରୌପ୍ୟ ପଦକ ହାସଲ କରିପାରିଛନ୍ତି । ଦୂତି ଚାନ୍ଦ ଏହି ୨୦୧୮ ମସିହା ଏସୀୟ କ୍ରୀଡ଼ା…

୨% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ବଢିଲା ମହଙ୍ଗା ଭତ୍ତା । ଏହି ସୁବିଧା କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପାଇପାରିବେ । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଜି ସରକାର ୨% ମହଙ୍ଗା ଭତ୍ତ ବୃଦ୍ଧି କରିଛନ୍ତି । ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଥିବାବେଳେ…

ଏସୀୟ କ୍ରୀଡ଼ା: ଜାଭେଲିନ୍ ଥ୍ରୋ’ରେ ନୀରଜ ଜିତିଲେ ସ୍ୱର୍ଣ୍ଣପଦକ

ଜାକର୍ତ୍ତା: ଏସିଆନ ଗେମ୍ସର ଆଜି ୯ମ ଦିବସରେ ଭାରତକୁ ବେଶ୍ ସଫଳତା ମିଳିପାରିଛି । ଜାଭେଲିନ ଥ୍ରୋ’ରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ଭାରତ ଲାଗି ୮ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନୀରଜ ୮୮.୦୮ ମିଟର ଜାଭେଲିନ ପକାଇ ଜାତୀୟ ରେକର୍ଡ଼ ଭଙ୍ଗ କରିବା ସହିତ ପ୍ରଥମ ଭାରତୀୟ ଖେଳାଳି…

ଦୂତି ଚାନ୍ଦଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଆ ଲଳନା ଦୂତି ଚାନ୍ଦ ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଚାଲିଥିବା ୧୮ ତମ ଏସୀୟ କ୍ରୀଡାରେ ୧୦୦ମି.ଦୌଡରେ ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ଦୂତୀଙ୍କ ଏହି ସଫଳତା ପାଇଁ ତାଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିସହିତ…