Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧କୋଟି ଲେଖାଏଁ ୪କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୪ ଓଡ଼ିଆ ଝିଅ ଜିତିଲେ ହକି ରୌପ୍ୟ

ଭୁବନେଶ୍ୱର: ସାରା ଭାରତରେ ଓଡ଼ିଶା ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ ନେବାକୁ ଯାଉଛି । ଆଗକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ହକି ମହାକୁମ୍ଭ ବିଶ୍ୱକପ ହକି ଆୟୋଜନ କରୁଥିବା ବେଳେ ଏସୀୟ କ୍ରୀଡ଼ାରେ ଏକାଧିକ ଓଡ଼ିଆ ଭାରତ ତଥା ଓଡ଼ିଶାକୁ ପଦକ ଜିତାଇ…

ଉଦଯାପନ ହେଲା ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଆଇସିଏସ୍ଆଇ (ଇନ୍ଷ୍ଟିଚୁ୍୍ୟଟ୍ ଅଫ କମ୍ପାନୀ ସେକ୍ରେଟେରିଜ୍ ଅଫ ଇଣ୍ଡିଆ)ର ସୁବର୍ଣ୍ଣଜୟନ୍ତୀ (୪୬ତମ ସଂସ୍କରଣ) ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ (୬ଷ୍ଠ ବାର୍ଷିକୀ) ସମାରୋହର ଅନ୍ତିମ ତଥା ଉଦଯାପନୀ ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

ପ୍ରବଳ ବର୍ଷାରେ ବେହାଲ ହେଲା ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ : ଆଜି ସକାଳୁ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳ ରାସ୍ତାରେ ପାଣି ଭର୍ତ୍ତି ହୋଇ ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇ ଟ୍ରାଫିକ ଜାମ ପରିସ୍ଥିତି ଦେଖାଦେଇଛି । ସୂଚନା ଅନୁଯାୟୀ ମାତ୍ର ଅଳ୍ପ ସମୟର ବର୍ଷାରେ ଦିଲ୍ଲୀର…

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ମୃତ ଓ ୩୦ ଆହତ

ତାମିଲନାଡୁ : ତାମିଲନାଡୁ ଅନ୍ତର୍ଗତ ସାଲେମ ଠାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଏକ ମିନି ଭ୍ୟାନକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ସୂଚନା ଅନୁଯାୟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ…

ଫେରିଲେ ଦୂତି ଚାନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ପୁରସ୍କାର ଦେଲେ

ଭୁବନେଶ୍ୱର : ଓଡ଼ିଶା ଫେରିଛନ୍ତି ଦୂତି ଚାନ୍ଦ । ଓଡ଼ିଆ ଝିଅ ଦୂତି ଚାନ୍ଦ ଓଡ଼ିଶାର ଚାନ୍ଦ ହୋଇ ସବୁ ଓଡ଼ିଆଙ୍କ ପାଇଁ ସ୍ମରଣୀୟ ହୋଇ ରହିବେ । ଶ୍ରୀଜଗନ୍ନାଥଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଭାରତ ଲାଗି ଦୁଇ ଦୁଇଟି ରୌପ୍ୟ ପଦକ ଜିତିବା ପରେ ଆଜି ଓଡ଼ିଶା ଫେରିଛନ୍ତି । ଓଡ଼ିଶାକୁ ଫେରିବା ପରେ ଦୂତି…

ଏସୀୟ କ୍ରୀଡ଼ା: ମହିଳା ହକି ଦଳକୁ ମିଳିଲା ରୌପ୍ୟ ପଦକ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଛି । ଫାଇନାଲରେ ଜାପାନ ଭାରତକୁ ୨-୧ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ପାରିଛି । ଆଜିର ଏହି ମ୍ୟାଚଟିକୁ କୋଟି କୋଟି ଭାରତୀୟ ହକିପ୍ରେମୀ…

ରେଲୱେ ୱାର୍କସପ୍ ଓ ପ୍ରଡକ୍ସନ ୟୁନିଟରେ ବ୍ୟବହାର ହେବ ପ୍ରାକୃତିକ ଗ୍ୟାସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ରେଲ ଭବନରେ ଆଜି ଭାରତୀୟ ରେଳବାଇ ଓ ଗେଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଚୁକ୍ତିନାମାକୁ ଭାରତୀୟ ରେଳବାଇ ପକ୍ଷରୁ ଇଣ୍ଡିଆନ ରେଲୱେ ଅର୍ଗାନାଇଜେସନ ଫର ଅଲଟରନେଟ ଫୁଏଲ୍ସର ଶ୍ରୀ ଚେତରାମ ଏବଂ ଗେଲ୍ ଇଣ୍ଡିଆ ପକ୍ଷରୁ…

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧୀ: ଡ଼ିଜିସିଏ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୌଭାଗ୍ୟକ୍ରମେ ଅଳ୍ପକେ ଏକ ନିଶ୍ଚିତ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଡ଼ାଇରେକ୍ଟୋରେଟ୍ ଜେନେରାଲ୍ ଅଫ ସିଭିଲ୍ ଆଭିଏସନ (ଡ଼ିଜିସିଏ) ଏକ ଯାଞ୍ଚ ରିପୋର୍ଟରେ ଏହା କହିଛନ୍ତି । ସୂଚନାଯୋଗ୍ୟ, ଦେଢମାସ ପୂର୍ବରୁ କର୍ଣ୍ଣାଟକରେ…

ଆଇଆରସିଟିସି ଟେଣ୍ଡର ସ୍କାମ: ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମିଳିଳା ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜି ଆଇଆରସିଟିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଜାମିନ ପ୍ରଦାନ କରିଛି । ଏଥିସହିତ ସେମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ଜମାନତ…

ମୋଦି ଓଡ଼ିଶା ଆସୁଛନ୍ତି, ୨୨ରେ ଉଦଘାଟନ କରିବେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଝାରସଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବେ । ମୋଦିଙ୍କ ଏହି ଓଡ଼ିଶା ଗସ୍ତର ନିଶ୍ଚିତତା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,…