Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଟଳ ବିହାରୀ ବାଜପେୟୀ ଏମ୍ସରେ ଭର୍ତ୍ତି : ଏବେ ସ୍ୱାସ୍ଥ୍ୟବସ୍ଥା ସ୍ଥିର

ନୂଆଦିଲ୍ଲୀ : ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ଏମ୍ସରେ ଚିକିତ୍ସିତ ହେଉଥିଲେ । ଡ଼ାକ୍ତରଙ୍କ ପରାମର୍ଶ ପରେ ତାଙ୍କୁ ଏମ୍ସରେ ରଖି ଚିକିତ୍ସା କରାଯାଉଛି । ତେବେ ନୂଆଦିଲ୍ଲୀସ୍ଥିତ ଏମ୍ସରୁ ସୂଚନା ମିଳିଛି ଯେ, ବାଜପେୟୀଙ୍କ…

ବାଂଲାଦେଶ ଜିତିଲା ମହିଳା ଏସିଆ କପ ଟି-୨୦

କ୍ୱାଲାଲାଲୁମ୍ପୁର: ଶେଷ ବଲରେ ଆବଶ୍ୟକୀୟ ୨ ରନ କରି ବାଂଲାଦେଶ ପ୍ରଥମଥର ଲାଗି ମହିଳା ଏସିଆ କପ ଟି-୨୦ ଟାଇଟଲ ହାସଲ କରିଛି । ସମଗ୍ର ଟୁର୍ଣ୍ଣାମେଣ୍ଟ ଆକର୍ଷଣୀୟ ଖେଳି ଏବଂ ଫାଇନାଲରେ ଭାରତକୁ ୩ ୱିକେଟରେ ପରାସ୍ତ କରି ବାଂଲାଦେଶ ମହିଳା ଦଳ ଏସିଆ କପ ହାସଲ କରିପାରିଛି । ଟସ ଜିତି ଫିଲ୍ଡିଂ…

ଜେଇଇ ଆଡ଼ଭାନ୍ସଡ ୨୦୧୮ ଫଳାଫଳ ପ୍ରକାଶ ପାଇଲା

ଭୁବନେଶ୍ୱର : ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ ୨୦୧୮ (ଜେଇଇ) ଫଳାଫଳ ଘୋଷିତ ହୋଇଛି । ରୁରକି ଜୋନର ପ୍ରଣବ ଗୋୟଲ ସମଗ୍ର ଦେଶରେ ୧ମ ସ୍ଥାନ ହାସଲ କରିଥିବା ବେଳେ ଝିଅମାନଙ୍କ ମଧ୍ୟରେ ଦିଲ୍ଲୀ ଜୋନର ମିନାଲ ପାରେଖ ୬ଷ୍ଠ ସ୍ଥାନରେ ରହି ଆଗରେ ରହିଛନ୍ତି । ଓଡ଼ିଶାର ସାର୍ଥକ ବେହେରା ୮୨ତମ…

ନିଜ ପସନ୍ଦ ଅନୁଯାୟୀ ଅର୍ଜୁନ ଖେଳୁ: ସଚିନ ତେନ୍ଦୁଲକର

ମୁମ୍ବାଇ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଭାରତୀୟ ଯୁବ ୧୯ରୁ କମ୍ ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ବିରୁଦ୍ଧରେ ଭାରତୀୟ ୧୯ ବର୍ଷରୁ କମ କ୍ରିକେଟ ଦଳ ୨ଟି ଚାରିଦିନିଆ ମ୍ୟାଚ୍ ଖେଳିବ । ଏହି ୨ଟି ମ୍ୟାଚ୍ ଲାଗି ଏକ…

ଘୋଷିତ ହେଲା କଂଗ୍ରେସ ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ତାଲିକା

ନୂଆଦିଲ୍ଲୀ / ଭୁବନେଶ୍ୱର : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶାରେ ସଂଗଠନକୁ ତୃଣମୂଳସ୍ତରରେ ମଜବୁତ କରିବାକୁ ପଦକ୍ଷେପ ନେଇଛନ୍ତି । ଏଆଇସିସି ପକ୍ଷରୁ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଘୋଷିତ ହୋଇଛି ଓଡ଼ିଶାର ୩୩ଟି…

ଚୀନ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ନରେନ୍ଦ୍ର ମୋଦି

ବେଜିଂ : ଏବେ ଚୀନ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନର କିଙ୍ଗଦାଓ ସହରରେ ୮ଟି ରାଷ୍ଟ୍ରକୁ ନେଇ ଅନୁଷ୍ଠିତ ହେଉଥିବା ସାଂଘାଇ କୋଅପରେସନ ସମିଟ୍ (ଏସସିଓ) ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନରେ ପହଞ୍ଚିବା ପରେ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ…

ପ୍ରଥମଥର ଲାଗି ଫେଞ୍ଚ ଓପନ ଜିତିଲେ ନଂ ୧ ଖେଳାଳି ସିମୋନା ହାଲେପ

ପ୍ୟାରିସ / ନୂଆଦିଲ୍ଲୀ : ବିଶ୍ୱର ନଂ ୧ ଟେନିସ ଖେଳାଳି ତଥା ରୋମାନିଆ ଟେନିସ ସେନସେସନ୍ ସିମୋନା ହାଲେପ ଫ୍ରେଞ୍ଚ ଓପନ ଟେନିସ ଟୁର୍ଣ୍ଣାମେଣ୍ଟହାସଲ କରିଛନ୍ତି । ଫାଇନାଲରେ ସେ ସ୍ଲୋଆନି ଷ୍ଟିଫେନ୍ସଙ୍କୁ ୩-୬, ୬-୪, ୬-୧ ଗେମରେ ପରାସ୍ତ କରି ତାଙ୍କର ପ୍ରଥମ ଗ୍ରାଣ୍ଟସ୍ଲାମ ଟାଇଟଲ ହାସଲ…

ଲଗାତର ୧୧ଦିନ ଧରି ପେଟ୍ରୋଲ ଓ ଡ଼ିଜେଲ ଦର ହ୍ରାସ: ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା କମ୍

ନୂଆଦିଲ୍ଲୀ : ଲଗାତର ୧୧ ଦିନ ପାଇଁ ସମଗ୍ର ଭାରତରେ ତୈଳଦର ହ୍ରାସ ପାଇଛି । ଭାରତର ବଡ଼ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ (ଆଇଓସିଏଲ) ପକ୍ଷରୁ ପେଟ୍ରୋଲ ୪୦ ପଇସା ଓ ଡ଼ିଜେଲ ୩୦ ପଇସା ହ୍ରାସ ଘଟିଛି । ଗତ ମେ ୩୦ ତାରିଖରେ ପ୍ରଥମଥର ପାଇଁ ତୈଳଦର ଦେଶରେ ହ୍ରାସ ଘଟି କ୍ରମାଗତ ଆଜି ୧୧…

ଓଡ଼ିଶା ଆସିବେ ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ : ରାଜ୍ୟରେ ଥିବା କଂଗ୍ରେସ କର୍ମୀ ତଥା ନେତାମାନଙ୍କର ମନୋବଳ ବୃଦ୍ଧି କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଓଡ଼ିଶାକୁ ଆସିବେ । ଆଜି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆଦିଲ୍ଲୀସ୍ଥ ରାହୁଳଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିବା ପରେ ରାହୁଳଙ୍କ ଓଡ଼ିଶା…

ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡ଼ିଶାରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ(ସିଜିଡ଼ି) ଲାଗି ଆନୁମାନିକ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଭୁବନେଶ୍ୱରରେ ସିଟି ଗ୍ୟାସ ଡ଼ିଷ୍ଟ୍ରିବ୍ୟୁସନ ନିଲାମ…