Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁନ ୧୮ ବଦଳରେ ଜୁନ ୨୧ରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର: ସାରା ରାଜ୍ୟ ଏବେ ପଚଣ୍ଡ ରୌଦ୍ରତାପରେ ଅସ୍ତବ୍ୟସ୍ତ । ମୌସୁମୀ ଜଳବାୟୁ ରାଜ୍ୟରେ ପ୍ରବାହିତ ହେଉଥିଲେ ମଧ୍ୟ ଅସହ୍ୟ ଗ୍ରୀଷ୍ମପ୍ରବାହ ହ୍ରାସ ପାଉନାହିଁ । ପ୍ରବଳ ଖରା ଓ ଗୁଳଗୁଳିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗ୍ରୀଷ୍ମାବକାଶକୁ ବୃଦ୍ଧି କରିଛନ୍ତି । ତେଣୁ…

AIIMS ଓ NEST ଏଣ୍ଟ୍ରାନ୍ସ ଫଳାଫଳ ଜୁନ ୧୮ରେ ପ୍ରକାଶ ପାଇବ

ଭୁବନେଶ୍ୱର : AIIMS (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ) ଏବଂ NEST (ନ୍ୟାସନାଲ ଏଣ୍ଟ୍ରାନ୍ସ ସ୍କ୍ରିନିଂ ଟେଷ୍ଟ) ଏଣ୍ଟ୍ରାନ୍ସ ଫଳାଫଳ ଜୁନ ୧୮ ତାରିଖରେ ପ୍ରକାଶିତ ହେବାକୁ ସ୍ଥିର ହୋଇଛି । ଏମ୍ସ ଏମବିବିଏସ ଏଣ୍ଟ୍ରାନ୍ସ ରେଜଲ୍ଟ ଜୁନ ୧୮ ୬ଟାରେ ପ୍ରକାଶିତ ହେବ । ଏହାର…

ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ !

କେନ୍ଦ୍ରାପଡ଼ା : ଦୁବାଇରେ କାର୍ଯ୍ୟରତ ଜଣେ ଓଡ଼ିଆ ଶ୍ରମିକଙ୍କ କାର୍ଯ୍ୟସ୍ଥଳରେ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ମୃତ ଓଡ଼ିଆ ଶ୍ରମିକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ଭୁ ଥାନା ଅନ୍ତର୍ଗତ ଭଟେନି ଗାଁ’ର ଶ୍ରୀବିନ୍ଦୁ ମାଇତି ବୋଲି ଜଣା ପଡ଼ିଛି । ପୋଲିସ ସୂତ୍ରରୁ…

ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଦେଲେ ଚିଠି: ଝାରସୁଗୁଡ଼ା ଏୟାରପୋର୍ଟକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ…

ଭୁବନେଶ୍ୱର : ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ…

ବିଶ୍ୱକପ ଫୁଟବଲ: ଗିମିନେଜଙ୍କ ଶକ୍ତିଶାଳୀ ହେଡ୍ ରେ ଉରୁଗୁଏ ଜିତିଲା ମ୍ୟାଚ୍

ମସ୍କୋ : ଆଜି ଫିଫା ବିଶ୍ୱକପରେ ଦୁଇଟି ଶକ୍ତିଶାଳୀ ଦଳ ଚମ୍ପିଆନ ଉରୁଗୁଏ ଏବଂ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ଲଢେଇରେ ଜିତିଲା ଉରୁଗୁଏ । ଖେଳ ଶେଷ ହେବାର ଏକ ମିନିଟ ପୂର୍ବରୁ ଉରୁଗୁଏର ଷ୍ଟାର୍ ଷ୍ଟ୍ରାଇକର୍ ଜୋସ୍ ଗିମିନେଜ ଏକ ସୁନ୍ଦର ହେଡ଼ର୍ ଜରିଆରେ ଦଳକୁ ବିଜୟୀ କରାଇଥିଲେ । ଏହି ମ୍ୟାଚରେ…

ବେଦାନ୍ତର ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଦ୍ୱାରା କୃତୀ ମ୍ୟାଟ୍ରିକ ପରିକ୍ଷାର୍ଥୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଝାରସୁଗୁଡ଼ା ସ୍ଥିତ ପ୍ରାକୃତିକ ଉତ୍ସ କମ୍ପାନୀ ବେଦାନ୍ତ ଲିମିଟେଡ଼ ମ୍ୟାଟ୍ରିିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ କମ୍ପାନୀର ସିଏସଆର୍ ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଅନୁଯାୟୀ ସମ୍ବର୍ଦ୍ଧିତ କରିଛି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା…

ଭାରତ-ଆଫଗାନିସ୍ତାନ ଐତିହାସିକ ଟେଷ୍ଟ: ଦ୍ରୁତ ଶତକ କରି ରେକର୍ଡ଼ କଲେ ଶିଖର ଧାୱନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଟେଷ୍ଟମ୍ୟାଚରେ ଦ୍ରୁତ ଶତକ କରି ଭାରତୀୟ ଓପନର୍ ଶିଖର ଧାୱନ୍ ରେକର୍ଡ଼ କରିଛନ୍ତି । ଶିଖର ଧୁଆଁଧାର ବ୍ୟାଟିଂ କରି ଟେଷ୍ଟମ୍ୟାଚରେ ମାତ୍ର ୯୧ଟି ବଲ୍ ରୁ ୧୯ଟି ଚୌକା ଏବଂ ୩ଟି ବିଶାଳ ଛକା ସହାୟତାରେ ମଧ୍ୟାହ୍ନ ଭୋଜନ…

ଫିଫା ବିଶ୍ୱକପ ଫୁଟବଲ: ୫ଟି ଗୋଲ୍ ଦେଇ ଋଷିଆ ସାଉଦି ଆରବକୁ ପରାସ୍ତ କଲା

ମସ୍କୋ : ଋଷିଆର ମସ୍କୋରେ ଆରମ୍ଭ ହୋଇଥିବା ଫିଫା ବିଶ୍ୱକପ ଫୁଟବଲ ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ଋଷିଆ ଚମକ୍ରାର ଖେଳ ପ୍ରଦର୍ଶନ କରି ସାଉଦି ଆରବକୁ ୫-୦ ଗୋଲରେ ପରାସ୍ତ କରିଛି । ତେବେ ଖେଳ ଆରମ୍ଭ ହେବାର ମାତ୍ର ୧୨ ମିନିଟରେ ହିଁ ଆୟୋଜକ ଋଷିଆ ପକ୍ଷରୁ ଫରୱାର୍ଡ ଖେଳାଳି ୟୁରୀ ଗାଜିସ୍କି…

ଆରମ୍ଭ ହେଲା ଫିଫା ବିଶ୍ୱକପ ଫୁଟବଲ: ବାଣ, ଆଲୋକ ଓ ଆତସବାଜୀରେ କମ୍ପିଲା ଷ୍ଟାଡ଼ିୟମ୍

ମସ୍କୋ : ଋଷିଆସ୍ଥିତ ମସ୍କୋର ଏକ ଷ୍ଟାଡ଼ିୟମରେ ବାଣ ଓ ଆତସବାଜୀର ରଙ୍ଗୀନ ଆଲୋକରେ ଆଜି ଆରମ୍ଭ ହେଲା ‘ଫିଫା ବିଶ୍ୱକପ ଫୁଟବଲ୍ - ୨୦୧୮’ । ବିଶ୍ୱର ବଛାବଛା ୩୨ ଟି ଦେଶକୁ ନେଇ ଋଷିଆର ୧୧ଟି ସହରରେ ଏବଂ ୧୨ଟି ଫୁଟବଲ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଏହି ଫୁଟବଲ୍ ମହାକୁମ୍ଭ । ମସ୍କୋର ଲୁସନିକ…

ରିଲିଜ୍ ହେଲା ଜାହ୍ନବୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଧଡ଼କ୍’ର ଟ୍ରେଲର୍ । ଏହି ଫିଲ୍ମରେ ଅଭିନୟ କରି ଦିବଂଗତା ଅଭିନେତ୍ରୀ ଶ୍ରୀଦେବୀଙ୍କ ସୁନ୍ଦରୀ ଲଳନା ଜାହ୍ମବୀ ବଲିଉଡ଼ରେ ପାଦ ଥାପିଛନ୍ତି । ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲାଜକୁଳୀ ନାୟିକା ଜାହ୍ନବୀଙ୍କ ବିପକ୍ଷରେ…