Latest Odisha News

BREAKING NEWS

Browsing Category

ରାଜସ୍ଥାନ

Rajasthan

ଛାତ୍ରୀଙ୍କୁ ସ୍କୁଲ ପ୍ରିନ୍ସିପାଲ ଓ ୯ ଶିକ୍ଷକ କରିଥିଲେ ଗଣଦୁଷ୍କର୍ମ, ଭିଡିଓ କରୁଥିଲେ ଶିକ୍ଷୟିତ୍ରୀ

ଅଲଓ୍ୱାର(ରାଜସ୍ଥାନ): ଗୁରୁ ଶିଷ୍ୟର ସମ୍ପର୍କରେ କଳଙ୍କର ଛିଟା । ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରୁଥିଲେ ସ୍କୁଲ ପ୍ରିନ୍ସିପାଲ ଓ ୯ ଜଣ ଶିକ୍ଷକ । ବର୍ଷେ ଧରି ଏମିତି ନରକୀୟ କାଣ୍ଡ କରୁଥିଲେ । ସେତିକିରେ ସରି ନଥିଲା ଛାତ୍ରୀଙ୍କ ପ୍ରତି ନିର୍ୟାତନାର…

[ଭିଡିଓ] ଜେସିବି ଚଢାଇ ମହିଳାଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯେଉଁଥିରେ ଜେସିବି ଚାଳକ ଜଣେ ମହିଳାଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ସୌଭାଗ୍ୟବଶତଃ ମହିଳା ଜଣକ ବର୍ତ୍ତିଯାଇଥିଲେ । ତେବେ ପରେ ସେ ପ୍ରତି ଆକ୍ରମଣ କରିବାକୁ ପଛାଇନଥିଲେ । ରାଜସ୍ଥାନ ବର୍ମେରରୁ…

ଯୋଧପୁରରେ ବସରେ ଲାଗିଲା ନିଆଁ ,୧୨ ଯାତ୍ରୀ ଜୀବନ୍ତଦଗ୍ଧ

ରାଜସ୍ଥାନ : ରାଜସ୍ଥାନ ଯୋଧପୁର ହାଇୱେରେ ବସରେ ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ୧୨ ଜଣ ଯାତ୍ରୀ । ରାଜସ୍ଥାନ ଯୋଧପୁର ହାଇୱେ ବାଡମେର ଠାରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗିଯିବା ଫଳରେ ୧୨…

[ଭିଡ଼ିଓ] ମନ୍ଦିରକୁ ପୁରୁଷ ମନା .. .

ଓଡ଼ିଶା ସମ୍ବାଦ ବ୍ୟୁରୋ : ବିଭିନ୍ନ ଧର୍ମ ଆଉ ବିଶ୍ୱାସ ଭିତରେ ରହିଛେ ଆମେ । ଆମ ଚାରିପଟେ ବିଭିନ୍ନ ମଠ ମନ୍ଦିର ମାନ ରହିଛି । ଆଉ ସବୁ ମଠ ମନ୍ଦିର ଗୁଡିକରେ କିଛି ଜଣା ଅଜଣା ଆଉ ରହସ୍ୟମୟ କଥା ରହିଛି ।   କିଛି କଥା ବିଶ୍ୱାସ ନହେଲେ ବି ସତ । ଯେମିତିକି ଆମେ ସବୁ ପ୍ରତିଦିନ ମନ୍ଦିର…

ରାଜସ୍ଥାନ ରେଷ୍ଟୁରାଣ୍ଟରେ କାହିଁକି ଏପରି ଅଜବ ନିୟମ ?

ଓଡିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନ ରାଜ୍ୟର ଏକ ରେଷ୍ଟୁରାଣ୍ଟ ଖୁବ ଚର୍ଚ୍ଚା ସାଉଣ୍ଟିଛି । ତେବେ ଖାଦ୍ୟକୁ ନେଇ ନୁହେଁ ବରଂ ରେଷ୍ଟୁରାଣ୍ଟର ଏକ ଅଜବ ନିୟମ ସମସ୍ତଙ୍କୁ ତାଜୁବ କରିଛି । ସୋସିଆଲ ମିଡିଆରେ ଏହି ଫଟୋରେ ଲେଖା ହୋଇଥିବା ନିୟମକୁ ନେଇ ବିଭିନ୍ନ ଲୋକେ ଭିନ୍ନଭିନ୍ନ ମତପୋଷଣ କରିଛନ୍ତି…

ଜାଣନ୍ତୁ, ଭାରତର କେଉଁ ମନ୍ଦିରରେ ହୁଏ ଡଲାର୍‌, ଟଙ୍କା ଓ ସୁନା ବିସ୍କୁଟର ବର୍ଷା

ଭୁବନେଶ୍ୱର: କରୋନା ମହାମାରୀ ପରେ ଭାରତରେ ଅର୍ଥନୈତିକ ସଙ୍କଟ ଦେଖାଦେଇଛି । ତେବେ ଭାରତର ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଡଲାର, ଟଙ୍କା, ସୁନାରୂପା ଗହଣା ଓ ସୁନାର ବିସ୍କୁଟର ସତେ ଯେପରି ବର୍ଷା ହେଉଛି । ରାଜସ୍ଥାନ ଜୟପୁରର ଚିତ୍ତୋରଗଡ ଜିଲ୍ଲାରେ ରହିଛି ସାଁୱଲିଆ ସେଠ୍ ମନ୍ଦିର ।…

ହାଇଓ୍ୱେରେ ଅବତରଣ କଲା ସୁଖୋଇ, ଜାଗୁଆର୍ ଲଢୁଆ ଯୁଦ୍ଧ ବିମାନ

ରାଜସ୍ଥାନ: ଜାତୀୟ ରାଜପଥରେ ଯୁଦ୍ଧ ବିମାନର ଅବତରଣ । ସୁଖୋଇ ଓ ଜାଗୁଆର ଭଳି ଯୁଦ୍ଧ ବିମାନ ହାଇଓ୍ୱେରେ ଓହ୍ଲାଇଛି । ରାଜସ୍ଥାନ ଜାଲୋର ହାଇୱେରେ ପରୀକ୍ଷାମୂଳକ ଭାବେ ଆଜି ଏହାର ଡେମୋ ପ୍ରଦର୍ଶନ କରାଯାଇଛି । ପ୍ରଥମ C-130J ସୁପର ହର୍କୁଲେସର ଅବତରଣ କରିଥିଲା । ପରେ ଲଢୁଆ ଯୁଦ୍ଧ ବିମାନ…

ରାଜସ୍ଥାନର ବିକାନେର୍‌ଠାରେ ୪.୮ ତୀବ୍ରତାର ଭୂକମ୍ପ

ଜୟପୁର: ରାଜସ୍ଥାନର ବିକାନେରରେ ଭୂମିକମ୍ପ । ଆଜି ସକାଳ ୭.୪୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ତୀବ୍ରତା ଥିଲା ୪.୮ । ଏନେଇ ନ୍ୟାସନାଲ୍ ସେଣ୍ଟର୍‌ ଫର୍‌ ସେସମୋଲୋଜି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବେକାନେରଠାରୁ ୪୧୩ କିଲୋମିଟର…

ପୁଣି ସୋନୁଙ୍କ ବଦାନ୍ୟତା

ଜାଲୋର: ପୁଣି ସୋନୁଙ୍କ ବଦାନ୍ୟତା । ଲକ୍ ଡାଉନ ସଟଡାଉନ୍ ସମୟରୁ ଲୋକଙ୍କୁ ସହଯୋଗ କରୁଥିବା ସୋନୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଜଣେ ଗରିବ ଦିନ ମଜୁରୀଆଙ୍କ ପିଲାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ସୋନୁ । ରାଜସ୍ଥାନ ଜାଲୋରର ଶିଶୁ ସମ୍ପର୍କରେ ସୋନୁ ସୁଦଙ୍କୁ ଟ୍ୱିଟ କରି…

ଡାକ୍ତର ଦମ୍ପତ୍ତିଙ୍କୁ ବିଚ୍ ରାସ୍ତାରେ ନିର୍ମମ ହତ୍ୟା, ଦେଖନ୍ତୁ ଭିଡ଼ିଓ

ରାଜସ୍ଥାନ: କରୋନା ମହାମାରୀ ସମୟରେ ଭରତପୁର ଜିଲ୍ଲାରେ ଡାକ୍ତର ଦମ୍ପତ୍ତିଙ୍କ ମୃତ୍ୟୁ । କରୋନା ସଂକ୍ରମଣ ନୁହେଁ ବରଂ ବିଚ୍ ରାସ୍ତାରେ ଦୁଇ ଅଜଣା ଆତତାୟୀ ସାଜିଥିଲେ ତାଙ୍କ ହତ୍ୟାକାରୀ । ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅନ୍ୟପଟେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାରେ…