Latest Odisha News

BREAKING NEWS

Browsing Category

ରାଜସ୍ଥାନ

Rajasthan

ବିନା ବିଜୁଳିର ଫ୍ରିଜ୍, ମାଟିରେ ତିଆରି ଫ୍ରିଜ୍ କରି ଚର୍ଚ୍ଚାରେ ମନସୁଖ, ଫ୍ୟାକ୍ଟ୍ରି ମାଧ୍ୟମରେ ଅନେକଙ୍କୁ ରୋଜଗାର 

ଗୁଜୁରାଟ: ଅନେକଙ୍କ ସଉକ ଅଧିକ ପଇସା ଖର୍ଚ୍ଚ କରି ବ୍ରାଣ୍ଡେଡ୍ ବ୍ରାଣ୍ଡେଡ୍ ଜିନିଷ କିଣିବା । ଆଉ କିଛି ଲୋକଙ୍କ ପସନ୍ଦ ଶସ୍ତା ସୁନ୍ଦର ମଜବୁତ ଜିନିଷ । ଏଭଳି କିଛି ଶସ୍ତା ସୁନ୍ଦର ମଜବୁତ ଜିନିଷ ତିଆରି କରି ଚର୍ଚ୍ଚାରେ ରହିଛନ୍ତି ଗୁଜୁରାଟ ରାଜକୋଟ ନିବାସୀ ମନସୁଖ ଭାଇ ପ୍ରଜାପତି । …

ଅଭ୍ୟାସ ବେଳେ ଫାଟିଲା ବନ୍ଧୁକର ବ୍ୟାରେଲ୍: ବିଏସଏଫ୍ ଯବାନ ସହିଦ

ଜୈସଲମେର: ପୋକରାନ ଫାଇରିଙ୍ଗ୍ ରେଞ୍ଜରେ ଅଭ୍ୟାସ ସମୟରେ ବନ୍ଧୁକର ବ୍ୟାରେଲ ଫାଟି ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଦୁଇ ଯବାନ ଗମ୍ଭୀର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଯୋଧପୁର ସ୍ଥାନାନ୍ତର କରାଯାଇଛି । ସହିଦ ଯବାନ ସତୀଶ କୁମାରଙ୍କ ଘର ଉତ୍ତରପ୍ରଦେଶରେ । ଆଉ ୨ ଯବାନ ଗୁରୁତର ଆହତ…

ଶତ୍ରୁ ସଂହାର କରିବ ହେଲିନା ମିସାଇଲ୍‌, ରାଜସ୍ଥାନରେ ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ହେଲିକପ୍ଟର୍‌ରୁ କ୍ଷେପଣ କରାଯାଉଥିବା ଅତ୍ୟାଧୁନିକ ଏଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍ ହେଲିନାକୁ ରାଜସ୍ଥାନରେ ସଫଳ ପରୀକ୍ଷଣ କରାଯାଇଛି । ପୋଖରାନ୍‌ରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, କାରକୁ ଧକ୍କା ଦେଲା ଟ୍ରକ, ଗୋଟିଏ ପରିବାରର ୮ ମୃତ

ଜୟପୁର : ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଜୟପୁର-କୋଟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।  ତୀବ୍ର ଗତିରେ ଆସୁଥିବା ଗୋଟିଏ ଟ୍ରକ ଆଗରେ ଯାଉଥିବା ଏକ କାରକୁ ଧକ୍କା ମାରିଥିଲା । ଯେଉଁଥିରେ କାରରେ ବସିଥିବା…

ତୈଳଦର ବୃଦ୍ଧିରେ ରେକର୍ଡ, ୧୦୦ ଟଙ୍କା ଡେଇଁଲା ପେଟ୍ରୋଲ୍

ଚଣ୍ଡିଗଡ଼: ତୈଳଦର ବୃଦ୍ଧିରେ ରେକର୍ଡ । ରାଜସ୍ଥାନରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ପାର୍ କରିଛି । ସୋମବାର ଶ୍ରୀଗଙ୍ଗାନଗରରେ ପ୍ରିମିୟମ୍ ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୫୪ ପଇସା ରହିଛି । ସାଧାରଣ ପେଟ୍ରୋଲ ଦର ୯୭ ଟଙ୍କା ୬୯ ପଇସା ରହିଛି । ଦେଶରେ ପେଟ୍ରୋଲ ଓ ଡିଜେଲ…

GST ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ : ୫ ଜଣ ଗିରଫ

ଜୟପୁର  : ରାଜସ୍ଥାନରେ ଏକ ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି । ଏଥିରେ ଅଭିଯୁକ୍ତ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କାର ଜାଲ୍ ବିଲ୍ କରି ୧୪୬ କୋଟି ଟଙ୍କା ବେଆଇନ୍ ଭାବେ ଜିଏସ୍‌ଟି ରିଫଣ୍ଡ ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଜୟପୁରର ବୈଶାଳୀ ନଗର ବାସିନ୍ଦା…

ଲଗାତାର ୩୧ ଥର କରୋନା ପଜିଟିଭ୍ ହେଲେଣି ଏହି ମହିଳା, ଡାକ୍ତର ବି ଆଶ୍ଚର୍ଯ୍ୟ

ଭରତପୁର : ରାଜସ୍ଥାନ ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ମହିଳା ଗତ ୫ ମାସ ହେଲା କରୋନା ସଂକ୍ରମଣରେ ପୀଡ଼ିତ ଅଛନ୍ତି । ୩୦ ବର୍ଷିୟ ସାରଦା ଦେବୀଙ୍କ କରୋନା ରିପୋର୍ଟ ୩୧ଥର ପଜିଟିଭ୍ ଆସିଲାଣି । ଏଥିରେ ୧୭ଟି RTPCR ଓ ୧୪ଟି ରାପିଡ ଆଣ୍ଟିଜେନ ଟେଷ୍ଟ ସାମିଲ ଅଛି ।…

ବିଦ୍ୟୁତ ତାର ଲାଗି ଜଳିଗଲା ବସ୍: ୬ ଯାତ୍ରୀ ଜୀବନ୍ତ ଦଗ୍ଧ, ୧୭ ଗୁରୁତର

ଜୟପୁର: ବସ ଯାତ୍ରାରୁ ଅନ୍ତମ ଯାତ୍ରା । ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ୬ ଯାତ୍ରୀ । ୧୭ ଜଣ ଗୁରୁତର ହୋଇଛନ୍ତି । ବିଦ୍ୟୁତ ତାର ସଂସ୍ପର୍ଶେ ବସ୍ ଆସିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ଏଭଳି ହୃଦୟ ବିଦାରକ ଓ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଜାଲୋର ଜିଲ୍ଲା ଅନ୍ତର୍ଗତ…

ସ୍ତ୍ରୀକୁ ହତ୍ୟାକରି ସ୍ୱାମୀ ଖେଳୁଥିଲା ଭିଡିଓ ଗେମ୍

ରାଜସ୍ଥାନ: ବିଶ୍ୱାସରେ ବିଷ ଦେଇଥିଲା ସ୍ୱାମୀ । ସାତଜନ୍ମ ପାଇଁ ସୁରକ୍ଷା ଦେବା ବଦଳରେ ଅତି ନିର୍ମମ ଭାବେ ସ୍ତ୍ରୀକୁ ହତ୍ୟା କରିଥିଲା । ହେଲେ ହତ୍ୟାକାଣ୍ଡ ପଛର କାରଣଠୁ ଅଧିକ ହତ୍ୟା ପରେ ସ୍ୱାମୀର ଆଚରଣ ପୋଲିସକୁ ତାଜୁବ କରିଥିଲା । କାହିଁକି ନା ସ୍ତ୍ରୀର ରକ୍ତ ଜୁଡୁବୁଡୁ ଶରୀର ନିକଟରେ…

[ଭିଡିଓ] କୋଭିଡ୍ ସେଣ୍ଟରରେ ପିପିଇ କିଟ୍ ପିନ୍ଧି ବିବାହ

ରାଜସ୍ଥାନ: ପିପିଇ କିଟ୍ ପିନ୍ଧି କୋଭିଡ୍ ସେଣ୍ଟରରେ ବିବାହ କଲେ ଦମ୍ପତ୍ତି । ରବିବାର ରାଜସ୍ଥାନର ବାରା ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବିବାହ ଦିନ କନ୍ୟାର କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ କିଛି ଏପରି ବ୍ୟବସ୍ଥା ସହ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମାରୋହଟି…