Latest Odisha News

BREAKING NEWS

Browsing Category

ତାମିଲନାଡୁ

Tamilnadu

ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ

ଚେନ୍ନାଇ: ବାଣ ଦୋକାନରେ ଲାଗିଲା ନିଆଁ । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ଶଙ୍କରପୁରମରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ବାଣ ହୋଲସେଲ୍ ଦୋକାନରେ ନିଆଁ ଲାଗିଯାଇଥିଲା । ମୃତକଙ୍କ ଭିତରେ ଅଛନ୍ତି ଦୋକାନ ମାଲିକ ଓ କର୍ମଚାରୀ ।…

[ଭିଡିଓ] ମାଆ ପୁଅର ଜୀବନ ବଂଚାଇଲେ ବନ ବିଭାଗ କର୍ମଚାରୀ

ଓଡିଶା ସମ୍ବାଦ ବ୍ୟୁରୋ: ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ୍ ହୁଏ, ଯାହା ଆପଣଙ୍କ ମନକୁ ଆନ୍ଦୋଳିତ କରିଥାଏ । ତେବେ ନିକଟରେ ତାମିଲନାଡୁର ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଯାହାକୁ ଦେଖବା ପରେ ଆପଣ ଚକିତ ହୋଇଯିବେ ନିଶ୍ଚୟ । ତାମିଲନାଡୁର ଅନାଇଭରୀ ଝରଣାର…

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର ରହିଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର। ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଏହି…

ବିମୁଦ୍ରୀକରଣ କ’ଣ ଜାଣିନଥିଲେ, ଏବେ ସଂଚିତ ପୁଂଜି ବଦଳ ପାଇଁ ଦୃଷ୍ଟିହୀନଙ୍କ ନିବେଦନ

ଓଡିଶା ସମ୍ବାଦ ବ୍ୟୁରୋ: ନୋଟବନ୍ଦୀ ଅବା ବିମୁଦ୍ରୀକରଣକୁ ନେଇ ଦିନେ ଭାରତରେ ହଟଚମଟ ସୃଷ୍ଟି ହୋଇଥିଲା । କୋଟିକୋଟି ଲୋକ ଧନ୍ଦି ହୋଇଥିଲାବେଳେ ଅନେକ ଲୋକ ଅଜାଣତରେ ହଟହଟା ହୋଇଥିଲେ । ହେଲେ ନିକଟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି କିଛି ଅଚଳ ନୋଟକୁ ବଦଳ କରିବାକୁ ନିବେଦନ ଘଟଣା ଏବେ ଖୁବ ଚର୍ଚ୍ଚା…

ଚିଡ଼ିଆଖାନରେ କରୋନା ନେଲା ସିଂହର ଜୀବନ ! କ୍ୱାରେଣ୍ଟାଇନରେ ଅନ୍ୟ ସିଂହ

ଚେନ୍ନାଇ: ମଣିଷ ପରେ ଏବେ ପ୍ରାଣୀଙ୍କୁ ବ୍ୟାପୁଛି କରୋନା ଭାଇରସ୍ । ଚେନ୍ନାଇରେ ଗୋଟିଏ ଚିଡ଼ିଆଖାନରେ କରୋନା ସଂକ୍ରମିତ ହୋଇ ଗୋଟିଏ ସିଂହ ମୃତ୍ୟୁବରଣ କରିଥିବା ଖବର ସାମନାକୁ ଆସିଛି । ଚେନ୍ନାଇ ସ୍ଥିତ ଭଣ୍ଡାଲୁରୁ ପ୍ରାଣୀ ଉଦ୍ୟାନର ଏହି ଘଟଣା । ଗତ ବୁଧବାର ଦିନ ଚିଡ଼ିଆଖାନର ଗୋଟିଏ…

ସମଦ୍ର କୂଳରୁ କଙ୍କାଳ ଉଦ୍ଧାର, ଗାଁରେ ଆତଙ୍କ

ତାମିଲନାଡ଼ୁ : ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ । କିଛି ଦିନ ତଳେ ସମଦ୍ର କୂଳରୁ କିଛି କଙ୍କାଳ ଉଦ୍ଧାର କରାଯାଇଥିଲା । ସମୁଦ୍ର ବାଲି ଭିତରୁ କଙ୍କାଳ ସବୁ ଉଦ୍ଧାର କରାଯାଇ ଫରେନସିକ୍ ବିଭାଗକୁ ଦିଆଯାଇଛି । ଏନେଇ ପୁଲିସର ଛାନବିନ୍ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଏହା ହତ୍ୟା ଘଟଣା କି ଆଉ…

କୋଏମ୍ବାଟୁରରେ କରୋନା ଦେବୀ ପୂଜା

କୋଏମ୍ବାଟୁର : କରୋନା ସ୍ଥିତି ଅଣାୟତ୍ତ ହୋଇ ପଡୁଛି । କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହେବାରେ ଲାଗିଛି । ଲୋକଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ମିଳୁଥିବା ବେଳେ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ବିଭିନ୍ନ ସ୍ଥାନରେ କିଛି ଅନ୍ଧ ବିଶ୍ୱାସ…

ଆସନ୍ତା ୧୦ରୁ ଦୁଇ ସପ୍ତାହ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ଏହି ରାଜ୍ୟ

ଚେନ୍ନାଇ: କରୋନା କାୟାରେ ବ୍ରେକ ଲଗାଇବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ୍ ଘୋଷଣା କରୁଛନ୍ତି । ଏବେ ତାମିଲନାଡୁ ସରକାର ରାଜ୍ୟରେ ଦୁଇ ସପ୍ତାହ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୧୦ ତାରିଖରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ତାମିଲନାଡୁ । କେବଳ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାକୁ ବାଦ…

ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଲାନିସ୍ୱାମୀ

ନୂଆଦିଲ୍ଲୀ: ତାମିଲନାଡୁରେ ବଦଳିଲା ସରକାର । ଏଆଇଏଡିଏମକେ ମେଣ୍ଟର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ମୁଖ୍ୟମନ୍ତ୍ରୀ କେ. ପଲାନିସ୍ୱାମୀ । ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ତାମିଲନାଡୁରେ ଏଆଇଏଡିଏମକେ ଓ ବିଜେପି ମଧ୍ୟରେ ମେଣ୍ଟ ଥିଲା । ଚଳିତ ନିର୍ବାଚନରେ…

କମଲ ହାସନଙ୍କ ପାର୍ଟିରେ ଯୋଗଦେଇଛନ୍ତି ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ

ଚେନ୍ନାଇ: ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ. ଅବଦୁଲ କଲାମଙ୍କ ବୈଜ୍ଞାନିକ ପରାମର୍ଶଦାତା ଭି.ପୋନରାଜ କମଲ ହାସନଙ୍କ ମକ୍କଲନିଧି ମୟମ (ଏମଏନଏମ) ପାର୍ଟିରେ ଯୋଗ ଦେଇଛନ୍ତି । ଦଳରେ ତାଙ୍କୁ ଉପାଧ୍ୟକ୍ଷ ଭାବେ ଗ୍ରହଣ କରାଯାଇଛି । କମଲ ହାସନ ଏହି ପାର୍ଟିର ସଂସ୍ଥାପକ ସାଙ୍ଗକୁ ଆଜୀବନ ଅଧ୍ୟକ୍ଷ…