Latest Odisha News

BREAKING NEWS

Browsing Category

ତାମିଲନାଡୁ

Tamilnadu

ଚେନ୍ନାଇରେ ସମ୍ପୂର୍ଣ୍ଣ ଲକଡାଉନ୍

ଚେନ୍ନାଇ: ଆଜିଠାରୁ ଚେନ୍ନାଇରେ ଲକଡାଉନ୍ । ରାସ୍ତାଘାଟ ଶୂନଶାନ୍ । ଆଜିଠାରୁ ତାମିଲନାଡ଼ୁ ସରକାର ରାଜ୍ୟରେ ଜାନୁଆର ୩୧ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଜାନୁଆରୀ ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଣୁ…

ଓମିକ୍ରନ ଭୟ: ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧ରେ ବେଳାଭୂମିରେ ଜନସମାବେଶକୁ ନିଷିଦ୍ଧ

ଚେନ୍ନାଇ: ଓମିକ୍ରନ ମାମଲା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ନୂତନ କରୋନା ଭାଇରସ୍ ପ୍ରକାରର କାୟା ବିସ୍ତାର ନକରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସତର୍କତାମୂଳକ ପଦକ୍ଷେପଭାବେ ତାମିଲନାଡ଼ୁ ସରକାର ଚଳିତବର୍ଷ ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧, ୨୦୨୨ରେ ରାଜ୍ୟର ସମସ୍ତ…

[ଭିଡିଓ] ଆପତକାଳୀନ ସିପିଆର୍ ପାଇଁ ବଂଚିଲା ମାଙ୍କଡ ଜୀବନ

ଭୁବନେଶ୍ୱର: ମଣିଷର ଉପସ୍ଥିତି ବୁଦ୍ଧି ଯୋଗୁଁ ବଂଚିଗଲା ମାଙ୍କଡର ଜୀବନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଭିଡିଓଟି ଦେଖିବାକୁ ସାମାନ୍ୟ ଅଡୁଆ ଲାଗିପାରେ । ହେଲେ ଏହା ପଛର ସମ୍ପୁର୍ଣ୍ଣ କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ଡିସେମ୍ବର ୧୦ ତାରିଖ ତାମିଲନାଡୁର…

ବସ୍ ଡ୍ରାଇଭରକୁ ହେଲା ହୃଦଘାତ, ମୃତ୍ୟୁ ପୂର୍ବରୁ ବଞ୍ଚାଇଲେ ୩୦ ଯାତ୍ରୀଙ୍କ ଜୀବନ

ମଦୁରାଇ: ବସ ଚାଳକ ଗାଡ଼ି ଚଳାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ହୃଦଘାତ ହେବା ପୂର୍ବରୁ ସେ ଠିକ୍ ସମୟରେ ବସ ଅଟକାଇ ୩୦ଜଣ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ବସ ଚାଳକ ସଫଳ ହୋଇଥିଲେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁ ମଦୁରାଇରେ । ୪୪ବର୍ଷୀୟ ଏମ୍.…

[ଭିଡିଓ] ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ ୩ ଆହତ

ଭୁବନେଶ୍ୱର: ଆଜି ତାମିଲନାଡୁର ନିଲଗିରିସ୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଭାରତୀୟ ବାୟୁସେନାର Mi-17V5 ହେଲିକପ୍ଟର । ଏଥିରେ ସବାର ଥିଲେ ସେନା ମୁଖ୍ୟ ବିପିନ ରାୱତ, ତାଙ୍କ ସ୍ତ୍ରୀ ଓ ଅନ୍ୟ ସେନା ସଂପର୍କିତ ବ୍ୟକ୍ତି । ଘନ କୁହୁଡି ଯୋଗୁଁ ନାଂଜାପ୍ପାଂଚାଥିରମ୍ ଅଂଚଳରେ ହେଲିକପ୍ଟରଟି…

ଟିକା ନେଇ ନଥିଲେ ହୋଟେଲ୍ ଓ ମଲରେ ନୋ ଏଣ୍ଟ୍ରି

ବେଙ୍ଗାଳୁରୁ: ଟିକା ନେଇନଥିଲେ ହୋଟେଲ୍, ମଲରେ ମିଳିବନି ପ୍ରବେଶ ଅନୁମତି । ସର୍ବସାଧାରଣ ସ୍ଥାନରେ ସେମାନଙ୍କ ପାଇଁ ନୋ ଏଣ୍ଟ୍ରି ରହିବ । ଭାରତରେ ଓମିକ୍ରନ୍ ଭାରିଆଣ୍ଟ ଜନିକ କରୋନା ସଂକ୍ରମିତ ଚିହ୍ନଟ ପରେ ତାମିଲନାଡୁରେ ଏଭଳି କଟକଣା ଜାରି ହୋଇଛି । ମଦୁରାଇ ପ୍ରଶାସନ ଏଭଳି ନିର୍ଦ୍ଦେଶନାମା…

ମିଳୁନାହାନ୍ତି ମାଲିକ , ଥାନାରେ ଛେଳି ଅଟକ

ତାମିଲନାଡୁ : ସମସ୍ୟାରେ ପଡିଛି କୋଏମ୍ବାଟୁର କରମଡାଇ ପୋଲିସ । ଆପଣମାନେ ତ ଶୁଣିଥିବେ ପୋଲିସ ଚୋରକୁ ଖୋଜେ ହେଲେ ଏହି ଘଟଣାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଚୋରି ହୋଇଥିବା ଛେଳିକୁ ପୋଲିସ ପାଇଛି । ଏହି ଛେଳି ଏବେ ପୋଲିସ କଷ୍ଟେଡିରେ ରହିଛି । ବର୍ତମାନ ଏହି ଛେଳିର ମାଲିକ କିଏ…

ପ୍ରବଳ ବର୍ଷାରେ କାନ୍ଥ ପଡ଼ି ତାମିଲନାଡ଼ୁରେ ୪ପିଲାଙ୍କ ସମେତ ୯ମୃତ

ତାମିଲନାଡ଼ୁ: ତାମିଲନାଡ଼ୁରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡ଼ୁର ଭେଲୋର ଜିଲ୍ଲାରେ ଏକ କୋଠାଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଛି । ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାମପଟ୍ଟୁ ଅଞ୍ଚଳରେ ଘଟିଛି ଏହି ଅଘଟଣ । ସ୍ଥାନୀୟ ଲୋକଙ୍କଠାରୁ ଘଟଣା…

ତାମିଲନାଡ଼ୁ ବନ୍ୟା ବିତ୍ପାତ: ୧୪ଜଣଙ୍କ ମୃତ୍ୟୁ, ସନ୍ଧ୍ୟା ୬ଟା ଯାଏଁ ବିମାନ ଅବତରଣ ବନ୍ଦ

ଚେନ୍ନାଇ: ଚେନ୍ନାଇରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅପରାହ୍ନ ୧ଟା ୧୫ରୁ ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣକୁ ସ୍ଥଗିତ ରଖିଛି। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ବିମାନ ଅବତରଣ ବନ୍ଦ ଥିଲେ ମଧ୍ୟ ଉଡ଼ାଣ ପୂର୍ବପରି ଜାରି ରହିବ। ପ୍ରବଳ…

ହାପି ବର୍ଥ ଡ଼େ କମଲ ହାସନ

ଚେନ୍ନାଇ: ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଦିନରେ ତାଙ୍କ ଇଣ୍ଡଷ୍ଟ୍ରିବନ୍ଧୁ, ପରିବାର ସଦସ୍ୟ ଓ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତା ହେବା ସହ କମଲ ହାସନ ନିର୍ମାତା, ନିର୍ଦ୍ଦେଶକ ରହିଆସିଛନ୍ତି। ସେ ତାମିଲ, ତେଲୁଗୁ,…