Latest Odisha News

BREAKING NEWS

Browsing Category

ଫିଚର

ରାଗ ଖାଇଲେ ଆଖିରେ ଲୁହ ଆସେ କାହିଁକି ! ଜାଣନ୍ତୁ ଏହା ପଛର କାରଣ କ’ଣ ?

ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକଙ୍କୁ ସାଧା ଖାଦ୍ୟ ପସନ୍ଦ ଥାଏ ତ କିଛି ଲୋକଙ୍କୁ ଚଟପଟା ଖାଦ୍ୟ ପସନ୍ଦ ଥାଏ । ବିଶେଷ କରି ରାଗ ଖାଇବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ନାପସନ୍ଦ କରିଥାଆନ୍ତି । ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । କିନ୍ତୁ…

ନେହେରୁ ଓ ମୋଦୀଙ୍କ ମଧ୍ୟରେ ଫଟୋରେ ତୁଳନା, ବିଜେପି ଓ କଂଗ୍ରେସ ମଧ୍ୟରେ ଟ୍ବିଟର ଓ୍ୱାର୍

ନୂଆଦିଲ୍ଲୀ: ରବିବାର ବିଜେପି ଓ କଂଗ୍ରେସ ମଧ୍ୟରେ ଏକ ଟୁଇଟର ଓ୍ୱାର ଆରମ୍ଭ ହୋଇଛି। ଯେଉଁଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିତ୍ର ସେୟାର କରାଯାଇଥିଲା। କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛି ଯେଉଁଥିରେ ନେହେରୁଙ୍କ ଛବି ସାମ୍ନାରେ…

ଦୀର୍ଘ ବର୍ଷ ଧରି ଜେଲରେ ରହିବା ପରେ ମୁକୁଳିଲେ କଏଦୀ, ପୂର୍ବ ଘଟଣାକୁ ମନେ ପକାଇ କଲେ ଅନୁତପ୍ତ

ଭୁବନେଶ୍ୱର: କିଏ ରାଗରେ ନିଜ ରକ୍ତ ସମ୍ପର୍କୀୟଙ୍କୁ ହତ୍ୟା କରି ଜେଲ୍ ଯାଇଥିଲା ତ ଆଉ କିଏ ବିବାଦ କାରଣରୁ ରାଗ ତମମ ହୋଇ ନୃଶଂସ ହତ୍ୟାକାଣ୍ଡ ଘଟାଇଥିଲା। ଏହିସବୁ ହତ୍ୟାକାଣ୍ଡ ହୁଏତ ଲୋକଙ୍କ ମନରୁ ଲିଭିଗଲାଣି କିନ୍ତୁ ଏବେ ଏହି ପରି ଅପରାଧ କରି ଜେଲ ଦଣ୍ଡ ଭୋଗିଥିବା ବ୍ୟକ୍ତି ନିଜ…

ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟକୁ ନେଇ ଶାସକ ଦଳ ବିରୋଧରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ରବିବାର ବିଜୁ ଜନତା ଦଳ (ବିଜେଡି) ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ନବ ଦାସ ହତ୍ୟାକାଣ୍ଡରେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ସୁରକ୍ଷା ଦେଉଥିବା ଦଳ ଅଭିଯୋଗ କରିଛି। ବିଜେପି ଏହି…

ବିଜେଡିର ୧୧୭ ବିଧାୟକଙ୍କ ସହ ଯୋଗାଯୋଗରେ ଅଛୁ: ମନମୋହନ ସାମଲ

ଭୁବନେଶ୍ୱର: ସରକାରୀ ଭାବରେ ରାଜ୍ୟରେ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ଶାସକ ଦଳର ଅନେକ ବିଧାୟକ ଅସନ୍ତୁଷ୍ଚ ରହିଛନ୍ତି ତାଙ୍କ ସହ ବିଜେପି…

ବିବାହ ଉତ୍ସବ ପାଳନ କରିବାକୁ ଯାଉଥିଲେ, ଦୁର୍ଘଟଣାରେ ପ୍ରାଣ ହରାଇଲେ ଡାକ୍ତର

ଭୁବନେଶ୍ୱର: ନିକଟରେ ବିବାହ କରିଥିବା ଜଣେ ଡାକ୍ତର ରବିବାର ପୂର୍ବାହ୍ନରେ ଭୁବନେଶ୍ୱରର ଫାୟାର ଷ୍ଟେସନ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ଡାକ୍ତର ମନୋଜ କୁମାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କ୍ୟାନସର ବିଭାଗର ପ୍ରଫେସର ଭାବେ କାର୍ଯ୍ଯ କରୁଥିଲେ। ତିନି ମାସ ତଳେ…

ଆଇପିଏଲ୍ ଫାଇନାଲ: ଚେନ୍ନାଇ-ଗୁଜରାଟ ମଧ୍ୟରେ ବର୍ଷା ବାଧକ, ସୋମବାର ହେବ ମ୍ୟାଚ

ଅହମଦାବାଦ: ଚଳିତ ଆଇପିଏଲର ଅନ୍ତିମ ମ୍ୟାଚ୍ ବା ଫାଇନାଲ ମୁକାବିଲା ବାତିଲ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚରେ ବର୍ଷା ବଡ ବାଧକ ସାଜିଛି।ଦୀର୍ଘ ସମୟ ଧରି ବର୍ଷା ହେବାରୁ ଶେଷରେ ମ୍ୟାଚ…

୨୦୨୪ ନିର୍ବାଚନ ପାଇଁ ବିରୋଧୀ ଏକାଠି କରିବେ ବୈଠକ, ସ୍ଥିର ହେଲା ତାରିଖ ଏବଂ ସ୍ଥାନ

ନୂଆଦିଲ୍ଲୀ: ବିରୋଧୀ ଦଳ ଆସନ୍ତା ମାସର ୧୨ ତାରିଖରେ ପାଟନାରେ ଏକ ବଡ ବୈଠକ କରିବାକୁ ଯାଉଛନ୍ତି। ସୂଚନାନୁସାରେ, ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ରଣନୀତି ଏହି ବୈଠକରେ ଆଲୋଚନା କରାଯାଇପାରେ। ବିରୋଧୀ ଦଳର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ଏକ…

ମେକଅପ୍ ଜରିଆରେ ନିଜ ରୂପକୁ ବଦଳାଇ ଦିଅନ୍ତି ଯୁବକ: ପୁଅ ହୁଅନ୍ତି ଆକର୍ଷିତ

ଜାପାନ: ସାଧାରଣତଃ ଝିଅମାନେ ବହୁତ ମେକଅପ୍ ନେବାକୁ ପସନ୍ଦ କରିଥାନ୍ତି । ସେହିପରି ଅନେକ ମେକଅପ୍ ମ୍ୟାନଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯେଉଁଥିରେ ସେମାନେ ଯୁବତୀଙ୍କୁ ଏମିତି ମେକଅପ୍ ଦିଅନ୍ତି , ତାଙ୍କୁ ତାଙ୍କ ନିଜ ଲୋକ ଚିହ୍ନିବା କଷ୍ଟକର ହୋଇପଡ଼ନ୍ତି । କିନ୍ତୁ ଏବେ ଜଣେ…

ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ରାଜ୍ୟରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଉପରେ…