Latest Odisha News

BREAKING NEWS

Browsing Category

ଫିଚର

ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କଲା ଟିଏମସି, କିନ୍ତୁ ସାମିଲ ହେଲେ ୨ ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଗୃହର ଉଦଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ବିରୋଧୀ ଦଳ ସମେତ ଟିଏମସି ଏହାକୁ ବର୍ଜନ କରିଛି। କିନ୍ତୁ ଏହି କାର୍ଯ୍ୟକ୍ରମରେ ଦୁଇ ଟିଏମସି ସାଂସଦ ଶିଶିର ଅଧିକାରୀ ଏବଂ ଦ୍ବିବେନ୍ଦୁ ଅଧିକାରୀ ଉପସ୍ଥିତ ଥିଲେ। ନୂଆ ସଂସଦ…

ତମ୍ବୁରେ ରହୁଥିବା ବ୍ୟକ୍ତି ଆରମ୍ଭ କଲେ ବ୍ୟବସାୟ : ଦାନସୂତ୍ରରେ ମିଳିଥିବା ଜିନିଷ କରୁଛନ୍ତି ବିକ୍ରୟ

ପୋଲାଣ୍ଡ: ଆପଣ ନିଶ୍ଚିତ ଭାବରେ ଏହିପରି ଅନେକ କାହାଣୀ ଶୁଣିଥିବେ, ଯେଉଁଠାରେ ଲୋକମାନେ ଏପରି କିଛି କରନ୍ତି ଯାହା ପୂର୍ବରୁ କେହି କଳ୍ପନା କରି ନ ଥାନ୍ତି । ସେହିଭଳି ତୁମ୍ବୁ ତଳେ ରହୁଥିବା ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହାକୁ ଦେଖି ଲୋକେ ଅ।।ଶ୍ଚର୍ଯ୍ୟ ହୋଇଯାଇଛନ୍ତି ।…

ନୂଆ ସଂସଦ ଭବନ ଉଦଘାଟନ, ବିଜେଡି ସୁପ୍ରିମୋଙ୍କ ନିରବତା ଓ ଭର୍ତ୍ତୃହରିଙ୍କ ଫଟୋ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଯଦିଓ ବିଜେଡି ଯୋଗ ଦେଇଛି ବୋଲି କହିଛି କିନ୍ତୁ ଏହାକୁ ନେଇ ଦଳ ଆନ୍ତରିକ ଭାବେ କେତେ ଖୁସି ଅଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? କାରଣ ଉଦଘାଟନୀ ଉତ୍ସବରେ ବିଜେଡି ସାଂସଦ ଯୋଗ ଦେଇଥିଲେ ବୋଲି ଦଳ କହିଛି। କିନ୍ତୁ ଯେଉଁ ସାଂସଦ…

୨୭ ମିନିଟ୍‌ରେ ଖାଇଲେ ୪୫୦୦ କ୍ୟାଲୋରି ବିଶିଷ୍ଟ ଖାଦ୍ୟ, ହେଲେ ବିଗିଡ଼ି ଗଲା ସ୍ୱାସ୍ଥ୍ୟ

ଲଣ୍ଡନ: ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଫୁଡ୍ ବ୍ଲଗିଂର ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ମାତ୍ର ୨୭ ମିନିଟ୍‌ରେ ୪ହଜାର ୫ ଶହ କ୍ୟାଲୋରି ବିଶିଷ୍ଟ ଖାଦ୍ୟ ଖାଇ ଚର୍ଚ୍ଚାକୁ…

ମୌସୁମୀ ପାଇଁ ଅନୁକୂଳ ହେଉଛି ପାଗ, ଆଉ ୫ ଦିନ କାଳବୈଶାଖୀ

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ଦିନରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଛୁଇଁବା ନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ…

ନୂଆ ସଂସଦ ଭବନର କର୍ମ ଗେଟରେ ଓଡ଼ିଶାର ‘କୋଣାର୍କ ଚକ୍ର’

ଭୁବନେଶ୍ୱର: ଆଜି ନୂଆ ସଂସଦ ଭବନ ଉଦଘାଟିତ ହେଉଛି । ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଭବନରେ ସ୍ଥାନ ପାଇଛି କୋଣାର୍କ ଚକ୍ର । ନୂତନ ସଂସଦ ଭବନର କର୍ମ ଗେଟରେ କୋଣାର୍କ ସୂର୍ଯ୍ୟ ମନ୍ଦିରର କୋଣାର୍କ ଚକ୍ର ରହିଛି । ନୂଆ ସଂସଦ ଭବନରେ ୩ଟି ମୁଖ୍ୟ ଦ୍ୱାର ରହିଛି । ଯଥା- ଜ୍ଞାନ ଦ୍ୱାର,…

ବିବାହ ପରେ ମହିଳା ନିଜକୁ ଅନୁଭବ କଲେ ଲେସବିୟାନ୍ : ପୂର୍ବତନ ସ୍ୱାମୀଙ୍କଠାରୁ ଗର୍ଲଫ୍ରେଣ୍ଡକୁ କରାଇଲେ ଗର୍ଭବତୀ

ଫ୍ଲୋରିଡା: ପ୍ରେମ ହେଉଛି ଏକ ଅନୁଭବ ଯାହା ଯେ କୌଣସି ସ୍ଥାନରେ ହୋଇପାରେ । ଆଜିକାଲି ସମଲିଙ୍ଗୀ ଏବଂ ଲେସ୍‌ବିୟାନ୍ ସମ୍ପର୍କ ମଧ୍ୟ ସ୍ୱୀକୃତି ପାଇବାରେ ଲାଗିଛି । ଅନେକ ଦେଶରେ ଏହି ସମ୍ପର୍କକୁ ଆଇନଗତ ସ୍ୱୀକୃତି ମଧ୍ୟ ମିଳିଛି । କିନ୍ତୁ ଏବେ ବି ଅନେକ ଦେଶ ଏହାକୁ ବିରୋଧ କରି ଆସୁଛନ୍ତି ।…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂସଦ ଭବନର ଅଖଣ୍ଡ ଭାରତର ଚିତ୍ର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂତନ ସଂସଦ ଭବନର ଉଦଘାଟନ କରିଛନ୍ତି । ଏହି ସଂସଦ ଭବନର ଅନେକ ଚିତ୍ର ସୋସିଆଲ ମିଡିଆରେ ଶେୟାର ହେବାରେ ଲାଗିଛି । ଏହା ମଧ୍ୟରେ ଅଖଣ୍ଡ ଭାରତର ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା ସମ୍ପୂର୍ଣ୍ଣ ପୃଷ୍ଠ ହୋଇପାରି ନାହିଁ ।…

ଗଞ୍ଜେଇ ମାଫିଆ ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତ

ପୁରୀ: ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ବ୍ୟବସାୟ କରୁଥିବା ପୁରୀର ବାପପୁଅଙ୍କ ୩ କୋଟି ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି । ବାଜ୍ୟାପ୍ତି କରାଯାଇଥିବା ସମ୍ପତ୍ତି ମଧ୍ୟରେ ୯ଟି ପ୍ଲଟ, ୪ଟି ଘର ସହ କାର ଓ ବାଇକ୍ ରହିଛି । ଗଞ୍ଜେଇ କାରବାରର ସମ୍ପୃକ୍ତ…

ପିଆଜ ଚାଷକୁ ପ୍ରୋତ୍ସାହନ, ଦର ବୃଦ୍ଧି ରୋକିବାକୁ ୫ ଜିଲ୍ଲାରେ ଗୋଦାମ ପାଇଁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ ପିଆଜ ଚାଷ କମ୍ ପରିମାଣରେ କରାଯାଉଥିବା ବେଳେ ଅନ୍ୟ ରାଜ୍ୟରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ପିଆଜର ଦର ବୃଦ୍ଧି ଖାଉଟିଙ୍କ ପାଇଁ ବିଭିନ୍ନ ସମୟରେ ଚିନ୍ତାର କାରଣ ପାଲଟୁଛି । ଏସବୁ ସମସ୍ୟାକୁ ଦେଖି ସରକାର ରାଜ୍ୟର ୫ଟି ଜିଲ୍ଲାରେ ଗୋଦାମ…