Latest Odisha News

BREAKING NEWS

Browsing Category

ଫିଚର

ଦି କେରଳ ଷ୍ଟୋରୀ: କେଉଁଠାରୁ ଆଣିଥିଲେ ୩୨୦୦୦ ସଂଖ୍ୟା ତାର ପ୍ରମାଣ ଦେଲେ ମେକର୍ସ

ମୁମ୍ବାଇ: ଦି କେରଳ ଷ୍ଟୋରୀ ବକ୍ସ ଅଫିସରେ ଚମତ୍କାର ବ୍ୟବସାୟ କରିବା ପରେ ଶୁକ୍ରବାର ଏହାର ମେକର୍ସ ୩୨୦୦୦ ମହିଳାଙ୍କ ସମ୍ପର୍କରେ ଚାଂଚଲ୍ୟକର ଡାଟା ପ୍ରଦାନ କରିଛନ୍ତି । ଧର୍ମାନ୍ତରଣ କରି ଆଇଏସଆଇଏସରେ କିପରି କେରଳର ମହିଳାମାନଙ୍କୁ ସାମିଲ କରାଯାଇଥିଲା ତାହା ଏହି ଫିଲ୍ମର ବିଷୟବସ୍ତୁ…

ସୋସିଆଲ ମିଡ଼ିଆରେ ଲୋକପ୍ରିୟ ପାଇଁ ଯୁବକ ଖାଇଲେ ବିଷାକ୍ତ ମାଛ: କ’ଣ ହେଲା ଜାଣନ୍ତୁ

ଜାପାନ୍‌: ଆଜିକାଲି ଅନେକ ଯୁବପିଢୀ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ମଧ୍ୟ ଭିଡ଼ିଓ ବନାଉଛନ୍ତି । ଏବେ ଜାପାନର ଜଣେ ଯୁବକ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ ବିଷାକ୍ତ ମାଛ ଖାଇ ନିଜ…

ଗୋଟିଏ ଟ୍ରାକରେ ଥିଲା କି ମାଲବାହୀ ଟ୍ରେନ୍ ଓ କରମଣ୍ଡଳ ଏକ୍ସପ୍ରେସ୍ ? ଜାରି ହେଲା ହେଲ୍ପଲାଇନ୍ ନମ୍ବର

ବାଲେଶ୍ୱର: ମାଲବାହୀ ଟ୍ରେନକୁ ଧକ୍କା ଦେଇ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରାକରୁ ଖସିବା ପରେ ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି । ସୋର ବାହନଗା ରେଲୱେ ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ୩ଟି ଏସି କୋଚ୍ ଓ ୫ଟି ସ୍ଲିପର କୋଚ୍ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । ତେବେ ସୂଚନା…

କବାଡ଼ିବାଲାଠୁ ଆଣିଲେ ଗାଡ଼ି, ଏବେ ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମହିଳା

ବ୍ରାଜିଲ: ଅନେକ ଲୋକ ଘରେ ରହିବା ପରିବର୍ତ୍ତେ ବଡ଼ ବଡ଼ ଗାଡିଗୁଡ଼ିକୁ ଘର ବନାଇ ସେଥିରେ ରହିବାକୁ ପସନ୍ଦ କରୁଛନ୍ତି । ଏହା ସେମାନଙ୍କ ପାଇଁ ଲାଭଦାୟକ ହେବା ସହ ବିଭିନ୍ନ ସ୍ଥାନ ବୁଲିବା ଏବଂ ପ୍ରକୃତି ସହିତ ଯୋଡ଼ି ହେବାର ଖୁସି ଦେଇଥାଏ । କିନ୍ତୁ ଜଣେ ମହିଳା କବାଡ଼ିବାଲାଠାରୁ ମାଗଣାରେ ଏକ ଗାଡ଼ି…

ମାଗଣା ବିଜୁଳି, ରାଜସ୍ଥାନ ଦେବା ପରେ ଅନ୍ୟ ରାଜ୍ୟରେ ବି ଉଠିଲା ଦାବି

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ବିଜୁଳି ରାଜନୀତି। ପ୍ରତ୍ୟେକ ବ୍ୟକ୍ତି ବିଜୁଳି ବ୍ୟବହାର କରୁଥିବାବେଳେ ବିଜୁଳି ବିଲ ଲୋକଙ୍କ ପାଇଁ ବଡ଼ ବୋଝ ଭାବେ ଗଣାଯାଉଛି। ତେଣୁ ଏହାକୁ ଆଖି ଆଗରେ ରଖି ରାଜନୈତିକ ଦଳ ଓ ସରକାର ବିଜୁଳିକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଆମ…

ଶକୁନି ଭୂମିକା କରିଥିବା ଗୁଫି ପେଂଟଲ ଗୁରୁତର

ମୁମ୍ବାଇ: ମହାଭାରତରେ ଶକୁନିଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଗୁଫି ପଂଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ସେ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନିତ ଥିବା ଜଣାପଡିଛି । ଅଭିନେତ୍ରୀ ଟିନା ଘାଇ ତାଙ୍କ…

ବିଦେଶରେ ପିଏମ ମୋଦିଙ୍କ ପ୍ରଶଂସା କଲେ ରାହୁଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ପ୍ରଶଂସା। ବିଦେଶ ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ କଡା ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ରୁଷ ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଠିକ ବୋଲି ରାହୁଲ…

ରାହୁଲଙ୍କ ସବୁଠୁ ପ୍ରିୟ ସୁନୀଲ କାନୁଗୋଲୁ

ଭୁବନେଶ୍ୱର: କଂଗ୍ରେସର ବ୍ଲୁଆଏଡ଼ ବୟ ସୁନୀଲ କାନୁଗୋଲୁଙ୍କୁ ଏବେ ଦଳ ପୁରସ୍କୃତ କରିଛି। ସୁନୀଲଙ୍କୁ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପୁରା କଂଗ୍ରେସର ନବ କଳେବରର ବିନ୍ଧାଣି ବୋଲି କୁହାଯାଉଛି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରାଠୁ ଆରମ୍ଭ କରି କର୍ଣ୍ଣାଟକର ବଡ଼ ସଫଳତା ସବୁ ପାଇଁ…

ବାହାନଗା ନିକଟରେ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍

ବାଲେଶ୍ୱର: ସୋର ବାହାନଗା ଷ୍ଟେସନ ନିକଟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍ । ବାହାନଗା ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ପ୍ରାୟ ୫ଟି ବଗି ଓଲଟି ପଡ଼ିଥିବା ସୂଚନା ମିଳିଛି । ଏକାଧିକ ଯାତ୍ରୀ ଆହତ…

କୁକୁରକୁ ମିଳିଲା ଚାକିରି : ମାସକୁ ଦରମା ୩୫ ହଜାର

ଚୀନ: କେବଳ ମଣିଷମାନେ ଚାକିରି କରୁଥିବା ସମସ୍ତେ ଜାଣିଛନ୍ତି । ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳର ବୃଦ୍ଧି ପରେ ଏବେ ରୋବଟ ପେଟ୍ରୋଲ ପମ୍ପ ହେଉ ବା ରେଷ୍ଟୁରାଣ୍ଟରେ କାମ କରୁଛନ୍ତି । କିନ୍ତୁ କମ୍ପାନୀରେ କୁକୁର ଚାକିରି କରିବା ଶୁଣିଛନ୍ତି ? ଚୀନ୍‌ର ଏକ କମ୍ପାନୀ କୁକୁରକୁ ନିଯୁକ୍ତି ଦେବା…