Latest Odisha News

BREAKING NEWS

Browsing Category

ଫିଚର

ସବ ଜୁନିୟର ହକି ଚାମ୍ପିୟନଶିପ: ସେମିରେ ଟାଇଟଲ ଫେଭରାଇଟ ଓଡିଶା

ରାଉରକେଲା: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ହକି ଇଣ୍ଡିଆ ସବ ଜୁନିୟର ଜାତୀୟ ଚାମ୍ପିୟନଶିପର ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ଓଡିଶା ୭-୦ ଗୋଲରେ ଦାଦ୍ରା ଆଣ୍ଡ ନଗର ହାଭେଳିକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।…

କର୍ଣ୍ଣାଟକରେ ସଫଳ ହେଲା ୪୦ ଏବେ ମଧ୍ୟପ୍ରଦେଶରେ ୪୦୦ ଫର୍ମୁଲା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସର ବଡ଼ ପ୍ଲାନ। ପୂର୍ବରୁ ପାରମ୍ପରିକ ଢଙ୍ଗରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ଏବେ ଷ୍ଟ୍ରାଟେଜିରେ ବହୁ ଆଗରେ ରହୁଥିବା ଦେଖିବାକୁ ମିଳୁଛି। ଏପରିକି କର୍ଣ୍ଣାଟକରେ କଂଗ୍ରେସ ୧୩୫ ସିଟ ଜିତିଥିବା ବେଳେ ଏ ନେଇ ଦଳର ରଣାନୀତିକାର ଆଗରୁ ଆକଳନ କରିସାରିଥିବା…

କର୍ଣ୍ଣାଟକରୁ ବିଜେପି ଗଲା, ଏବେ କଂଗ୍ରେସ ହଟାଉଛି ସବୁ ଯୋଜନା

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ ଖେଳିଚାଲିଛି କଂଗ୍ରେସ। ନିର୍ବାଚନରେ ଐତିହାସିକ ସଫଳତା ଓ ପୂର୍ଣ୍ଣ ବହୁମତ ନେଇ ସରକାର ଗଢ଼ିବା ପରେ ଏବେ ବିଜେପିର ଯୋଜନା ଉପରେ ପ୍ରହାର ଆରମ୍ଭ କରିଛି ଦଳ। କର୍ଣ୍ଣାଟକରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଉଥିବା ୨୦ ହଜାର…

ମୋଦିଙ୍କ ଶାସନର ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ଭୁବନେଶ୍ୱର: ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ନଅ ବର୍ଷ ପୂର୍ତ୍ତି ପାଇଁ ବିଜେପି ଦେଶବ୍ୟାପୀ ପ୍ରଚାର ପ୍ରସାର କରିବାକୁ ବଡ଼ ଯୋଜନା କରିଛି। ମୋଦିଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକୁ ନେଇ ଦେଶବ୍ୟାପୀ ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ କରାଯିବ। ମେ ୩୦…

ଆସନ୍ତୁ ଜାଣିବା କେଉଁ କଳାକାର ଆଇପିଏଲ ଉଦଯାପନୀ ଉତ୍ସବରେ ପରିବେଷଣ କରିବେ

ଅହମ୍ମଦାବାଦ: ଆଇପିଏଲ ୨୦୨୩ ସଂସ୍କରଣ ଅନ୍ତିମ ପଯ୍ୟାୟରେ ପଂହଚିସାରିଛି । ମେ ୨୮ରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ଇତି ମଧ୍ୟରେ ବିସିସିଆଇ ଓ ଆୟୋଜକ କମିଟି ଫାଇନାଲ ପୂର୍ବରୁ ହେବାକୁ ଥିବା ଉଦଯାପନୀ ଉତ୍ସବରେ କେଉଁମାନେ ପରିବେଷଣ କରିବେ ତାହା ଘୋଷଣା କରାଯାଇଛି । ର‌୍ୟାପର…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ଓ କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସରେ ସିନ୍ଧୁ ଜାପାନର ଆୟା ଓହେରୀଙ୍କୁ ୨୧-୧୬,…

ନିଆରା ପ୍ରେମ: କପାଳରେ ଟାଟୁ କଲେ ସ୍ୱାମୀଙ୍କ ନାଁ

ବେଙ୍ଗାଲୁରୁ: ଆପଣ ନିଜର ‘ବେଟରହାପ୍‌’କୁ କେତେ ଭଲ ପାଆନ୍ତି ଓ କେତେ ଗୁରୁତ୍ୱ ଦିଅନ୍ତି ସେ କଥା ହୁଏତ ମୌଖିକ ଭାବେ ପ୍ରକାଶ କରିଥାନ୍ତି । କିନ୍ତୁ ବେଙ୍ଗାଲୁରର ଏମିତି ଜଣେ ମହିଳା ଅଛନ୍ତି, ଯିଏ ନିଜର ବେଟରହାପ୍‌କୁ କେତେ ଭଲ ପାଆନ୍ତି, ତାକୁ ଭିନ୍ନ ରୂପରେ ସମସ୍ତଙ୍କୁ ଜଣାଇଥାନ୍ତି ।…

୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରୁ ଏକ୍ସଚେଞ୍ଜ କରିବା ବେଳେ ୨ ମାଓବାଦୀ ଗିରଫ

ମାଲକାନଗିରି: ଗତ ୧୯ ତାରିଖରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ନେଇ ରିଜର୍ଭ ବ୍ୟାଙ୍କର ଘୋଷଣା ପରେ ଉଭୟ ସାଧାରଣ ଜନତା ଓ ମାଓବାଦୀ କ୍ୟାମ୍ପ ଏହି ବଡ ନୋଟକୁ ନେଇ ବିଚଳିତ ହୋଇପଡ଼ିଥିବା ବେଳେ ଓଡ଼ିଶା-ଛତିଶଗଡ଼ ସୀମାରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନଙ୍କ ମିଳିତ ଅପରେସନ୍…

ଏମ୍ସ ହସ୍ପିଟାଲରେ ରୋଗୀଙ୍କ ସହ ଟିକେଟ୍ କାଟିବା ନେଇ ଦଲାଲି କରୁଥିବା ବେଳେ ଦୁଇ ଗିରଫ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଏମ୍ସ ମେଡିକାଲ ପରିସରରୁ ଦଲାଲି କରୁଥିବା ବେଳେ ପଶ୍ଚିମବଙ୍ଗର ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ ଏହି ଦୁଇ ବଙ୍ଗବାସୀ। ସାହାଯ୍ୟ କରିବା ଆଳରେ ହଜାର ହଜାର ଟଙ୍କା ଠକୁଥିବାର ଅଭିଯୋଗ…

ଆଇସିସି ଟେଷ୍ଟ ଚାମ୍ପିୟନଶିପର ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପୁରସ୍କାର ରାଶି ଘୋଷଣା କରିଛି । ଚାମ୍ପିୟନ ହୋଇଥିବା ଟିମକୁ ୧୩.୨୨ କୋଟି ଓ ରନର୍ସଅପ ଦଳକୁ ୬.୬୧ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ମିଳିବ । ସେହିପରି ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଟିମ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡକୁ…