Latest Odisha News

BREAKING NEWS

Browsing Category

ଫିଚର

କାର ଉପରେ ବସି ରିଲ୍‌ସ ବନାଇଲେ କନ୍ୟା, ଦେଲେ ଜରିମାନା

ଲକ୍ଷ୍ନୌ: ଏବେ ଲୋକେ ରିଲ୍ସ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏହାର ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ରିଲ୍ସ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି ବିପଦପୂର୍ଣ୍ଣ…

କାଳବୈଶାଖୀ; ଟ୍ରେନ ଉପରେ ପଡିଲା ଗଛ

ରାୟଗଡା:ହଠାତ ମାଡି ଆସିଲା କାଳବୈଶାଖୀ । ଆଗକୁ ଗଡିପାରିଲାନି ଟ୍ରେନ । ଟ୍ରାକ ଉପରେ ଅଟକି ରହିଲା । ଆଉ ଏହି ସମୟରେ ପ୍ରବଳ ପବନରେ ଗଛ ଉପୁଡି ପଡିଲା ଟ୍ରେନ ଉପରେ  । ଏମିତି ଦୃଶ୍ୟ ଦେଖିବାକୁ ମିିଳିଥିଲା ଆଜି ଅରାହ୍ନରେ  । ଅନ୍ୟପକ୍ଷେ  ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ…

୪୪ ଡିଗ୍ରୀରେ ଭାଜି ହେଲା ନୂଆପଡ଼ା, ୨୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଆଜି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୫ ସହରରେ ପାରଦ ୪୦ ପାର୍ ହୋଇଥିବା ବେଳେ ୪୪ ଡିଗ୍ରୀ ତାପମାତ୍ରାରେ ଟକ୍ ଟକ୍ ହୋଇ ଫୁଟିଛି ନୂଆପଡ଼ା । ପଶ୍ଚିମ ସହ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଉପକୂଳବାସୀ…

ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍ ଗଲେ କନ୍ୟା

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ…

କ’ଣ ଏଇ “ସେଙ୍ଗୋଲ” ଯାହାକୁ ନୂଆ ସଂସଦ ଭବନରେ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ପୁରା…

ନୂଆଦିଲ୍ଲୀ: ରବିବାର ଦିନ ଇତିହାସର ପୁନରାବୃତ୍ତି ହେବ ଯେତେବେଳେ ନୂତନ ସଂସଦ ଭବନ ଦେଶ ପାଇଁ ଉତ୍ସର୍ଗୀକୃତ ହେବ । ଏହି ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ…

ମାତ୍ର ୫ ହଜାର ଟଙ୍କାରେ ୩ ଟି ଦେଶ ବୁଲିଲେ ଯୁବତୀ, କିପରି ଏହାର ଫାଇଦା ନେବେ ବତାଇଲେ

ଲଣ୍ଡନ:ବିଭିନ୍ନ ଦେଶ ବୁଲିବା ପାଇଁ ଅନେକ ଲୋକଙ୍କ ସଉକ୍ ଥାଏ । କିନ୍ତୁ ଦୁନିଆକୁ ଭ୍ରମଣ କରିବା ପାଇଁ ଆପଣଙ୍କୁ ମଧ୍ୟ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେଥିଲାଗି କିଛି ଲୋକ ବର୍ଷ ଆରମ୍ଭରୁ ନିଜର ରୋଜଗାର ଟଙ୍କାରୁ କିଛି ସଞ୍ଚୟ କରି ରଖିଥାନ୍ତି । ଆଉ କିଛି ଲୋକ ଧାରକରଜ ଓ ଲୋନ୍ କରି ମଧ୍ୟ…

ବଦଳିଲା ମାଟ୍ରିକ୍ ବୋର୍ଡ ପରୀକ୍ଷା ଢାଞ୍ଚା, ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ୍ ବୋର୍ଡ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି । କୋଭିଡ୍ ପୂର୍ବଭଳି ଚଳିତବର୍ଷରୁ ବାର୍ଷିକ ପରୀକ୍ଷା ହେବ । ସମସ୍ତ ସରକାରୀ ହାଇସ୍କୁଲରେ ଦଶମ ପଢ଼ୁଥିବା ଛାତ୍ରଛାତ୍ରୀ ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ । ମହାମାରୀ କୋଭିଡ୍ ପରେ ବୋର୍ଡ…

ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଅର୍ଥ ଆକାରରେ ଦେବା ନିଷ୍ପତ୍ତିର ପୁର୍ନବିଚାର ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତ୍ତି ଚିନ୍ତାଜନକ । ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ…

ବିଜେଡି ସାଂସଦଙ୍କ କାର୍ ଧକ୍କାରେ ଆଖି ବୁଜିଲେ ସ୍କୁଟି ଚାଳକ

ବଲାଙ୍ଗିର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ବୁଧବାର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ତମିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଇନାପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡ଼ିଛି । ତେବେ…