Latest Odisha News

BREAKING NEWS

Browsing Category

ଫିଚର

ଆଖି ବୁଜିଲେ ‘ଅନୁପମା’ ଧାରାବାହିକର ଧୀରଜ କପୁର

ମୁମ୍ବାଇ: ଲୋକପ୍ରିୟ ଟେଲି ସିରିୟଲ ‘ଅନୁପମା’ର ଲିଡ ଆକ୍ଟର ଅନୁଜ କାପଡିଆ ସାଙ୍ଗ ଭୂମିକାରେ ଅଭିନୟ କରୁଥିବା ଧୀରଜ କପୁର ଓରଫ ନିତେଶ ପାଣ୍ଡେ ଆଉ ନାହାନ୍ତି । ଆଜି କାର୍ଡିଆକ ଆରେଷ୍ଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ସୋସିଆଲ ମିଡିଆରେ ଫ୍ୟାନ୍ସ…

ରାଜଧାନୀର ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ବିଚ୍‌ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା । ଭୁବନେଶ୍ୱର ଏକ ନମ୍ବର ହାଟରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସୁଶାନ୍ତ ନାମକ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଭୁବନେଶ୍ୱର ଏକ ନମ୍ବର…

ପୁଣି ଥରେ ରାଜ୍ୟରେ ହେବ ପୃଥକ ବାଘ ଓ ହାତୀ ଗଣନା; ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ମାସକ ଭିତରେ ଆକ୍ସନପ୍ଲାନ୍

ଭୁବନେଶ୍ୱର: ରାଜ୍ୟ ସରକାର ପୁଣିଥରେ ଅଲଗା ଭାବେ ବାଘ ଓ ହାତୀର ଗଣନା କରିବେ। କାରଣ କେନ୍ଦ୍ର ସରକାର ବାଘ ଓ ହାତୀ ଗଣନା କରୁଥିଲେ ବି ଏହାର ରିପୋର୍ଟ ଠିକ୍ ସମୟରେ ପ୍ରକାଶ ପାଉନି।ଏଣୁ ବନ୍ୟପ୍ରାଣୀଙ୍କ ପ୍ରକୃତ ସଂଖ୍ୟା ବିଷୟରେ ଜାଣିବାରେ ସମସ୍ୟା ହେଉଛି। ତେଣୁ ରାଜ୍ୟ ସରକାର ନିଜତରଫରୁ…

ଦୁର୍ଘଟଣାରେ ‘ସରାଭାଇ ଭର୍ସେସ ସରାଭାଇ’ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପୁଣି ଟିଭି ଇଣ୍ଡଷ୍ଟ୍ରିକୁ ଝଟ୍‌କା । ବିବାହ ପୂର୍ବରୁ ଉଠିଲା କୋକେଇ । ଆଉ ନାହାନ୍ତି ଚୁଲବୁଲି ଅଭିନେତ୍ରୀ ବୈଭବୀ ଉପାଧ୍ୟୟ  । ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟୟଙ୍କ ଏକ ଦୁର୍ଘଟଣା ମୃତ୍ୟୁ ଘଟିଛି । ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଚ୍ଛେଦ କାର୍ଯ୍ୟ ଆରମ୍ଭ; ଭଙ୍ଗା ହେଲା ବଡ଼ ଆଖଡ଼ା ମଠର ପୁରୁଣା ଘର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ଆଜିଠାରୁ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀ ବଡ଼ଦାଣ୍ଡକୁ ଲାଗିଥିବା ବଡ଼ ଆଖଡ଼ା ମଠର ପୁରୁଣା ଘରକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି। ଏହ ପୂର୍ବରୁ ବଡ଼ ଆଖଡ଼ା ମଠର ଅଧିକାଂଶ ଘରକୁ ଭାଙ୍ଗି ଦିଆଯାଇଥିଲା। ବାକି ପୁରୁମା ଯେତକ ପୁରୁଣା ଘର…

ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ ; ୨ ମୃତ, ୩ ଗୁରୁତର

ବୌଦ୍ଧ : ସକାଳୁ ସକାଳୁ ଅଘଟଣ । କମଳପୁର ଛକ ନିକଟରେ ପୁଲିସ ଗାଡ଼ି ଟ୍ରକ୍ ମୁହାଁମହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇଜଣ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର । ଏବଂ ଆହତମାନେ ହେଲେ …

ସୌନ୍ଦର୍ଯ୍ୟ ବୃଦ୍ଧି କରେ ବରଫ ଖଣ୍ଡ

ସୁନ୍ଦର ଓ ଉଜ୍ଜଳ ତ୍ୱଚା ସମସ୍ତଙ୍କର ପସନ୍ଦ। କିନ୍ତୁ ଦାଗ ଓ ବ୍ରଣ ଆପଣଙ୍କ ତ୍ୱଚାକୁ ନଷ୍ଟ କରିଦେଇଥାଏ  । ଯାହା ଉଜ୍ଜଳତାକୁ ମଧ୍ୟ କିଛି ମାତ୍ରାରେ କମ୍‌ କରିଦେଇଥାଏ । ଏପରି କ୍ଷେତ୍ରରେ ବରଫର ବ୍ୟବହାର ଆମେ କରିପାରିବା । ବରଫକୁ ବିଭିନ୍ନ କାମ ପାଇଁ ବ୍ୟବହାର କରାଯାଏ। ଖରାଦିନେ ତ୍ୱଚାରେ…

ନୂଆ ସଂସଦ ଭବନ ଉଦଘାଟନକୁ ଆପ୍, ଟିଏମସି ଭଳି କଂଗ୍ରେସ କରିପାରେ ବୟକଟ

ନୂଆଦିଲ୍ଲୀ: ମେ ୨୮ରେ ନୂଆ ସଂସଦ ଭବନର ଉଦଘାଟନୀ ସମାରୋହରେ ଆମ୍ ଆଦମୀ ପାର୍ଟି, ଟିଏମସି ଏବଂ କଂଗ୍ରେସ ପାର୍ଟି ଉପସ୍ଥିତ ରହିବେ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଆମ୍ ଆଦମୀ ପାର୍ଟି ଏବଂ ଟିଏମସି ଏହି ଉଦଘାଟନୀ ସମାରୋହକୁ ବୟକଟ କରିବେ। ଏହା ସହିତ କଂଗ୍ରେସ ମଧ୍ୟ ଏହି ଉଦଘାଟନୀ ସମାରୋହକୁ…

କ୍ୱାଲିଫାୟର ମ୍ୟାଚରେ ଗୁଜରାଟକୁ ହରାଇ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ

ଚେନ୍ନାଇ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଗୁଜୁରାଟ ଟାଇଟାନ୍ସ ସମ୍ମୁଖରେ ଥିଲା। ସିଏସକେ ଦଳ ଏହି ମ୍ୟାଚକୁ ୧୫ ରନରେ ଜିତି ନେଇଛି। ଏହା ସହିତ, ସିଏସକେ ଚଳିତ ଆଇପିଏଲ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଦଳ ହୋଇପାରିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି…

ଅପହରଣ ଓ ଲାଞ୍ଚ ମାମଲାରେ ମହିଳା ଏସଆଇ ନିଲମ୍ବିତ

ପାରଳାଖେମୁଣ୍ଡି: ଲାଞ୍ଚ ଓ ଅପହରଣ ଅଭିଯୋଗରେ ଜଣେ ମହିଳା ସବ୍-ଇନ୍ସପେକ୍ଟର (ଏସ୍ଆଇ) ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଏସ୍ଆଇ ଜ୍ୟୋତ୍ସ୍ନା ରାୟ ଆଠ ମାସ ତଳେ ମୋହନା ଥାନାରେ କାର୍ଯ୍ୟରତ ଥିବା ବେଳେ ନୁଦ୍ରୁଜ ଗ୍ରାମର ପ୍ରିତି ମାଝୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ…