Latest Odisha News

BREAKING NEWS

Browsing Category

ଫିଚର

ଶିମିଳିପାଳ ଫରେଷ୍ଟଗାର୍ଡ ମୃତ୍ୟୁ ଘଟଣାରେ ଦୁଇ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର)ରେ ଜଣେ ଫରେଷ୍ଟ ଗାର୍ଡଙ୍କ ଦୁଃଖଦ ମୃତ୍ୟୁ ପରେ ଏହି ଘଟଣାରେ ମଙ୍ଗଳବାର ଦୁଇ ଶିକାରୀଙ୍କୁ ଗିରଫ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ମୋଟ୍ ୧୦ ଜଣ ଏହି ହତ୍ୟାକାଣ୍ଡ ମାମଲାରେ ଜଡ଼ିତ ଥିବା ସୂଚନା ରହିଛି।…

ବିନା ଅନୁମତିରେ ବସ୍ ଚଳାଉଥିଲେ, ଗଣିଲେ ୨୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ଜଣେ ଟ୍ୱିଟର ୟୁଜରଙ୍କ ତତ୍ପରତା ଓ ନିର୍ଣ୍ଣାୟକ ପଦକ୍ଷେପ ଫଳରେ ପୁରୀସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଜଣେ ବସ୍ ମାଲିକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବା ସହ ବିନା ପରମିଟରେ ଗାଡ଼ି ଚଳାଇବା ପାଇଁ ୨୦ ହଜାର ୫୦୦ ଟଙ୍କା ମୋଟା ଅଙ୍କର ଜରିମାନା ଆଦାୟ କରିଛି। ଜଣେ…

ବୁଲା କୁକୁର କାମୁଡିବାରୁ ପୁରୀ କଣାସରେ ୧୭ ଜଣ ଆହତ

ପୁରୀ : ରାସ୍ତାକଡ଼ରେ ବୁଲୁଥିବା ବୁଲା କୁକୁରଙ୍କ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ପୁରୀ ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଆଶ୍ଚର୍ଯ୍ୟଜନକ ଭାବେ ୧୭ ଜଣ ବ୍ୟକ୍ତିକୁ ବୁଲା…

ଦୁଇ ବ୍ରାଉନସୁଗାର ବେପାରୀ ଗିରଫ, ଜବତ ହେଲା ଧଳ ଜହର ସହ ଅନ୍ୟାନ୍ୟ ସାମଗ୍ରୀ

ବ୍ରହ୍ମପୁର: ଦୁଇ କୁଖ୍ୟାତ ନିଶା ବେପାରୀଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୮ ଗ୍ରାମରୁ ଉର୍ଦ୍ଧ୍ୱ ଓଜନର ବହୁ ପରିମାଣର ବ୍ରାଉନସୁଗାର ଜବତ କରିଛି। ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ସୋମବାର ଏହି ଦୁଇ କୁଖ୍ୟାତ ଗିରଫ ହୋଇଛନ୍ତି।…

ଆକାଶରେ ଉଡ଼ିଲା ସୋଫା, ଭିଡ଼ିଓ ଭାଇରାଲ

ତୁର୍କୀ: ଆଜିର ସମୟରେ ଟେକ୍ନୋଲୋଜି ବହୁତ ଅଗ୍ରଗତି କରିଛି । କେବେ ବର୍ଷା, ବାତ୍ୟା ବା ଘୂର୍ଣ୍ଣିଝଡ଼ ହେବ ସେନେଇ ଆମେ ବହୁ ଆଗରୁ ସୂଚନା ପାଇପାରୁଛୁ । ଯାହା ପୂର୍ବରୁ ମିିଳି ପାରୁ ନ ଥିôଲା । ଆମେ ଏସବୁକୁ ରୋକିପାରିବା ନାହିଁ ସତ, କିନ୍ତୁ କ୍ଷୟକ୍ଷତିରୁ ମୁକୁଳି ପାରିବା । ନିକଟରେ ତୁର୍କୀର…

ଶାରୀରିକ ଦୁର୍ବଳତା ଦୂର ପାଇଁ ଲୋକେ ଖାଆନ୍ତି ପ୍ଲେସେଣ୍ଟା : ଅଭିନେତା ଓ ପତ୍ନୀ ଖାଇ ଭିଡ଼ିଓ କଲେ ସେୟାର

ତାଇୱାନ: ଆପଣ ନିଶ୍ଚୟ ଅନେକ ନରଭକ୍ଷୀ ବିଷୟରେ ଶୁଣିଥିବେ । ଅନେକ ଦେଶରେ ମଣିଷ ମାଂସ ଖାଇବା ସମ୍ପୂର୍ଣ୍ଣ ଭାବେ ନିଷେଧ । ଏପରି ଅନେକ ମଣିଷ ମାଂସ ଖାଇ ଧରା ମଧ୍ୟ ପଡିଛନ୍ତି । ତଥାପି କିଛି ଲୋକ ଏହାକୁ ଲୁଚି ଲୁଚି ମଧ୍ୟ ଖାଇଥାନ୍ତିି । ଏବେ ତାଇୱାନର ଜଣେ ଅଭିନେତା ପ୍ଲେସେଣ୍ଟା ଖାଉଥିବାର…

ହିଜାବ ପିନ୍ଧି ଅଶ୍ଲୀଳ ଭିଡିଓ କରି ରୋଜଗାର କରନ୍ତି ଯୁବତୀ

ବିଟ୍ରେନ୍‌: ଆଜିର ସମୟରେ ଟଙ୍କା ରୋଜଗାର କରିବା ଅତି ସହଜ ହୋଇଯାଇଛି । ଲୋକମାନେ ନାଚ ଏବଂ ମଜାଳିଆ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଏହା ମାଧ୍ୟମରେ ଟଙ୍କା ରୋଜଗାର କରିବା ଆରମ୍ଭ କରନ୍ତି । ଆଉ କିଛି ଲୋକ ଆପତ୍ତିଜନକ ବିଷୟବସ୍ତୁ ବା ଅଶ୍ଳୀଳ ଚିତ୍ର ପୋଷ୍ଟ କରନ୍ତି…

ଠିକ୍ ଗୀତ ନ ବାଜିବାରୁ ରାଗିଗଲେ କନ୍ୟା: ମଞ୍ଚକୁ ନ ଯିବାକୁ ଧରିଲେ ଜିଦ୍

ସମୟ ଥିଲା ବିବାହ ସମୟରେ କନ୍ୟାମାନେ ଲାଜ କରୁଥିଲେ, କିନ୍ତୁ ଆଜିକାଲି ରୀତିନୀତି ଟିକିଏ ବଦଳି ଯାଇଛି । କନ୍ୟାମାନେ କେବଳ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦକୁ ପ୍ରକାଶ କରୁନାହାନ୍ତି ନାହିଁ ବରଂ ସେମାନଙ୍କର ନଖରାମି ଦେଖାଇବାକୁ ମଧ୍ୟ ପଛାନ୍ତି ନାହିିଁ । ଏମିତି ଅନେକ ଭିଡିଓ ଏବେ ସୋସିଆଲ…

‘ୟୁପି ରାଜନୀତି’, ବିଜେପି ସହ ଲଢୁଛି ବିଜେପି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ସଂସଦଠୁ ଆରମ୍ଭ କରି ବିଧାନସଭା ଓ ତୃଣମୂଳ ସ୍ତରର ନିର୍ବାଚନରେ ବିଜେପି ଅତି ଭଲ ପ୍ରଦର୍ଶନ କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପରାଧୀ ଦମନ ମଡେଲକୁ ନେଇ ମଧ୍ୟ ଦେଶବ୍ୟାପୀ ଚର୍ଚ୍ଚା ହେଉଛି।…

‘ବଘେଲଙ୍କ ପ୍ରଶ୍ନ’, ମୋଦି କଣ ରାଷ୍ଟ୍ରପତିଙ୍କ ହାତରେ ଉଦଘାଟନ କରିବାକୁ ଦେବେ?

ଭୁବନେଶ୍ୱର: ଦେଶର ନୂଆ ସଂସଦ ଭବନ ଉଦଘାଟନ ପ୍ରସଙ୍ଗ ଏବେ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି। ଏପରିକି ଏହି ପ୍ରସଙ୍ଗକୁ କଂଗ୍ରେସ ଆଦିବାସୀଙ୍କ ପ୍ରତି ଅପମାନ ଓ ଅସମ୍ମାନର ଆଖ୍ୟା ଦେଇଛି। ରାଷ୍ଟ୍ରପତି ସଂସଦ ଭବନର ଉଦଘାଟନ କରିବା ପାଇଁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଲଗୁଡିକର…