Latest Odisha News

BREAKING NEWS

Browsing Category

ଫିଚର

କନ୍ଧମାଳରେ ସକ୍ରିୟ ଗଞ୍ଜାମର ଲୁଟେରା ଗ୍ୟାଙ୍ଗ, ୨ ମହିଳାଙ୍କ ସହ ୬ ଗିରଫ

ବାଲିଗୁଡ଼ା: ଲୁଟର ଦୁଇ ଦିନ ମଧ୍ୟରେ ପୋଲିସକୁ ସଫଳତା । ବନ୍ଧା ହେଲେ ଲୁଟେରା । ଗତ ୩ ତାରିଖରେ ଜନୈକ ବ୍ୟବସାୟୀଙ୍କ ଠାରୁ ଦିନ ଦ୍ୱିପ୍ରହରରେ ଫୁଲବାଣୀ ସହରରୁ ବ୍ଲାକ୍ ପଲସରରେ ଦୁଇ ଦୁର୍ବୃତ୍ତ ୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିଥିଲେ । ଏହି ମାମଲାରେ ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ…

ସବୁଠି ଜିତିବ ବିଜେଡି !

ଭୁବନେଶ୍ୱର: ଶଙ୍ଖମୟ ହିନ୍ଦୋଳ ଅତାବିରା। ଏନଏସି ନିର୍ବାଚନରେ ଶୁଭିଛି ଶଙ୍ଖନାଦ। ବିରୋଧୀ ବିଜେପି ବରଗଡ଼ ଅତାବିରାରେ ଖାତା ଖୋଲି ପାରି ନ ଥିବା ବେଳେ ଢେଙ୍କାନାଳ ହିନ୍ଦୋଳରେ କଂଗ୍ରେସ ଖାତା ଖୋଲି ପାରିନାହିଁ। ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ଅଧ୍ୟକ୍ଷ ପଦ ସହ ୧୨ ଟି…

ମେ’ରୁ ସାରା ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ

ଭୁବନେଶ୍ୱର: ମେ ୧ରୁ ସାରା ରାଜ୍ୟରେ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ। ଉଭୟ ଅନଲାଇନ ଏବଂ ଅଫଲାଇନରେ ହେବାକୁ ଥିବା ଏହି ସର୍ଭେ ମେ ୨୦ରେ ଶେଷ ହେବ। ୨୦୨୧ ମସିହାରେ ଓବିସି କମିଶନ ମାଧ୍ୟମରେ ପଛୁଆ ବର୍ଗ ସର୍ଭେ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ହେଲେ କୋଭିଡ଼୍ ପାଇଁ ସ୍ଥଗିତ ରହିଥିଲା।…

ହନୁମାନ ଚାଳିଶା ଚୌପାଇରେ ୪ ତ୍ରୁଟି ଦର୍ଶାଇଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ: ତୁଳସୀ ପୀଠାଧିଶ୍ୱର ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ହନୁମାନ ଚାଳିଶା ଚୌପାଇର ୪ଟି ତ୍ରୁଟି ଦର୍ଶାଇଛନ୍ତି । ଯେଉଁମାନେ ହନୁମାନ ଚାଳିଶାକୁ ମୁଦ୍ରଣ କରିଛନ୍ତି ସେମାନେ ଏହାକୁ ସଂଶୋଧନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ସେ ରାମଚରିତମାନସକୁ ରାଷ୍ଟ୍ରୀୟ ଗ୍ରନ୍ଥ ଘୋଷଣା…

ବିଭିନ୍ନ ସ୍ଥାନରେ ଆଇଟି ରେଡ୍, ତେଜିଲା ବିଜେପି-ବିଜେଡି ବୟାନବାଜି

ଭୁବନେଶ୍ୱର: ନୟାଗଡ଼ ଭାପୁରର ବିଜେଡି ନେତା ତଥା ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘର ଓ କାର୍ଯାଳୟରୁ ବୁଧବାର ଇନକମ ଟ୍ୟାକ୍ସ ଅଧିକାରୀମାନେ ନଗଦ ୨୫ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ତାଙ୍କ ପତ୍ନୀ ସାବିତ୍ରୀ ପ୍ରଧାନ ବ୍ଲକ ଅଧ୍ୟକ୍ଷା…

ଭାରତର ୫ କ୍ରିକେଟର ପାଇବେ ଏମସିସିରେ ଆଜୀବନ ସଦସ୍ୟତା

ନୂଆଦିଲ୍ଲୀ: ଭାରତର ୫ଜଣ ଷ୍ଟାର କ୍ରିକେଟରଙ୍କୁ ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଆଜୀବନ ସଦସ୍ୟତା ପ୍ରଦାନ କରାଯିବ । ଏହି ଖେଳାଳିମାନେ ହେଲେ ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ, ସୁରେଶ ରାଇନା, ମିଥାଲୀ ରାଜ ଓ ଝୁଲଣ ଗୋସ୍ୱାମୀ । ଚଳିତ ବର୍ଷ ଓଭରାଲ ୧୯ଜଣ ଖେଳାଳିଙ୍କୁ ଏହି ସମ୍ମାନ…

ହନୁମାନ ଜୟନ୍ତୀ ପାଇଁ ଆଗୁଆ ସତର୍କତା, ସବୁ ରାଜ୍ୟକୁ ଆଡଭାଇଜରୀ ଜାରି କଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଆସନ୍ତାକାଲି(ଗୁରୁବାର) ପବିତ୍ର ହନୁମାନ ଜୟନ୍ତୀରେ ଯେପରି ରାମନବମୀ ହିଂସାର ପୁନାରାବୃତ୍ତି ନ ଘଟେ ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ଆଡଭାଇଜରୀ ଜାରି କରାଯାଇଛି । ହନୁମାନ ଜୟନ୍ତୀର ଶାନ୍ତିପୂର୍ଣ୍ଣ ପାଳନ, ସତର୍କତା ଅବଲମ୍ବନ ସହ ଆଇନ ଶୃଙ୍ଖଳା…

ପ୍ରତି ସପ୍ତାହରେ ଗାଁକୁ ଯିବେ ବାବୁ: ସରକାରୀ ଯୋଜନାର ଲାଭ ପାଉଛନ୍ତି କି ନାହିଁ ଲୋକଙ୍କୁ ପଚାରି ବୁଝିବେ

ଭୁବନେଶ୍ୱର: ଗାଁ ଯିବେ ବାବୁ । ଦରକାର ପଡିଲେ ରାତି ରହଣୀ କରିବେ । ଟିକିନିଖି ଯାଞ୍ଚ କରିବେ ସରକାରୀ ଯୋଜନା କେତେ କାର୍ଯ୍ୟକାରୀ ହେଉଉି । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସଚିବଙ୍କୁ ଏପରି ନିର୍ଦ୍ଦେଶ ମିଳିଛି । ପ୍ରତିମାସରେ ଏହି ସରକାରୀ ଅଫିସରମାନେ ଗାଁକୁ ଯିବେ । ସ୍ୱାସ୍ଥ୍ୟ,…

ବିଧାନସଭା ସମ୍ମୁଖରେ ସ୍ଥାପିତ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳରେ ପୁନଃସ୍ଥାପିତ ହେବ ନବକୃଷ୍ଣ ଚୌଧୁରୀଙ୍କ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନୁଗୁଳ ସହରରେ ପୁନଃସ୍ଥାପନ କରାଯିବ । ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳ ଲାଗି ନୂତନ…

ମେସିଙ୍କୁ ୩୬୦୦ କୋଟି ଟଙ୍କା ଅଫର କଲା ସାଉଦି କ୍ଲବ ଅଲ ହିଲାଲ !

ରିୟାଦ: ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସି ପୁନର୍ବରେ ବିଶ୍ୱର ଧନୀ ଫୁଟବଲର ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ମେସି ଚଳିତ ସିଜନ ପରେ ଫ୍ରାନ୍ସର ପ୍ୟାରିସ ସେଂଟ ଜର୍ମନ କ୍ଲବ ଛାଡିବା ପାଇଁ ଚାହୁଁଛନ୍ତି । ନୂତନ ଚୁକ୍ତିପତ୍ରରେ ସେ ଏ ପର୍ଯ୍ୟନ୍ତ ସାଇନ କରି ନାହାନ୍ତି । ଏହି…