Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଆବଶ୍ୟକସ୍ଥଳେ ସମୟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ

ଭୁବନେଶ୍ୱର : ଆଜି(ମଙ୍ଗଳବାର)ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ଏଣିକି ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ। ପ୍ରବଳ ଖରାକୁ…

ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇପାରିବନି ନଗ୍ନ ଫଟୋ; ‘ଟେକ୍‌ ଇଟ୍‌ ଡାଉନ୍‌’ ଟୁଲ୍ ଲଞ୍ଚ କଲା ମେଟା

ନୂଆଦିଲ୍ଲୀ: ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଏବେ ‘ଟେକ୍‌ ଇଟ୍‌ ଡାଉନ୍‌’ ଟୁଲ୍ ଲଞ୍ଚ କରିଛି। ଏହି ଟୁଲ୍ ସାହାଯ୍ୟରେ ଫେସ୍‌ବୁକ କିମ୍ବା ଇନଷ୍ଟାଗ୍ରାମ୍‌ ଭଳି ସୋସିଆଲ୍ ମିଡିଆରେ ନ୍ୟୁଡ୍‌ କଣ୍ଟେଣ୍ଟ ଶେୟାର କରିବାରୁ ରୋକି ହେବ। ଏହି ଟୁଲ୍‌କୁ ନ୍ୟାସ୍‌ନାଲ ସେଣ୍ଟର ଫର୍…

ମୋଦିଙ୍କ ଉପରେ ବର୍ଷିଲେ ସୋନିଆ; କହିଲେ, ଅନ୍ୟର ପାଟି ଚୁପ କରାଇଦେଲେ ଦେଶ ସମସ୍ୟାର ସାମାଧାନ ହେବନି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କେନ୍ଦ୍ର ମୋଦିନ ସରକାର ଉପରେ ବର୍ଷିଛନ୍ତି । ମୋଦି ସରକାର କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିବା, ସଂସଦରେ ବିରୋଧୀଙ୍କୁ କହିବାର ସୁଯୋଗ ନ ଦେବା, ମିଡିଆକୁ ନିଜ ନିୟନ୍ତ୍ରଣରେ ରଖିବା, ନ୍ୟାୟପାଳିକାର…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ। ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍ କରି ଧମକ ଦେଲା ଯୁବକ। କହିଲା-ମୁଁ ଏକନାଥ ସିନ୍ଦେଙ୍କୁ ଉଡ଼ାଇ ଦେବି। ଏଥିକି କହିବା ପରେ ଯୁବକ ଜଣଙ୍କ ଫୋନ୍ କାଟି ଦେଇଥିଲା। ଗତକାଲି(ଏପ୍ରିଲ ୧୦) ବିଳମ୍ବିତ ସନ୍ଧ୍ୟାରେ…

କୋଇଲା ଖଣିରେ ଶ୍ରମିକଙ୍କ ଉପରେ ଚଢିଗଲା ବୋଲେରୋ, ୨ ମୃତ

ସୁନ୍ଦରଗଡ:  କୋଇଲା ଖଣିରେ ଅଘଟଣ । ବୋଲେରୋ ଉପରେ ଭାରୀଯାନ ମାଡିଯିବାରୁ ୨ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ  କାମ କରିବା ବେଳେ ଏପରି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଲାଞ୍ଚ ନେଉଥିଲେ ଶିକ୍ଷାଧିକାରୀ , ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ: ଲାଞ୍ଚ ନେଇ ଧରାପଡିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ । ଜଣେ ଶିକ୍ଷକଙ୍କଠାରୁ  ଲାଞ୍ଚ ନେଉଥିଲାବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଭିଜିଲାନ୍ସ ଟ୍ରାପରେ ପଡିଥିବା ଏହି ଶିକ୍ଷାଧିକାରୀଜଣକ ହେଉଛନ୍ତି ଶାନ୍ତନୁ କୁମାର ମଲ୍ଲିକ । ତାଙ୍କଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଛି ।…

ସକାଳୁ ସକାଳୁ ପିଲାଙ୍କୁ ନେଇ ଯାଉଥିଲା ସ୍କୁଲ ଭ୍ୟାନ; ରାସ୍ତାକଡକୁ ଓଲଟି ପଡିଲା

ଜଗତସିଂପୁର:ସକାଳୁ ସକାଳୁ ସ୍କୁଲ ପିଲାଙ୍କୁ ନେଇ ଯାଉଥିଲା ଟାଟା ଭ୍ୟାନ । ରାସ୍ତାକଡକୁ ଓଲଟି ପଡିଲା । ଏମିତି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ନିକଟ ସନ୍ତରାଗଡ଼ା ନିକଟରେ  । ଦୁର୍ଘଟଣାରେ ୧୧ ଛାତ୍ରଛାତ୍ରୀଙ୍କ ସମତେ ୨ ଜଣ ଶିକ୍ଷୟିତ୍ରୀ ଆହତ…

ମର୍ଣ୍ଣିଂୱକ ବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର: ବାଲେଶ୍ୱର  ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ତଥା ବିଜେପି ନେତା ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ସୋର ଥାନା ନିକଟରେ ଦୁବୃର୍ତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଲୋକନାଥ ମର୍ଣ୍ଣିଂୱାକରେ ଯାଉଥିବାବେଳେ ଏହି ଆକ୍ରମଣ ହୋଇଥିଲା । ସୋର ଥାନାଠାରୁ…

ହଜମକ୍ରିୟାରେ ସମସ୍ୟା ଦେଖାଯାଉଛି କି ?

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ…

ପାଖଉଛି ନିର୍ବାଚନ, ବଢୁଛି ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ୍ବ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତକି ପାଖେଇ ଆସୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଦ୍ବନ୍ଦ ସେତିକି ବଢ଼ିବାରେ ଲାଗିଛି। ବିହାର ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ବିଜେପିର ଏହି ଶୀର୍ଷ ନେତା ଚଳିତଥର ନିର୍ବାଚନ ଲଢ଼ିବେ…