Latest Odisha News

BREAKING NEWS

Browsing Category

ଫିଚର

ପୁରୀ ରେଳଷ୍ଟସନରେ ପହଞ୍ଚିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌

ପୁରୀ: ଆଜି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ପୁରୀ ରେଳଷ୍ଟେସନରେ ପହଞ୍ଚିଛି । ସଫଦରଜଙ୍ଗ ଷ୍ଟେସନରେ ପତାକା ଦେଖାଇ ଗତ ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳସେବାର ଶୁଭରାମ୍ଭ କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି…

ମାସିକ ଦରମା ବୃଦ୍ଧି ପାଇଁ ଦାବି କଲେ ବିଦ୍ୟୁତ କର୍ମଚାରୀ ସଂଘ

ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ନୂଆପୋଲ କଲ୍ୟାଣ ମଣ୍ଡପ ପରିସରରେ ଆଜି ମା’ ଶାରଳା ଇଲେକ୍ଟ୍ରିକାଲ ଏମ୍ପ୍ଲଇଜ ୟୁନିୟନର ପ୍ରଥମ ଅଧିବେଶନ ଭ୍ରମରବର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଇଛି। ସଭାରେ ଓଡ଼ିଶା ରାଜ୍ୟ କର୍ମଚାରୀ ସଂଘର ଅଧ୍ୟକ୍ଷ ରାମକୃଷ୍ଣ ପଣ୍ଡା, ଓଡ଼ିଶା ରାଜ୍ୟ…

ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା

ଯାଜପୁର : ସରସ୍ବତୀ ପୂଜା ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣା । ଯାଜପୁର ଦାନଗଦି ବ୍ଲକ ଶରତ ରାଉତ ଉଚ୍ଚ ବିଦ୍ୟାପୀଠରେ ଭୋଜି ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଥିବା ଘଟଣାରେ ଏବେ ଧିରେ ଧିରେ ସ୍ୱାଭାବିକ ହେଉଛି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା। ସରସ୍ୱତୀ ପୂଜା ଦିନ ସ୍କୁଲ ପରିସରରେ ହୋଇଥିବା ଭୋଜି…

୪୫ ବର୍ଷରେ କିଶୋରଙ୍କ ପରି ଚମକୁଛନ୍ତି; ଫିଟନେସ ପାଇଁ ଖର୍ଚ୍ଚ କରୁଛନ୍ତି ବାର୍ଷିକ ୧୬ କୋଟି

ନୂଆଦିଲ୍ଲୀ:  ଘାରିଛି ଫିଟ୍‌ନେସ୍‌ର ନିଶା  । ବୟସ୍କ ହେବାକୁ ଚାହୁନାହାଁନ୍ତି କିଛି ଲୋକ  । ସେଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା  ।  ସାଧାରଣତଃ ବୟସ ହୋଇଗଲେ ଆମ ଶରୀର ଅସୁସ୍ଥ ହେବା ସହ ଚର୍ମ ଲୋଚାକୋଚା ହୋଇଯାଏ  । କିନ୍ତୁ ଏହି ବାସ୍ତବତାକୁ ମାନିବାକୁ କିଛି ଲୋକ…

ପରିବା ବିକି ଘରକୁ ଫେରୁଥିଲେ, ଚାପିଦେଲା ଭ୍ୟାନ

କେନ୍ଦୁଝର:  ହାଟକୁ ପରିବା ନେଇ ଯାଇଥିଲେ । ବେପାର ସାରି ପଇସା ହିସାବ କରି ଘରକୁ ଫେରୁଥିଲେ । ହେଲେ ଘରେ ପହଞ୍ଚି ପାରିଲେନି । ଅଧାବାଟରେ ଯେମିତି ଛକି ବସିଥିଲା ଯମଦୂତ । ସାମ୍ନାପଟୁ ଆସି ଚାପିଦେଲା ଭ୍ୟାନ । ଚାଲିଗଲା ୪ ଜଣ ପରିବା ବିକାଳିଙ୍କ ଜୀବନ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ ।…

ଅନ୍ୟକୁ ଚାକରି ଦେବାବେଳେ ନିଜ ଚାକିରି ହରାଇଲେ ଗୁଗୁଲ୍ ସିଇଓ

 କାହା ଭାଗ୍ୟ କେତେବେଳେ, କେମିତି ବଦଳିଯିବ, ତାହା କେହି କହି ପାରିବେ ନାହିଁ । ନିକଟରେ ଗୁଗୁଲ୍ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲାଯ । କମ୍ପାନୀର ହଠାତ୍ ଏପରି ନିଷ୍ପତ୍ତି ସମସ୍ତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ​​| ହେଲେ ଅନ୍ୟକୁ ଚାକରି ଦେବାବେଳେ ଯେ ନିଜ ଚାକିରି…

ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଦିଶପୁର: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ୬୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ତେବେ ଏହି ଲିଷ୍ଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ନାଁ ନାହିଁ। ତେଣୁ ସେ ୨୦୨୩…

ପରଲୋକରେ ସାହିତ୍ୟିକ ହୁସେନ ରବି ଗାନ୍ଧୀ

କଟକ : ବିଶିଷ୍ଟ କବି,ସାହିତ୍ୟିକ, ସଙ୍ଗଠକ , ବାଗ୍ମୀ ତଥା ଓଡି଼ଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀଙ୍କର ପରଲୋକ ଘଟିଛି। ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଗତ କିଛିଦିନ ଧରି ସେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ…

ଖୋଲିବ କେଦାରନାଥ ଧାମ, ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ : ସାରା ଦେଶରେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଥଣ୍ଡା ଓ ତୁଷାରପାତ ଯୋଗୁଁ କେଦାରନାଥ ଧାମ ବନ୍ଦ ରହିଛି। ହିନ୍ଦୁ ମାନଙ୍କ ରୀତିନୀତି ଅନୁସାରେ ଚାରିଧାମର ମହତ୍ଵ ରହିଥିବାବେଳେ ଏବେ ଚାରିଧାମ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଚାରିଧାମ ମଧ୍ୟରେ ହିମାଳୟ ପାଦଦେଶରେ…

ସନାତନ ଧର୍ମ ଆମର ରାଷ୍ଟ୍ର ଧର୍ମ, ଭଗବାନ ରାମଙ୍କ ମନ୍ଦିର ରାଷ୍ଟ୍ରୀୟ ମନ୍ଦିର: ଯୋଗୀ ଆଦିତ୍ୟ ନାଥ

ଜୟପୁର: ସନାତନ ଧର୍ମ ଆମର ରାଷ୍ଟ୍ର ଧର୍ମ। ତେଣୁ ଆମେ ସମସ୍ତେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଛାଡ଼ି ଏହି ରାଷ୍ଟ୍ରୀୟ ଧର୍ମ ସହ ଯୋଡ଼ି ହେବା ଉଚିତ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅତୀତରେ ଯଦି ଆମ ଧର୍ମସ୍ଥଳକୁ ଅପବିତ୍ର…