Latest Odisha News

BREAKING NEWS

Browsing Category

ଫିଚର

ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହୋଇ ରାହୁଲଙ୍କ ସହ ଚାଲିଲେ ମେହେବୁବା ମୁଫ୍‌ତୀ

ଶ୍ରୀନଗର: ସୁରକ୍ଷାରେ ଅବହେଳା ଅଭିଯୋଗ କରି ଗତକାଲି ଜାମ୍ମୁ-କାଶ୍ମୀରରେ ଭାରତ ଯୋଡ଼ ଯାତ୍ରା ବନ୍ଦ କରିଥିଲା କଂଗ୍ରେସ। ଶନିବାର ସକାଳୁ ପୁଣି ଜମ୍ମୁର ଅୱନ୍ତିପୋରାରୁ ଯାତ୍ରା ଆରମ୍ଭ ହୋଇଛି। ଆଜିର ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଛନ୍ତି ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତୀ।…

ପରସ୍ପର ସହ ଧକ୍କା ହୋଇ ଜଳିଗଲା ୨ ବାୟୁସେନା ବିମାନ

ଭୋପାଳ: ପରସ୍ପର ସହ ଧକ୍କା ହେଲେ ଦୁଇ ବାୟୁସେନା ବିମାନ। ଶନିବାର ମଧ୍ୟପ୍ରଦେଶର ମୋରେନା ନିକଟରେ ସୁଖୋଇ-୩୦ ଏବଂ ମିରାଜ ୨୦୦୦ ଏୟାରକ୍ରାଫ୍ଟ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁଇ ଏୟାରକ୍ରାଫ୍ଟ ଧକ୍କା ହେବା ପରେ ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ…

ସ୍ତ୍ରୀକୁ ପୋଡ଼ି ମାରିଦେଇଥିଲା ପିଶାଚ ସ୍ୱାମୀ, ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ମୁମ୍ବାଇ: ଆଜି ବି ଯୌତୁକର ପ୍ରଲୋଭନ ଲୋକଙ୍କୁ କ୍ରୁର କରିଦେଉଛି । ଯୌତୁକ ପାଇଁ ଜୀବନ ନେବାକୁ ବି ପଛାଉ ନାହାଁନ୍ତି ଲୋକେ । ଏଭଳି ଘଟଣା ମୁମ୍ବାଇର ଉପନଗରୀ ମୁଲୁଣ୍ଡରୁ ଆସିଛି । ଜଣେ ପୂର୍ବତନ ଦମକଳ କର୍ମଚାରୀ ଯୌତୁକ ପାଇଁ ନିଜ ସ୍ତ୍ରୀକୁ ପୋଡ଼ି ମାରି ଦେଇଥିଲେ। ପରେ…

ହସ୍‌ପିଟାଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଡାକ୍ତରଙ୍କ ସହ ୬ ଜଣଙ୍କ ମୃତ୍ୟୁ

ଧାନବାଦ: ହସ୍‌ପିଟାଲ୍‌ରେ ନିଆଁ ଲାଗିବାରୁ ଅଣନିଶ୍ୱାସୀ ହୋଇ ଦୁଇ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଝାରଖଣ୍ଡ ଧାନବାଦର ପୁରୁଣା ବଜାରରେ ଥିବା ହାଜ୍ରା ହସ୍‌ପିଟାଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା…

ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା

ବେଙ୍ଗାଲୁରୁ: ଗୋ ଫାଷ୍ଟ ଏୟାରଲାଇନ୍ସ ବିମାନ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିବା ପଡ଼ିଲା ମହଙ୍ଗା । ଗୋ ଫାଷ୍ଟ ଏୟାରଲାଇନ୍ସ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଜୋରିମାନା । ଜାନୁଆାରୀ ମାସ ୯ ତାରିଖରେ ୫୫ ଜଣ ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ି ଉଡାଣ ଭରିଥିଲା ଗୋ ଫାଷ୍ଟ ବିମାନ।…

ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ; ୭ ଜଣଙ୍କୁ ଗୁଳି କରି ହତ୍ୟା

ଜେରୁସେଲମ: ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ। ଲୋକଙ୍କୁ ଉପରେ ଆଖିବୁଜା ଗୁଳି ଚଳାଇଲା ଆତଙ୍କବାଦୀ। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଇସ୍ରାଏଲ୍‌ ପୁଲିସ ସୂଚନା ଦେଇଛି। ଇସ୍ରାଏଲ୍‌ ତବ୍‌ଜାରେ ଥିବା ପୂର୍ବ ଜେରୁସେଲମର ଆରାଧନା ସ୍ଥଳ ନିକଟରେ ଏହି ଗୁଳିକାଣ୍ଡ ଘଟିଛି। ଶକ୍ରବାର ଜଣେ…

ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ:ଆଜି ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। କରୋନା ପାଇଁ ଦୁଇ ବର୍ଷ ଚନ୍ଦ୍ରଭାଗ ସ୍ନାନ ବାଧାପ୍ରାପ୍ତ ହେବା ପରେ ଆଜି ଭୋର ପ୍ରାୟ ୫ଟା ସମୟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। ତ୍ରିବେଣୀଶ୍ୱର,ଐଶାନେଶ୍ୱର…

ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା । ଆରମ୍ଭରୁ ଜମିଲାଣି ବାବାଙ୍କ ମେଳି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ କରିବେ ଯଜ୍ଞ । କରୋନା କଟକଣା ନଥିବାରୁ ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ…

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର : ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି  ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଫାଟକରେ ।  ଆଜି ସକାଳୁ ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି  ସ୍ଥିତ ଲେବଲ୍ କ୍ରସିଂ ପାରି ହେଲା ବେଳେ ଧକ୍କା ଦେଲା ଟ୍ରେନ୍ । ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗିରର…

ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ଓଡ଼ିଆ ଖାଦ୍ୟ, ଆଜି ଆୟୋଜିତ ହେବ ପ୍ୟାକେଜିଂ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ କର୍ମଶାଳା ଆୟୋଜିତ ହେବ। ଆଜି ପୂର୍ବାହ୍ନ ୧୦.୩୦ ଠାରୁ ଭୁବନେଶ୍ୱର ସ୍ଥିତ ହୋଟେଲ ଦି ନିଉ ମାରିଅନରେ ଆୟୋଜନ କରାଯିବ। କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କର…