Latest Odisha News

BREAKING NEWS

Browsing Category

ଫିଚର

ଗର୍ଭଧାରଣ ପାଇଁ ମହିଳାଙ୍କୁ ଖୁଆଇଲେ ମଣିଷ ହାଡ଼ଗୁଣ୍ଡ

ପୁଣେ: ଗର୍ଭଧାରଣ ପାଇଁ ଜବରଧସ୍ତି ଖାଇଲେ ମଣିଷ ହାଡ଼ଗୁଣ୍ଡ  । ଏପରି ଚାଞ୍ଚଲ୍ୟକର ଖବର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳର ବୋଲି ଜଣାପଡ଼ିଛି  । ସନ୍ତାନ ଧାରଣ ପାଇଁ ସ୍ଥାନୀୟ ତାନ୍ତ୍ରିକଙ୍କ ପରାମର୍ଶକ୍ରମେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଓ ଶାଶୂଘରର ଅନ୍ୟ ସଦସ୍ୟମାନେ ଜବରଦସ୍ତି ମଣିଷ…

ହକି ବିଶ୍ୱକପ: ଆଘାତ ସମସ୍ୟା ଯୋଗୁ ଓହରିଲେ ହାର୍ଦ୍ଦିକ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଶନିବାର ଭାରତୀୟ ଟିମକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂ ଆଘାତ ସମସ୍ୟା ଯୋଗୁ ବାକିଥିବା ମ୍ୟାଚରୁ ଓହରି ଯାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ପୂର୍ବରୁ ସିନିୟର ମିଡ ଫିଲ୍ମର ହାର୍ଦ୍ଦିକ ଓହରିବା ଟିମ…

୧୨ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ: ବଢିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍

ଭୁବନେଶ୍ୱର :  ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି ପାଇଛି । ଏହା ପିଛିଲା ଭାବେ ଜାନୁଆରୀ ୧, ୨୦୨୨ରୁ ଲାଗୁ କରାଯିବ । ଏହାଦ୍ୱାରା ୧୫ ହଜାର ୭୧୧ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ  ଅତରିକ୍ତ ୨୯୦…

ଭାରତୀୟ ରେସଲିଂର କଳା ଅଧ୍ୟାୟ: ହଟିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ: ଷ୍ଟାର ରେସଲର ଓ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛି । ଦେଶ ଏବଂ ବିଦେଶରେ ଭାରତର ମାନ ତଳେ ପଡିଛି । ରେସଲରଙ୍କ ଜିଦ ପରେ ବ୍ରିଜଭୂଷଣ ତାଙ୍କ ପଦରୁ ହଟିବାକୁ ପଡିଛି । ଆସନ୍ତୁ ଜାଣିବା ଏହାର…

ସିଟ ବେଲ୍ଟ ପିନ୍ଧି ନ ଥିବାରୁ ଜରିମାନା ଦେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯାଏ । ଏପରିକି ଏଥିରୁ ବାଦ ପଡନ୍ତି ନାହିଁ ପ୍ରଧାନମନ୍ତ୍ରୀ । ରିପୋର୍ଟ ମୁତାବକ ରିଷି ସୁନକ କାରରେ ବସିଥିବା ବେଳେ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ସମ୍ମୁଖକୁ ଆସିବା ପରେ ବ୍ରିଟେନ…

ଖାଇକୁ ଖସିଲା ମିନିବସ୍‌, ଚାଲିଗଲା ୫ ଜଣଙ୍କ ଜୀବନ

ଶ୍ରୀନଗର: ଜାମ୍ମୁକଶ୍ମୀରର କଠୁଆ ଜିଲ୍ଲାରେ ବଡ଼ ଅଘଟଣ  । ଖାଇକୁ ଖସିଲା ମିନିବସ୍‌  । ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି  । ସୂଚନା ଅନୁଯାୟୀ, ଜାମ୍ମୁକଶ୍ମୀରର ବିଲ୍ଲାୱାର୍‌ ଅନ୍ତର୍ଗତ ସିଲା ଗାଁରେ ଦୁର୍ଘଟଣା ଘଟିଛି। କୌଗ୍‌ରୁ ଲୋକମାନଙ୍କୁ ନେଇ…

ସ୍ୱାତୀ ମାଲିୱାଲ୍‌ଙ୍କ ସହ ଘଟିଥିବା ଘଟଣାକୁ ବିଜେପି ମିଛ ବୋଲି କହିବା ପରେ କଡ଼ା ସମାଲୋଚନା କଲେ ସ୍ୱାତୀ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲଙ୍କୁ କାର୍‌ରେ ଏକ ମଦୁଆ ଡ୍ରାଇଭର ୧୦-୧୫ ମିଟର ଘୋଷାରି ନେବା ଘଟଣାକୁ ବିଜେପି ନେତା ମିଛ ବୋଲି କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱାତୀ। ସେ ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ବିଜେପି ମିଛ ଓ ଖରାପ କଥା…

ଶୀତରେ ଥରୁଛି କାବୁଲ : ୭୮ଜଣଙ୍କ ମୃତ୍ୟୁ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଶୀତର ଲହରୀ । ଯାହା ଫଳରେ  ସପ୍ତାହକ ମଧ୍ୟରେ କାବୁଲରେ ପ୍ରାୟ ୭୮ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଲିବାନ ନେତୃତ୍ବାଧୀନ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ଦ୍ବାରା ପ୍ରାୟ ୧୦ ଲକ୍ଷ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ଆର୍ଥିକ ସହାୟତା…

ମସ୍କୋରୁ ଗୋଆ ଆସୁଥିବା ବିମାନରେ ଅଛି ବୋମା; ଧମକ ପରେ ଉଜବେକିସ୍ତାନରେ ଲାଣ୍ଡିଂ କଲା ଫ୍ଲାଇଟ୍‌

ନୂଆଦିଲ୍ଲୀ: ଋଷ ରାଜଧାନୀ ମସ୍କୋରୁ ଭାରତର ଗୋଆକୁ ଆସୁଥିବା ଏକ ଚାଟାର୍ଡ ବିମାନରେ ବୋମା ଖଞ୍ଜାଯାଇଥିବା ଧମକ ମିଳିବା ପରେ ଭାରତ ନ ଆସି ସଂଗେ ସଂଗେ ଗତିପଥ ବଦଳାଇ ଉଜବେକିସ୍ତାନର ଲାଣ୍ଡ କଲା ବିମାନ। ଶନିବାର ଭୋରରୁ ଏହି ଘଟଣା ଘଟିଛି। ଋଷର ପର୍ମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ…

ବିରାଡ଼ିକୁ ହତ୍ୟା କରିବା ସନ୍ଦେହରେ ୩୦ ପାରାକୁ ବିଷ ଦେଇ ଦେଲେ ପଡ଼ୋଶୀ

ଶାହଜାହାନ୍‌ପୁର: କ୍ରୋଧ ଯୋଗୁଁ ଚାଲିଗଲା ୩୦ ପାରାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ପଡ଼ୋଶୀ ପାରାକୁ ବିଷଖାଦ୍ୟ ଦେଇ ମାରିଥିବା ଅଭିଯୋଗ । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଥାନା ସଦର ବଜାର ଅଞ୍ଚଳର ଆବିଦ୍‌ ନାମକ ବ୍ୟକ୍ତିଙ୍କର ବିରାଡ଼ି ହଜିଯାଇଥିଲା ।…