Latest Odisha News

BREAKING NEWS

Browsing Category

ଫିଚର

ସାରା ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ, ଦିଶୁନି ଟ୍ୱିନ୍‌ ସିଟି

ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ କୁହୁଡ଼ି ଦେଖାଦେଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଫଳରେ ୨୦ରୁ ୩୦ ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନାହିଁ । ଖାଲି ଭୁବନେଶ୍ୱର ନୁହେଁ ଘନକୁହୁଡ଼ିର ଆସ୍ତରଣରେ ଘୋଡେଇ ହୋଇଛି କଟକ…

ତ୍ୱଚାର ଚମକ ବୃଦ୍ଧି କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ…

ଗୋରା ଓ କୋମଳ ତ୍ୱଚା ସମସ୍ତଙ୍କୁ ପସନ୍ଦ। ମାତ୍ର ଶୀତଦିନେ ତ୍ୱଚାର ଚମକ ଓ ଗୋରାପଣ ହ୍ରାସ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ନୂଆ ଉପାୟ ଆପଣେଇବା । କ୍ଷୀରର ବ୍ୟବହାର କରିବା ବେଶ ଲାଭଦାୟକ। କ୍ଷୀରର ବ୍ୟବହାର ବିଷୟରେ ତ ସଭିଁଙ୍କୁ ଜଣା ।ତେବେ ଏହି କ୍ଷୀରର ବ୍ୟବହାର କରି…

ହକି ବିଶ୍ୱକପ: ଭାରତ ୦, ଇଂଲଣ୍ଡ ୦

ରାଉରକେଲା: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବିଶ୍ୱକପ ହକିର ଏକ ରୋମାଂଚକ ମୁକାବିଲା ଗୋଲ ଶୂନ୍ୟ ଭାବେ ଶେଷ ହୋଇଛି । ଷ୍ଟାଡିୟମରେ ୨୧୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଏହି ରୋମାଂଚକର ମ୍ୟାଚକୁ ଭରପୂର ଉପଭୋଗ କରିଥିଲେ । ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଏବଂ…

ଦିନିକିଆ କ୍ରିକେଟରେ ଭାରତର ବଡ଼ ବିଜୟ, ୩୧୭ ରନରେ ହାରିଲା ଶ୍ରୀଲଙ୍କା

ଥିରୁଅନନ୍ତପୁରମ: ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜକୁ ଭାରତ ୩-୦ରେ ଜିତି ନେଇଛି । ଏଥିସହ ଦିନିକିଆ କ୍ରିକେଟ୍ ଇତିହାସରେ ଭାରତ ସବୁଠୁ ବଡ଼଼ ବିଜୟ ହାସଲ କରିଛି । ୩୧୭ ରନରେ ତୃତୀୟ ଦିନିକିଆ ଜିତିଛି ଭାରତ । ବିରାଟ କୋହଲି ଅପରାଜିତ ୧୬୬ ରନର ପାଳି ଖେଳିଥିଲେ । ପ୍ରଥମେ…

ୟୁଏଇ ଫୁଟବଲ ଲିଗ: ମେସିଙ୍କୁ ୨୪୪୦ କୋଟି ଟଙ୍କାରେ ନେଇପାରେ ଅଲ ହିଲାଲ

ରିୟାଦ: କ୍ରିଷ୍ଟିଆନ ରୋନାଲ୍ଡୋ ସାଉଦି ଆରବ କ୍ଲବ ସହିତ ଜଡିତ ହେବା ପରେ ଏବେ ସମସ୍ତଙ୍କ ନଜର ଆର୍ଜେଂଟିନା ଷ୍ଟାର ଲିଓନେଲ ମେସିଙ୍କ ଉପରେ ରହିଛି । ରିପୋର୍ଟ ମୁତାବକ ଅଲ ହିଲାଲ କ୍ଲବ ମେସିଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏପରିକି ବାର୍ଷିକ ୨୪୪୦ କୋଟି ଟଙ୍କା ଦେବା ପାଇଁ କ୍ଲବ…

ହକି ବିଶ୍ୱକପ: ୱେଲ୍ସକୁ ହରାଇ ଖାତା ଖୋଲିଲା ସ୍ପେନ

ରାଉରକେଲା: ଓଡିଶାରେ ଚାଲିଥିବା ବିଶ୍ୱକପ ହକିରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ସ୍ପେନ ୫-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଛି । ଏଥିସହ ଚଳିତ ବିଶ୍ୱକପରେ ସ୍ପେନ ବିଜୟ ଖାତା ଖୋଲିଛି । ପୂର୍ବରୁ ସ୍ପେନ ୦-୨ ଗୋଲରେ ଭାରତ ନିକଟରୁ ପରାଜିତ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଉଭୟ ଟିମ…

ଆସନ୍ତାକାଲିଠୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଚେକିଂ ଜୋରଦାର କରାଯିବ। ଯେଉଁ ଗାଡ଼ିଗୁଡ଼ିକର ନମ୍ବରର ଶେଷ ସଂଖ୍ୟା ୧ରୁ ୬ ଥିବ ସେହି ଗାଡ଼ିଗୁଡ଼ିକ ଚେକିଂ ପରିସରକୁ ଆସିବ। ତେବେ ଚେକିଂର ପ୍ରଥମ ସପ୍ତାହରେ ନିୟମ ଖିଲାପକାରୀଙ୍କୁ କେବଳ ଚେତାବନୀ ଦେଇ…

ଅନୁଗୁଳ NH-୫୩ର ସମ୍ପ୍ରସାରଣ ପାଇଁ ୧୭୪ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ, ବେବୀ ବମ୍ପ ଫଟୋ ଶେୟାର କଲେ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବେଶ ଉତ୍ସାହିତ ଅଛନ୍ତି। ପରିବାରରେ ଖେଳିଯାଇଛି ଆନନ୍ଦର ଲହରୀ । ମକର ସଂକ୍ରାନ୍ତି ଅବସରରେ ଉପାସନା ପ୍ରଥମ ଥର ଲାଗି ନିଜର ବେବି…

ସଚିନଙ୍କୁ ପଛରେ ପକାଇଲେ କୋହଲି, ଶ୍ରୀଲଙ୍କା ସମ୍ମୁଖରେ ୩୯୧ ରନର ଟାର୍ଗେଟ

ଥିରୁୱନ୍ତପୁରମ: ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବିରାଟ କୋହଲି ଓ ଶୁଭମନ ଗିଲ(୧୧୬)ଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ୩୯୧ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । କୋହଲି ୧୧୦ ବଲର ସମ୍ମୁଖୀନ ହୋଇ ୧୪ ଚୌକା ଓ ୨ ଛକା ବଳରେ ୧୬୬ ରନ କରି ଅପରାଜିତ ରହିଥିଲେ । ଏହା ତାଙ୍କ…