Latest Odisha News

BREAKING NEWS

Browsing Category

ଫିଚର

ତୁଟିଲା ବିବାଦ; ତିନିଦିନ ପରେ ଆରମ୍ଭ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ତିନି ଦିନ ଓପାସରେ ରହିବା ପରେ ଆଜି ଆରମ୍ଭ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ୪ ନିଯୋଗ ମଧ୍ୟରେ ଆଲୋଚନା ପରେ ବିବାଦର ସମାଧନ ହୋଇଛି । ଏହା ପରେ ପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ସୂଚନାଥାଉ କି,  …

ମୁସ୍‌ଲିମ ବୁଦ୍ଧିଜୀବୀଙ୍କ ସହ ନୀତୀଶଙ୍କ ରୁଦ୍ଧ ଦ୍ୱାର ବୈଠକ: କହିଲେ, ବିଜେପି ଓ AIMIMକୁ ଗୋଟେ ବି ଭୋଟ୍ ବି ଦିଅନି

ପାଟନା: ଆଗକୁ ୨୦୨୪ ନିର୍ବାଚନ ଆସୁଛି। ତେଣୁ ବିଜେପିକୁ ଯେମିତି ଗୋଟିଏ ବି ମୁସ୍‌ଲିମ ଭୋଟ୍ ନ ମିଳେ ସେଥିପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିଦେଲେଣି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏନେଇ ସୋମବାର ନୀତୀଶ ରାଜ୍ୟର ମୁସଲିମ ବୁଦ୍ଧିଜୀବୀଙ୍କୁ ଡାକି ରୁଦ୍ଧ ଦ୍ୱାର ବୈଠକ କରିଥିଲେ। ବିଜେପି…

ଚୀନ-ଭାରତ ସେନା ମୁହାଁମୁହିଁ ଘଟଣା ପରେ ପ୍ରଥମ ଥର ପାଇଁ ଅରୁଣାଚଳ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଉଛନ୍ତି । ତବାଙ୍ଗ ସେକ୍ଟରରେ ଏଲଏସିରେ ଭାରତ-ଚୀନ ମୁହାଁମୁହିଁ ହେବା ପରେ ଏହା ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରଥର ଅରୁଣାଚଳ ଗସ୍ତ । ଏହି ଅବସରରରେ ରାଜନାଥ ସିଂହ ଅନେକ  ବିକାଶ ମୂଳକ ଯୋଜନାର ଉଦ୍ଘାଟନ…

ବାପା ତିଆରି କରିଥିବା ଷ୍ଟାଡିୟମରେ ଖେଳିବ ପୁଅ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ବେଙ୍ଗଲ ଓ ଉତରାଖଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବେଙ୍ଗଲ ପକ୍ଷରୁ ଖେଳୁଥିବା ଅଭିମନ୍ୟୁ ଈଶ୍ୱରନ ପ୍ରଥମ ରଣଜୀ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତେବେ ସବୁଠାରୁ ମଜାର କଥା ନିଜ ନାମରେ ନାମିତ ଷ୍ଟାଡିୟମରେ ସେ ତାଙ୍କ କ୍ରିକେଟ…

ଭୟଙ୍କର ସଡ଼କ ଦୁର୍ଘଟଣା, ଗୋଟିଏ ପରିବାରର ୫ ମୃତ

ତାମିଲନାଡ଼ୁ : ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୋଟିଏ ପରବାରରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଦୁଃଖଦ ସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳୁ ତ୍ରିଚି ଚେନ୍ନାଇ ଜାତୀୟ ରାଜପଥରେ ୨ ଟି…

ଆସନ୍ତୁ ଜାଣିବା କିଏ ଭବିଷ୍ୟବାଣୀ କଲେ ଯେ, ପଠାନ ଫିଲ୍ମ ନାଁ ବଦଳିବ, ରିଲିଜ ତାରିଖ ଘୁଂଚିବ

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ କମାଲ ଆର ଖାଁଙ୍କ ପଠାନକୁ ନେଇ କରିଥିବା ଭବିଷ୍ୟବାଣୀ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି ପଠାନ ଫିଲ୍ମର ନାମ ବଦଳିବ । ଆଉ ମେକର୍ସ ଏହାର ରିଲିଜ ତାରିଖ ଘୁଂଚାଇବା ପାଇଁ ଯୋଜନା କରୁଛନ୍ତି । ସେହିପରି ଫିଲ୍ମରେ ଥିବା ବିବାଦୀୟ ଗୀତ ଭଗବା ମଧ୍ୟ ହଟିବ ।…

୩ ମାସର ଶିଶୁକୁ ତିନିମହଲାରୁ ଫିଙ୍ଗିଦେଲା ମା’; କାରଣ ଶୁଣିଲେ ଆଖି ଓଦା ହୋଇଯିବ

ଅହମଦାବାଦ:୧୦ ମାସ ଗର୍ଭ ଯନ୍ତ୍ରଣା ସହି ସନ୍ତାନକୁ ଜନ୍ମ ଦେଲା, କିନ୍ତୁ ୩ ମାସ ସମ୍ଭାଳି ପାରିଲାନି ଶିଶୁକୁ ! ଏକଥା କ’ଣ କେବେ ସମ୍ଭବ ହୋଇପାରେ ? କଅଁଳ ଶିଶୁକୁ  ମା’ କ’ଣ କେବେ ଏତେ ନିର୍ଦ୍ଦୟ ଭାବେ ଫିଙ୍ଗି ଦେଇପାରେ ? ଏ କେମିତି ମା’ କେଜାଣି ? ତିନିମାସର ସନ୍ତାନର ମୋହ ତୁଟାଇ ତାକୁ…

ବିଜେଡି ନେତା ଓ ଦୁଇ କନେଷ୍ଟବଳଙ୍କୁ ବାନ୍ଧିଲା ଅବକାରୀ ପୋଲିସ

ଭୁବନ (ଆଶୁତୋଷ ପଟ୍ଟନାୟକ): ଶାସକ ଦଳ ବିଜୁ ଜନତା ଦଳର ନେତା ସୁବାସ ମାଝୀ ଗିରଫ। ନକଲି ମଦ କାରଖାନା ଚଳାଇବା ଅଭିଯୋଗରେ ଅବକରୀ ବିଭାଗର ପୋଲିସ ଦ୍ୱାରା ଚଢାଉ ବେଳେ ରଙ୍ଗେ ହାତ ଗିରଫ ହୋଇଛନ୍ତି। ଢେଙ୍କାନାଳ ଭୁବନର ଏହି ନେତା ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ…

ଆସିଲା ପୋଷ୍ଟମର୍ଟମ ରିପୋର୍ଟ; ବିଷକ୍ରିୟାରୁ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ

କେନ୍ଦୁଝର : ବିଷକ୍ରିୟାରୁ କେନ୍ଦୁଝର ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ପୋଷ୍ଟମର୍ଟମ ପରେ ବିଷ କ୍ରିୟାରୁ ମୃତ୍ୟୁ ହୋଇଥିବା କହିଛି ବିଭାଗ । ଜବତ ବିଷ ବୋତଲକୁ ଫରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯିବ । ଯୋଡ଼ା ହେଲଥ୍ ଆଣ୍ଡ୍…

କୋଇଲା ବୋଝେଇ ଟ୍ରକ୍ ପଛରୁ ପିଟିଲା ସ୍କୁଟି, ୨ ମୃତ ଜଣେ ଗୁରୁତର

ଯାଜପୁର: ଟମକା ଥାନା ଅନ୍ତର୍ଗତ ଫୁଲଝର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ସ୍କୁଟିରେ ୩ ଜଣ ଯୁବକ ଟମକା ଆଡକୁ ଯାଉଥିଲେ ସେହି ରାସ୍ତା ପାର୍ଶ୍ବରେ…