Latest Odisha News

BREAKING NEWS

Browsing Category

ଫିଚର

ଅଞ୍ଜଳି ସହିତ ସ୍କୁଟିରେ ବସିଥିଲେ ସାଙ୍ଗ, ବୟାନ ରେକର୍ଡ କଲା ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର ସୁଲତାନପୁରୀ କଞ୍ଝାଓ୍ୱାଲା ସଡକ ଦୁର୍ଘଟଣାରେ ନୂଆ ତଥ୍ୟ ପଦାକୁ ଆସିଲା । ହୃଦୟ ବିଦାରକ ଦୁର୍ଘଟଣାରେ ମୃତ ଅଞ୍ଜଳି ସିଂ ସେଦିନ ଏକା ନଥିଲେ । ସେ ସ୍କୁଟି ପଛରେ ବସିଥିଲେ ଆଉ ସାଙ୍ଗ ଗାଡ଼ି ଚଲାଉଥିଲେ। ଦିଲ୍ଲୀ ପୁଲିସ ଅଞ୍ଜଳିଙ୍କ ରୁଟ୍ ଟ୍ରେସ କରିବା ପରେ ଏହା…

ଓଠ ଫାଟୁଥିଲେ ଲଗାନ୍ତୁ ହଳଦୀ ଲିପ୍‌ ବାମ୍….ପ୍ରସ୍ତୁତ କେମିତି କରିବେ ଜାଣନ୍ତୁ…

ଓଠ ମୁହଁର ସୌନ୍ଦର୍ଯ୍ୟତା ବଢ଼ାଇଥାଏ । ସୁନ୍ଦର ଓଠ ସମସ୍ତଙ୍କୁ ଦରକାର । ତେଣୁ ଓଠର ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଁ ଆମେ ବିଭିନ୍ନ ଉପାୟ ଆପଣେଇ ଥାଉ ।  କିପରି ଆମ ଓଠ ସୁନ୍ଦର ଦେଖାଯିବ । ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ’ଣ ଲଗାଇଥାଉ।…

ସିବିଏସଇ ଦ୍ୱାଦଶ,ଦଶମ ପରୀକ୍ଷାକୁ ନେଇ ବଡ ଖବର: ଡେଟସିଟରେ ପରିବର୍ତ୍ତନ ଆଣିଲା ବୋର୍ଡ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସିବିଏସଇ ବୋର୍ଡ ପରୀକ୍ଷା ୨୦୨୩  ପରୀକ୍ଷା ତାରିଖରେ ସାମାନ୍ୟ ପରିବର୍ତ୍ତନ ଆସିଛି । ସିବିଏସଇ ଗୁରୁବାର ଦ୍ୱାଦସ ଏବଂ ଦଶମ ପରୀକ୍ଷାର ଡେଟସିଟ ଜାରି କରିଥିଲେ । ଡେଟସିଟ ଜାରି କରିବାର ୩ ଦିନ ପରେ ଦ୍ୱାଦଶ ପରୀକ୍ଷା ଟାଇମଟେବୁଲରେ…

ନୂଆବର୍ଷରୁ ୩ ଦିନ ହେଲା ପ୍ରଭୁ ଲିଙ୍ଗରାଜ ଉପାସରେ, ସମାଧାନ ବାଟ ଫିଟୁନି

ଭୁବନେଶ୍ୱର : ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ନୂଆବର୍ଷରୁ ଲାଗିରହିଛି ବିବାଦ । ଲଗାତାର ତିନି ଦିନ ହେଲା ଅଚଳାବସ୍ଥା । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯାଇଥିଲେ । ଭୋଗ ମାରାକୁ ନେଇ ଲାଗିରହିଛି ବିବାଦ । ମାରା ଭୋଗକୁ ଅମଣିଆ କୂଅରେ ପକାଯିବା…

ପାରାଦୀପ ପୋର୍ଟରେ ରୁଷୀୟ ନାଗରିକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ପାରାଦୀପ : ରାୟଗଡାରେ ୨ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଉପରୁ ପରଦା ହଟିନଥିବା ବେଳେ ଆଉ ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି । ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ଠାବ ହୋଇଛି । ସେ ଜାହାଜର ଚିଫ୍ ଇଞ୍ଜିନିୟର । ନାଁ…

ମତୁଆଲା ହେଲା ସହର, ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ପିଇ ଗଲେ ୯କୋଟି ଟଙ୍କାର ମଦ

ଲକ୍ଷ୍ନୌ: ନୂଆ ବର୍ଷରେ ମତୁଆଲା ହେଲା ସହର। ଜିରୋ ନାଇଟ୍ ସେଲିବ୍ରେସନ୍‌ରେ ପିଇ ଗଲେ ୯ କୋଟି ଟଙ୍କାର ମଦ। ଉତ୍ତର ପ୍ରଦେଶର ନୋଏଡ଼ା ସହରରେ ନୂଆ ବର୍ଷ ପାଳନ ବେଳେ ୯ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଯାହା ଗତ ବର୍ଷ ତୁଳନାରେ ୨୩ ଗୁଣା ଅଧିକ। ସେହିପରି ପୂରା…

ଲଞ୍ଚ୍ ହେବାର ୪ ଦିନ ପରେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାପଥର ମାଡ଼; ଭାଙ୍ଗିଲା ଡୋର୍ କାଚ, ଯାତ୍ରୀ…

କୋଲକାତା: ଲଞ୍ଚ୍ ହେବାର ୪ ଦିନ ପୂରିଛି କି ନାହିଁ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ଟେକାପଥରମାଡ଼ କରାଯାଇଛି। ସୋମବାର ହାଉଡ଼ାରୁ ଫେରିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଝରକା କାଚ ଭାଙ୍ଗିବା ସହ ଟ୍ରେନ୍‌ ବଗିରେ ପଥରମାଡ଼ର ଦାଗ ରହିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ମାଲଦା…

ବଜେଟ୍ ଅଧିବେଶନକୁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଇରଙ୍ଗପୁରପୁରରୁ ରାଇସିନା ହିଲ୍ ଯାଇ ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ । ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ମହାମହିମ ମୁର୍ମୁ  । ପ୍ରଥମ ଥର ପାଇଁ ସେ ଆଗାମୀ ବଜେଟ୍ ଅଧିବେଶନକୁ ଉଦଘାଟନ କରିବାକୁ ଯାଉଛନ୍ତି । ଜାନୁଆରୀ…

ବଦଳିଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ: ନୂଆ ନାଁ ଘୋଷଣା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ବଦଳିଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ। ଗୁଜୁରାଟର ଅହମଦାବାଦରୁ ଦିଲ୍ଲୀ ଯାତାୟତ କରୁଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ନାଁ ପରିବର୍ତ୍ତନ କରାଯାଇ ‘ଅକ୍ଷରଧାମ ଏକ୍ସପ୍ରେସ’ ରଖାଯାଇଛି। ସୋମବାର ଏହି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।…

ଜିଲ୍ଲା ହସିପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଷଡଙ୍ଗୀ; ଏମ୍ସକୁ ସ୍ଥାନାନ୍ତର

ବାଲେଶ୍ୱର : ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବେ ଆଇସିୟୁରୁ ବାହାରିଛନ୍ତି । ତାଙ୍କୁ ଏଫ୍ ଏମ୍ ହସପିଟାଲରୁ ତାଙ୍କୁ ଭୁବନେଶ୍ୱର ଏମସକୁ ରେଫର କରାଯାଇଛି । ନିମୋନିଆରୁ ଅସୁସ୍ଥ ହୋଇ ଗୁରୁତର ହୋଇପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…