Latest Odisha News

BREAKING NEWS

Browsing Category

ଫିଚର

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ଠର: ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା  ।  ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବାବେଳେ  ମାର୍ଚ୍ଚ ୨ରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ସେହିପରି ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…

ଅତି କମରେ ୬ମାସ କ୍ରିକେଟଠାରୁ ଦୂରେଇ ରହିବେ ପନ୍ତ

ମୁମ୍ବାଇ: ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଶୁକ୍ରବାର ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ପନ୍ତଙ୍କ ମୁଣ୍ଡ, କହୁଣୀ ଓ ଆଂଠୁ ମାଡ ହୋଇଯାଇଛି । ଏହା ବ୍ୟତୀତ ହାଥ ଓ ପିଠି ମଧ୍ୟ ଆଘାତପ୍ରାପ୍ତ ହୋଇଛି । ପନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବା…

୨୦୨୨ରେ ବି-ଟାଉନ୍ ତାରକାଙ୍କ ଘରକୁ ଆସିଥିଲେ ନୂଆ ଅତିଥି

ନୂଆଦିଲ୍ଲୀ: ୨୦୨୨ ବଲିଉଡ୍ ପାଇଁ ଅନେକ ଅପସ୍ ଆଣ୍ଡ୍ ଡାଉନ୍ସ୍ ଆଣିଥିଲା । ହେଲେ ସେଲିବ୍ରିଟି ପର୍ସନାଲ ଲାଇଫ୍ ରେ ଅନେକ ଖୁସି ସାଉଁଟିଛନ୍ତି । ଅନେକ ତାରକା ନିଜ ଘରକୁ ନୂଆ ସଦସ୍ୟ ଆଣିଛନ୍ତି ଓ ଆଉ କେତେ ଜଣ ବାପା ମାଆ ହେବାର ଖୁସି ଅପେକ୍ଷାରେ ରହିଛନ୍ତି । ଷ୍ଟାର କପଲ୍  ପ୍ରିୟଙ୍କା…

୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ବଲିଉଡ୍ ତାରକା

ନୂଆଦିଲ୍ଲୀ : କରୋନାରେ ଦୁଇ ବର୍ଷ ଲକଡାଉନ ଓ ସଟ୍ ଡାଉନରେ କଟିବା ପରେ ୨୦୨୨ ଟିକେ ଆଶ୍ୱସ୍ତି ଦେଇଥିଲା । ବଲିଉଡ୍ ପାଇଁ ୨୦୨୨ ସଂଘର୍ଷର ବର୍ଷ ଥିଲା କହିଲେ ଅତ୍ୟୁକ୍ତି ହେବନି । କାରଣ ଥିଏଟର ବନ୍ଦ କାରଣରୁ ବଲିଉଡ୍ ଜଗତରେ କଳାବାଦଲ ଛାଇଥିଲା । ୨୦୨୨ରେ ଫିଲ୍ମରୁ ଦୂରେଇ କିଛି ତାରକା ସଂସାର…

୨୦୨୩ ପରାଗ: ଗୋଟିଏ ପକ୍ଷରେ ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟପରାଗ

ଭୁବନେଶ୍ୱର: ୨୦୨୩ ପାଇଁ ଆଉ କେଇ ଘଣ୍ଟାର ପ୍ରତୀକ୍ଷା । ଗୋଟିଏ ଆଶା..ଗୋଟିଏ ଅପେକ୍ଷା..ନୂଆ ବର୍ଷ ଶୁଭଙ୍କର ହେଉ । ଦୂର ହେଉ ରୋଗ ଭୟ..ହଟିଯାଉ ପ୍ରାକୃତିକ ଦୂର୍ବିପାକର ବିପତ୍ତି ।   ୨୦୨୩ କ’ଣ ଭେଟି ନେଇ ଆସିବ ତାହା ତ ସମୟ କହିବ, ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ ବର୍ଷ ୨୦୨୩ରେ ଅନେକ…

ସାହିତ୍ୟ ପରିକ୍ରମା-୨୦୨୨

ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୨ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ…

ବାତ୍ୟାଶୂନ୍ୟ ବାଇଶି; ନେଇଛି ଅନେକ, ଦେଇଛି ଆଶ୍ୱସ୍ତି

ଭୁବନେଶ୍ୱର: ହାତ ଛାଡି ଦେବ ୨୨ । ଆଉ କେଇ ଘଣ୍ଟାର ବ୍ୟବଧାନ । କ୍ୟାଲେଣ୍ଡରରୁ ହଟିଯିବ ୨୨ର ଚିହ୍ନ । ସ୍ମୃତି ହୋଇ ରହଯିବ ମନ ଡାଇରୀରେ । ଅନେକ କିଛି ଛଡେଇ ନେଇଛି ଏ ବର୍ଷ । ଅନେକ ସଙ୍ଗୀତକାର, ଅନେକ ଅଭିନେତା, ଅନେକ ଖେଳାଳି.. । ତେବେ ଗୋଟିଏ ବଡ ଆଶ୍ୱସ୍ତି ଦେଇଛି ୨୨ । ୨୨ ହୋଇଛି…

ଦେଖି ନ ଥିବେ ଏମିତି ମୁଖ୍ୟମନ୍ତ୍ରୀ..ବେଶ ସରଳ, ମନ ବି ସରଳ..

ଭୁବନେଶ୍ଠର: ରାଜଧାନୀ କୁହ ବା ରାଉରକେଲା.. ସବୁଆଡେ ଏବେ  ହକି ଫିଭର । ସଜେଇ ହେଉଛି ଦୁଇ ସହର ।  ସ୍ୱଚ୍ଛତାଠାରୁ ଆରମ୍ଭ କରି ସୁରକ୍ଷା ପର୍ଯ୍ୟନ୍ତ ସବୁ ଚକାଚକ ।  ହକି ପାଇଁ ନିଉତା ପଠାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରୀମାନେ ରାଜ୍ୟ ରାଜ୍ୟ ବୁଲି ମୁଖ୍ୟମନ୍ତ୍ରୀମାନଙ୍କୁ…

ଅମୀର ଖାନଙ୍କ ଘର ଉପରେ ବୁଲିଲା ବୁଲଡୋଜର

ଜମ୍ମୁକଶ୍ମୀର: ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଶନିବାର ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଆମୀର ଖାନର ଉପରେ  ବୁଲଡୋଜର ବୁଲିଛି । ଅମୀର ଖାନର ଘର ଚାରି ପାଖରେ ଥିବା ବିରାଟ ପାଚେରୀକୁ ଭାଙ୍ଗି ଦିଆଯାଇଛି ।  ଜମ୍ମୁ-କଶ୍ମୀରର ପାଲଗାମ ଅନ୍ତର୍ଗତ ଲେୱର ଗାଁରେ ଥିଲା ଆତଙ୍କୀ…

ଅପରାଧିକ ରିପୋର୍ଟ ୨୦୨୨ ପ୍ରକାଶ କଲା ଓଡ଼ିଶା ଭିଜିଲାନ୍ସ: ନଗଦ ଟଙ୍କା ଜବତରେ ରେକର୍ଡ

ଭୁବନେଶ୍ୱର : ଓଡିଶା ଭିଜିଲାନ୍ସ ପକ୍ଷରୁ ଆଜି ୨୦୨୨ ମସିହାର ଅପରାଧିକ ମାମଲାର ସମୀକ୍ଷା ସହିତ ରିପୋର୍ଟ  ସାର୍ବଜନୀନ କରାଯାଇଛି । ଏହା ଅନୁସାରେ ଭିଜିଲାନ୍ସ ବିଭାଗରେ ଚଳିତ ବର୍ଷ ମୋଟ ୨୮୫ ଅପରାଧିକ ମାମଲା ରୁଜୁ ହୋଇଛି । ୨୦୦ ସରକାରୀ ଅଧିକାରୀ ଓ ଅନ୍ୟମାନେ ଗିରଫ ହୋଇଛନ୍ତି । ଆୟ…