Latest Odisha News

BREAKING NEWS

Browsing Category

ଫିଚର

ବୋହୂ ପାଇଁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ନୋଟିସ୍

ମୁମ୍ବାଇ: ବିସିସିଆଇ ବସ ତଥା ସଭାପତି ରୋଜର ବିନ୍ନିଙ୍କୁ ନୋଟିସ୍ ହୋଇଛି। ବୋହୂ ମୟନ୍ତି ଲଙ୍ଗେର ଷ୍ଟାର ସ୍ପୋର୍ଟସରେ ନିଯୁକ୍ତ ଅଛନ୍ତି। ଏପରି ସ୍ଥିତିରେ ବୋର୍ଡର ସ୍ବାର୍ଥକୁ ଆଞ୍ଚ ଆସିପାରେ। ତେଣୁ ଏହାଉପରେ ଜବାବ ମଗାଯାଇଥିବା ସୂଚନା ରହିଛି। ବିସିସିଆଇର ନୈତିକ ଅଧିକାରୀ ବିନିତ ସରିନ…

ଏନଡି ଟିଭି ବୋର୍ଡ ପଦରୁ ଇସ୍ତଫା ଦେଲେ ପ୍ରଣୟ ଏବଂ ରାଧିକା

ନୂଆଦିଲ୍ଲୀ: ଏନଡି ଟିଭିର ମାଲିକ ତଥା ପ୍ରତିଷ୍ଠାତା ସ୍ୱାମୀ-ସ୍ତ୍ରୀ ପ୍ରଣୟ ରୟ ଏବଂ ରାଧିକା ରୟ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡ୍ (ଆରଆରପିଆରଏଚ୍) ବୋର୍ଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ଷ୍ଟକ ଏକ୍ସଚେଞ୍ଜକୁ ଏନଡିଟିଭି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି…

ବିଜେଡି ନେତା ସାଜିଛନ୍ତି ବରଗଡ ଏସ୍‌ପି: ମୋହନ ମାଝୀ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୫ ତାରିଖରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ ସ୍ଥାନୀୟ ପୋଲିସ ଶାସକ ଦଳ ଇଙ୍ଗିତରେ ବିଜେଡି କର୍ମୀ ଭାବରେ ନିର୍ବାଚନ ପ୍ରଚାର କାର୍ଯ୍ୟ କରୁଛନ୍ତି । ବରଗଡ ଜିଲ୍ଲା ଏସ୍‌ପି ବିଜେଡି ନେତା ସାଜି ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ଏପରି କିଛି ଅଭିଯୋଗ…

ଧର୍ମେନ୍ଦ୍ରଙ୍କୁ ସୁଶାନ୍ତ ସିଂହଙ୍କ ଜବାବ: ପ୍ରମାଣ କରି ଦେଖାଅ, ପରେ କହିବ

ଭୁବନେଶ୍ୱର: ପଦ୍ମପୁରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଉପରକୁ ଟାର୍ଗେଟ୍ କରିଥିଲେ। ବିଜେଡି ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି, ନିରୀହ ଲୋକଙ୍କ ଉପରେ ଆକ୍ରମଣ କରୁଛି ଶାସକ ଦଳ। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଟାର୍ଗେଟ୍ କରି…

ଅର୍ଚ୍ଚନା ନାଗ ମାମଲା: ଇଡ଼ି ଅଧିକାରୀ କ’ଣ ପ୍ରଶ୍ନ କଲେ, କହିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଭୁବନେଶ୍ୱର: ଦୀର୍ଘ ୧୨ ଘଣ୍ଟା ଇଡି ଜେରାର ସାମ୍ନା କରିବା ପରେ ବାହାରିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ। ଇଡି କେଉଁ ସବୁ ପ୍ରଶ୍ନ କରିଥିଲା ସେ ନେଇ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ସିନେ ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ବାଇଁ। ଆଜି ସକାଳେ ସେ ଇଡିର ସମନ ଅନୁଯାୟୀ ହାଜର ହୋଇ ପକ୍ଷ…

ଶୀଘ୍ର ଖବର ପ୍ରସାରଣ କରିବା ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ: ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, “ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଏବଂ ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍”। ଏସିଆ ପାସିଫିକ୍…

ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ, ଆଗକୁ ସମୂହ ଛୁଟିରେ ଯିବାକୁ ଚେତାବନୀ

ଭୁବନେଶ୍ୱର: ସରକାର ଓ ଶିକ୍ଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ତିନି ଦିନ ହେବ ଅହୋରାତ୍ର ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ ଏବଂ ଶିକ୍ଷୟତ୍ରୀ।  ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ବିଫଳ ହେବା ପରେ ଶିକ୍ଷକ ସଙ୍ଘ ଆନ୍ଦୋଳନକୁ ଆହୁରି ଜୋରଦାର କରିବ ବୋଲି ସୂଚନା ରହିଛି।…

ପଦ୍ମପୁରରେ ନବୀନ କରିବେ ଜନସଭା, ବର୍ଷାଙ୍କ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର: ପଦ୍ମପୁର ନିର୍ବାଚନ ମୈଦାନରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡିବ। ଏଥିପାଇଁ ପ୍ରଚାରର ଶେଷ ତାରିଖ ୩ ତାରିଖ ରହିଛି। ଏହାପୂର୍ବ ଦିନ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରର ତିନୋଟି ବ୍ଲକ ଝାରବନ୍ଧ, ପାଇକମାଲ ଓ…

ନିଶା ଟେଷ୍ଟରେ ଫେଲ: ମନ୍ଦିର ହେଲା ପୂଜକ ଶୂନ୍ୟ

ବ୍ୟାଙ୍କକ: ଥାଇଲାଣ୍ଡରେ ନିଶାର କରାଳ ରୂପ ସବୁଆଡେ ବ୍ୟାପି ଗଲାଣି । ଏହାକୁ ରୋକିବା ପାଇଁ ସ୍ଥାନୀୟ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ପରିସ୍ଥିତି ଏପରି ହୋଇଯାଇଛି ଯେ, ନିଶାଠାରୁ ଦୂରେଇ ରହୁଥିବା ବୌଦ୍ଧ ଭିକ୍ଷୁ ଏବଂ ସନ୍ଥମାନେ ମଧ୍ୟ ଏହା କବଳରେ ପଡି ଯାଇଛନ୍ତି ।…

ଆଇଟି, ଜିଏସଟି ରେଡ୍ ପ୍ରସଙ୍ଗ: ବିଜେଡି କହିଲା ଯେସାକୁ ତେସା ନୀତି

ଭୁବନେଶ୍ୱର: ସୋମବାର କେନ୍ଦ୍ରର ଆୟକର ବିଭାଗ ସକାଳେ ବିଜେଡିର ତିନି ନେତା ଏବଂ ବ୍ୟବସାୟୀଙ୍କ ଘରେ ରେଡ୍ କରିବା ପରେ ସଂଧ୍ଯାରେ ରାଜ୍ୟ ସରକାରଙ୍କ ଜିଏସଟି ବିଭାଗ ମଧ୍ୟ ୮ଟି ସ୍ଥାନରେ ରେଡ୍ କରିଥିଲା। ଏବେ ଏହି ରେଡକୁ ନେଇ ତେଜିଛି ବୟାନବାଜି। ଏହି ରେଡ୍ ଏକ ରୁଟିନ୍ ରେଡ୍ ଥିଲା ନା…