Latest Odisha News

BREAKING NEWS

Browsing Category

ଫିଚର

ମୋଦୀ ଚାଷୀଙ୍କ ପାଇଁ ଟଙ୍କା ପଠାଉଛନ୍ତି, ବିଜେଡି ସରକାର ଏଠି ହଡ଼ପ କରୁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେଡି ସରକାର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ହଡ଼ପ କରୁଛି। ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଠାରେ ଆୟୋଜିତ ଏକ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଏପରି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ…

ମିଶନ ଶକ୍ତିରେ ଏଣିକି ୫ ଲକ୍ଷ ପର୍ଯ୍ୟନ୍ତ ଋଣରେ ଦେବାକୁ ପଡ଼ିବନି ସୁଧ

ଭୁବନେଶ୍ୱର: ମିଶନ ଶକ୍ତି ମା' ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ ଶକ୍ତି ମା ମାନଙ୍କୁ ୩ ଲକ୍ଷ ଟଙ୍କା ପରିବର୍ତ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ। ଏ ନେଇ ରାଜ୍ୟ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି।୨୦୨୨ ଏପ୍ରେଲ…

ଚନ୍ଦ୍ରମୂଖୀ ୨ରେ କଙ୍ଗନା ହେବେ ଭୂତୁଣୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ୨ରେ ଅଭିନୟ କରିବେ । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ପି ବସୁ ଦେବେ । କଙ୍ଗନାଙ୍କ ଅପୋଜିଟରେ ତାମିଲ ଅଭିନେତା ରାଘବ ଳରେନ୍ସ ଅଭିନୟ କରିବେ । ରାଘବ…

୧୮୭ଟି ମୁଦ୍ରା ଗିଳି ଦେଇଥିଲେ ବାଗଲକୋଟର ଦୟମପ୍ପା

ବାଗଲକୋଟ: କର୍ଣ୍ଣାଟକର ବାଗଲକୋଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି ୧୮୭ଟି ମୁଦ୍ରା ଗିଳି ଦେଇଥିଲେ । ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ତଥ୍ୟ ସମ୍ମୁଖକୁ ଆସିଥିଲା । ସମ୍ପୂର୍ଣ୍ଣ ଘଟଣାଟି ଏହିପରି.. ଦୟମପ୍ପା ହରିଜନ ସିଜୋଫ୍ରେନିଆ…

୨୦୨୪ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆରେ ମିଶିବ ଭିସ୍ତାରା

ନୂଆଦିଲ୍ଲୀ: ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆରେ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ହେବ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏ ପ୍ରକ୍ରିୟା ସରିବ । ଏନେଇ ଆଜି ଘୋଷଣା କରାଯାଇଛି । ଭିସ୍ତାରାରେ ସିଙ୍ଗାପୁର ଏୟାରଲାଇନ୍ସର ଖୁବ୍ କମ୍ ଅଂଶଧନ ରହିଛି । ଯାହାକି ୨ ହଜାର କୋଟି ହେବ । ସେହିଭଳି…

ସୋନାକ୍ଷୀଙ୍କୁ ନିଜ ସମ୍ପତ୍ତିରୁ କିଛି ଦେବେନି କହିଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ନିଜର ଲୁକ୍‌ ଓ ଗ୍ଲାମରସ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି  । ଆଉ ପ୍ରଶଂସକଙ୍କ ମନ ଜିତିଛନ୍ତି  ।ଏବେ ସୋନାକ୍ଷୀଙ୍କ ବାପାଙ୍କ କଥା ସୋଶିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି  । ଏକ ସାକ୍ଷାତକାରରେ…

ଜାଣିଛନ୍ତି କି ବିଶ୍ୱକପ ଗ୍ରୁପ ପର୍ଯ୍ୟାୟର ଶେଷ ଲିଗ ମ୍ୟାଚଗୁଡିକ କାହିଁକି ଏକା ସମୟରେ ଖେଳାଯାଏ

ଦୋହା: କତାରରେ ଚାଲିଥିବା ବିଶ୍ୱକପ ଫୁଟବଲ ଧିରେ ଧିରେ ରୋମାଂଚକ ସ୍ଥିତିକୁ ଯାଉଛି । ବର୍ତମାନ ସୁଦ୍ଧା ଚାମ୍ପିୟନ ଫ୍ରାନ୍ସ, ବ୍ରାଜିଲ ଓ ପର୍ତୁଗାଲ ଟିମ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆୟୋଜକ କତାର ଏହି ଦୌଡରୁ ବାଦ ପଡିଛି । ବର୍ତମାନ ବି ୨୮ଟିମ ନିକଟରେ…

ମୁହାଁମୁହିଁ ହେଲେ ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି

ଲାହୋର: ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି ୱାସିମ ଆକ୍ରମ ଓ ସଲୀମ ମଲିକ ମୁହାଁମୁହିଁ ହୋଇଛନ୍ତି । ଆକ୍ରମ ନିଜ ଦେଶର ମଲିକଙ୍କ ବିରୋଧରେ କେତେକ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ୧୯୮୨ରେ ସଲିମ ଏବଂ ୧୯୮୪ରେ ଆକ୍ରମ ପାକିସ୍ତାନ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।…

ଉପନିର୍ବାଚନରେ ରେଡ୍ ରାଜନୀତି, ବିଜେପି ବିଧାୟିକାଙ୍କ ନାଁରେ ମାମଲା

ବରଗଡ଼: ଉପନିର୍ବାଚନ ପ୍ରଚାରକୁ ନେଇ କମ୍ପୁଥିବା ପଦ୍ମପୁର ରାଜନୀତିରେ ଚଢ଼ାଉ ନୂଆ ଟ୍ୱିଷ୍ଟ ଆଣିଛି । ସୋମବାର ସକାଳେ ଆୟକର ଓ ସନ୍ଧ୍ୟାରେ ଜିଏସଟି ରେଡକୁ ନେଇ ରାଜନୈତିକ ବାକଯୁଦ୍ଧ ପରେ ଆରମ୍ଭ ହୋଇଛି ଏତଲା । ଜିଏସଟି ଅଧିକାରୀଙ୍କ ଚଢ଼ାଉ ବେଳେ ବାଧା ଦେବା ଏବଂ ଦୁର୍ବ୍ୟବହାର ଅଭିଯୋଗରେ…

ଡିସେମ୍ବର ପହିଲାରୁ ଭୁବନେଶ୍ୱର ସହ ୩ ସହରରେ ଡିଜିଟାଲ୍ ମୁଦ୍ରା କାରବାର

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଡିଜିଟାଲ୍ ମୁଦ୍ରା ବ୍ୟବହାର କରି ପାରିବେ ଲୋକ । ଏନେଇ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ ସହରରେ ଆରମ୍ଭ ହେବ ଖୁଚୁରା ଡିଜିଟାଲ୍ ମୁଦ୍ରା କାରବାର । ପାଇଲଟ୍ ପ୍ରୋଜେକ୍ଟ ତାଲିକାରେ ଓଡ଼ିଶାର ଭୁବନେଶ୍ୱର ସହ…