Latest Odisha News

BREAKING NEWS

Browsing Category

ଫିଚର

‘ଦେଶରେ ସାରର ଘୋର ଅଭାବ’, ଜୟ ନାରାୟଣଙ୍କୁ ଏମିତି କାହିଁକି କହିଲା ବିଜେଡି ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହେଲାଣି । ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ବିଜେପିର ଶୀର୍ଷ ନେତାଙ୍କୁ ଭେଟି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟକୁ ଶାସକ ବିଜେଡି ଗ୍ରହଣ କରି ପାରିନି । ବିଜେଡି…

ହଟହଟା ହେଲେ ରାୟଗଡ଼ା ଜିଲ୍ଲାପାଳ

ରାୟଗଡ଼ା : ବାଲି ଉଠାଣକୁ ନେଇ ଗ୍ରାମବାସୀଙ୍କ ଧାରଣା । ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ହଟହଟା । ରାୟଗଡ଼ା ଜିଲ୍ଲା ବଂଶଧାରା ନଦୀ ବାଲିଘାଟରୁ ବାଲିଉଠାଣକୁ ବିରୋଧ କରି ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ଘେରିଲେ ଗାଁ ଲୋକ । ବାଲିଘାଟରୁ ବାଲି ଉଠାଣକୁ ବନ୍ଦ କରିବା ପାଇଁ କତୁରୁ ଗାଁ ଲୋକେ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଦ ପିଇବା ଅଭିଯୋଗ, ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଶାଶକ୍ତ ଅବସ୍ଥାରେ ଫ୍ଲାଇଟରେ ଚଢ଼ିବା ଘଟଣାକୁ ନେଇ ସ୍ପଷ୍ଚୀକରଣ ରଖିଲା ଲୁଫଥାନସା ବିମାନ କମ୍ପାନୀ। ମୁଖ୍ୟମନ୍ତ୍ରୀ ଜର୍ମାନୀରୁ ଏକ ଫ୍ଲାଇଟ ଯୋଗେ ଫେରୁଥିଲେ। ଶେଷ ସମୟରେ ତାଙ୍କୁ ଫ୍ଲାଇଟ ଛାଡିବାକୁ ପଡିଥିଲା। କାରଣ ସେ ମଦ୍ୟପାନ କରୁଥିବା…

ବଦଳିବ ପୁରୀ ଲୋକନାଥ ମନ୍ଦିର ପୀଠର ଦୃଶ୍ୟ

ପୁରୀ : ଖୁବଶୀଘ୍ର ପୁରୀ ଲୋକନାଥ ମନ୍ଦିରର କରାଯିବ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ। ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ  ଆଗେଇ ଚାଲିଥିବା ବେଳେ ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରର ଉନ୍ନତିକରଣ ଓ…

ମୋକିମ୍ କହିଲେ ପାର୍ଟି ଅଫିସ ଯିବେନି, ତାରା କହିଲେ ଥରେ ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି

ଭୁବନେଶ୍ୱର: କଟକ ବାରବାଟିର ବିଧାୟକ ମହମ୍ମଦ ମୋକିମ କହିଛନ୍ତି ସେ କଂଗ୍ରେସ ଭବନ ଯିବେ ନାହିଁ କି କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଯେପର୍ଯ୍ୟନ୍ତ ବିବାଦର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଦଳୀୟ ଅଫିସକୁ ଯିବେ ନାହିଁ ବୋଲି କହିଛନ୍ତି। ରାଷ୍ଚ୍ରପତି ନିର୍ବାଚନରେ…

ଦିଲ୍ଲୀରୁ ଫେରିବା ପରେ ଜୋଶରେ ଜୟନାରାୟଣ, ବିଜେଡି କହିଲା ‘ବାହାସ୍ପୋଟ’

ଭୁବନେଶ୍ୱର: ଫୁଲ୍ ଜୋଶରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ନୂଆଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ଏବଂ ଦଳର ସଭାପତି ଜେ.ପି ନଡ୍ଜାଙ୍କୁ ଭେଟିବା ପରେ ଭୁବନେଶ୍ୱର ଫେରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର। ଶୀର୍ଷ…

ଛାତ୍ରୀଙ୍କ ହଷ୍ଟେଲ ଶୌଚାଳୟରେ କିପରି ହେଉଥିଲା ଭିଡିଓ ସୁଟିଂ? ଦେଖନ୍ତୁ ଶୌଚାଳୟର ଚିତ୍ର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଥିବା ଛାତ୍ରୀଙ୍କ ହଷ୍ଟେଲରୁ ଲିକ୍ ହୋଇଥିବା ଅଶ୍ଲୀଳ ଭିଡିଓ ଘଟଣାରେ ନୂଆ ମୋଡ଼। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଏବେ ୭  ଦିନିଆ ରିମାଣ୍ଡରେ ରହିଛନ୍ତି। ଅନ୍ୟପଟେ ଏସଆଇଟି ଟିମ୍ ମଧ୍ୟ ତଦନ୍ତ କରୁଛି । ତେବେ କିପରି ଶୌଚାଳୟ…

ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି । ୨୦୨୧ ଟି୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ଦଳରେ ୩ଟି ପରିବର୍ତନ କରାଯାଇଛି । ମାର୍ଟିନ ଗୁପଟିଲ ୭ମ ଥର ପାଇଁ ଟି୨୦ ବିଶ୍ୱକପ ଖେଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ…

ଅର୍ପିତାଙ୍କ ଦେଢ କୋଟିର ଏଲଆଇସି ପ୍ରିମିୟମ ଦେଉଥିଲେ ପାର୍ଥ: ଇଡି

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଆଉ ଏହି ଚାର୍ଜଶିଟରେ ତଦନ୍ତକାରୀ ସଂସ୍ଥା ଯେଉଁ ତଥ୍ୟ ଉପସ୍ଥାପନ କରିଛି ଯଦି ତାହା ସତ ବୋଲି କୋର୍ଟରେ ପ୍ରମାଣିତ ହେବ ତାହେଲେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ…

ନିଜ ଜୀବନକୁ ନେଇ ଖୁସିନଥିଲେ ଲେଖି ଆତ୍ମହତ୍ୟା କଲେ ଅଭିନେତ୍ରୀ

ଚେନ୍ନାଇ: ତାମିଲ ଅଭିନେତ୍ରୀ ପୌଲିନ୍ ଜେସିକା ଓରଫ୍ ଦୀପାଙ୍କ ଆତ୍ମହତ୍ୟା। ସେ ଚେନ୍ନାଇସ୍ଥିତ ଭିରୁଗମ୍ବାକମ ମଲ୍ଲିକା ଭେନ୍ୟୁରେ ଥିବା ନିଜ ଆପାର୍ଟମେଣ୍ଟରେ ରବିବାର ରାତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ୨୯ ବର୍ଷିୟ ଦୀପା ଆନ୍ଧ୍ର ପ୍ରଦେଶ ବାସିନ୍ଦା। ତେବେ ତାଙ୍କ ମୃତ୍ୟୁର ଅସଲ…