Latest Odisha News

BREAKING NEWS

Browsing Category

ଫିଚର

ବ୍ରିଟେନ୍‍ ମହାରାଣୀ ଏଲିଜାବେଥ୍‍ ଦ୍ୱିତୀୟଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ପୁରୀ:  ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ପୁରୀର ଲାଇଟ୍ ହାଉସ୍ ବେଳାଭୂମିରେ ରାଣୀ ଏଲିଜ଼ାବେଥ ଦ୍ବିତୀୟଙ୍କ ବାଲିରେ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଅଶ୍ରୁଳ…

ରାହୁଲ ଗାନ୍ଧୀଙ୍କ କଣ୍ଟେନର-1ରେ ରହିଛି  5 ଷ୍ଟାର ରୁମ୍ ଭଳି ବିଶେଷ ସୁବିଧା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ରାହୁଲ ଗାନ୍ଧୀ ଏବେ  ଭାରତ ଯୋଡୋ ଯାତ୍ରାରେ ବାହାରିଛନ୍ତି । 3500 କିଲୋମିଟର ଯାତ୍ରା କରିବେ ରାହୁଲ ଗାନ୍ଧୀ । ତେବେ ଏହି ଯାତ୍ରା ସମୟରେ ସେ କୈାଣସି ରାଜ୍ୟରେ 5 ଷ୍ଟାର ହୋଟେଲରେ ରହିବେ ନାହିଁ । ରାହୁଲଙ୍କ ପାଇଁ ସ୍ବତନ୍ତ୍ର କଣ୍ଟେନର ବ୍ୟବସ୍ଥା କରାଯାଇଛି…

ଅଷ୍ଟ୍ରେଲିଆର ୨.୫ କୋଟି ଲୋକଙ୍କର ହେବ ଡିଏନଏ ଟେଷ୍ଟ

ସିଡନୀ: ଅଷ୍ଟ୍ରେଲିଆର ସମସ୍ତ ଅଧିବାସୀଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ସ୍ଥାନୀୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା କରିବାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ହେବାକୁ ଯାଉଛି । ଡିଏନଏ ସାମ୍ପୁଲରୁ ବ୍ୟକ୍ତି କେଉଁ ରୋଗରେ ଆକ୍ରାନ୍ତ ତାହା ଜଣାପଡିବ । ଫଳରେ କର୍କଟ, ଡାଇବେଟିଜ ଓ ଅନ୍ୟ…

ଭରଣପୋଷଣ ପାଇଁ ୧ କୋଟି ଟଙ୍କା ଦେଇ ପତ୍ନୀ ଶାଲିନୀଠାରୁ ଅଲଗା ହେଲେ ହନୀ ସିଂ

ଚଣ୍ଡୀଗଡ: ପଞ୍ଜାବର ଗାୟକ ୟୋ ୟୋ ହନୀ ସିଂ ଏବଂ ପତ୍ନୀ ଶାଲିନୀ ତଲୱାର ଶେଷରେ ଅଲଗା ହୋଇଛନ୍ତି । ଛାଡପତ୍ର ହେବା ପରେ ହନୀ ସିଂ ଭରଣପୋଷଣ ପାଇଁ ପତ୍ନୀଙ୍କୁ ୧ କୋଟି ଟଙ୍କା ଦେବେ । ଲୋକପ୍ରିୟ ଗାୟକ ହନୀ ସିଂଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସା ମାମଲା ରୁଜୁ କରିଥିଲେ । ଏହାକୁ ଆଧାର କରି…

କୋର୍ଟଙ୍କ ସମୟ ନଷ୍ଟ ପାଇଁ ଜରିମାନା ଦେବେ ବର୍ଷା ଓ ଅନୁଭବ

କଟକ: କୋର୍ଟଙ୍କ ସମୟ ନଷ୍ଟ କଲେ ସେଲିବ୍ରିଟି ଦମ୍ପତି, ଏବେ ଗଣିବେ ଜରିମାନା । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ କୋର୍ଟଙ୍କ ସମୟ ଅଯଥାରେ ନଷ୍ଟ ହୋଇଛି । ଯାହାକୁ ନେଇ ପରିବାର ଅଦାଲତ, ବର୍ଷା ଓ ଅନୁଭବଙ୍କୁ ୫…

ଯୁବବର୍ଗ କାହିଁକି ହୃଦଘାତରେ ପୀଡିତ ! ଜାଣନ୍ତୁ ହୃଦଘାତ-କୋଭିଡ ଟିକା ମଧ୍ୟରେ ଥିବା କନେକ୍ସନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଭିଡ୍ ସଂକ୍ରମଣ ବ୍ୟାପିବା ପରଠାରୁ ବହୁ ଲୋକେ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ହୃତଘାତ ଭଳି ରୋଗ ମଧ୍ୟ ବୃଦ୍ଧି ପାଇଛି । 40 ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ହାର୍ଟଆଟାକ ହେଉଥିବାର ପରିଲକ୍ଷିତ ହେଉଛି। ହୃତଘାତ ପଛରେ ଅନେକ କାରଣ ରହିଛି । ତେବେ ଯୁବବର୍ଗ…

ସେପ୍ଟମ୍ବର ୧୬ରେ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳ ଘୋଷଣା ସେପ୍ଟମ୍ବର ୧୬ରେ ହେବ । ଆଘାତ ସମସ୍ୟା ଯୋଗୁ ଦଳରୁ ବାହାରେ ଥିବା ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀକୁ ଡକା ଯାଇଛି । ସେଠାରେ ସେମାନେ ଫିଟନେସ ଟେଷ୍ଟରେ ପାସ…

ଚପଲ ପିନ୍ଧୁଥିଲେ ହୋଇଯାଆନ୍ତୁ ସତର୍କ ! ଅସାବଧାନତା ଯୋଗୁଁ ହୋଇପାରେ ବିପଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାଚୀନ କାଳରେ ରାଜା-ମହାରାଜା ଏବଂ ଋଷି-ମୁନୀମାନେ କଠଉକୁ ବ୍ୟବହାର କରୁଥିଲେ। କିନ୍ତୁ ଅତ୍ୟାଧୁନିକ ଯୁଗରେ କଠଉ ପିନ୍ଧିବା ଦୂରେ ଥାଉ ଆସ୍ତେ ଆସ୍ତେ କଠଉର ଉପକାରୀତା ସମ୍ପର୍କରେ ଭୁଲିଗଲେଣି। ଆଜିକାଲି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷାକର ରଙ୍ଗ…

ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ସୋନପୁର: ସୋନପୁର ସହରରେ ପ୍ରଶାସନ ପକ୍ଷରୁ ଜବରଦଖଳ ଉଚ୍ଛେଦ ଆରମ୍ଭ ହୋଇଛି । ନଳିନୀ ଛକ ଦେଇ ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସକାଶେ ଜବରଦଖଳ ଉଚ୍ଛେଦ କରୁଛି ପ୍ରଶାସନ । ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ନଳିନୀ ଛକ ପାଖରେ ଥିବା…

ତିନି ଥର ଭାରତ ଗସ୍ତରେ ଆସିଥିଲେ ରାଣୀ ଏଲିଜାବେଥ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ମୃ୍ତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ହୋଇଥିଲା। ସେ ବ୍ରିଟେନର ରାଣୀ ଭାବରେ ୭୦ ବର୍ଷ ଶାସନ କରିଥିଲେ। ଏଲିଜାବେଥ ତାଙ୍କ ଜୀବନ କାଳରେ ଅନେକ ଥର ଭାରତ ଗସ୍ତ କରିଥିଲେ। ଏହି ସମୟରେ ସେ ଭାରତର…