Latest Odisha News

BREAKING NEWS

Browsing Category

ଫିଚର

କମିଲା ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ

ନୂଆଦିଲ୍ଲୀ : ଦେଶର ତୈଳ ମାର୍କେଟିଂ କମ୍ପାନୀ  (ଓଏମସି) ପକ୍ଷରୁ ବ୍ୟବସାୟିକ ସିଲିଣ୍ଡର ଦାମ୍‍ ହ୍ରାସ କରାଯାଇଛି ।୧୯ କେଜି ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କା ହ୍ରାସ କରାଯାଇଛି  । ଏହି ଦର ହ୍ରାସର ପ୍ରଭାବ ଦେଶର ବିଭିନ୍ନ ସହର ଉପରେ ପଡିଥିବାର ଏନଆଇ ମାଧ୍ୟମରେ ସୂଚନା ମିଳିଛି …

ନୂଆଖାଇରେ ସୋନପୁରର ସ୍ୱତନ୍ତ୍ର ପାହୁର ପରମ୍ପରା

ସୋନପୁର: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ ।  ସୋନପୁର ଗଡ଼ଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନବାନ୍ନ ଖାଇଛନ୍ତି । ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସହ ଅନ୍ୟବୈଞ୍ଜନ ପିଠାପଣା ଆଦି ନାନାଦି ଭୋଗ ଲାଗି ହୋଇଛି । ଆଉ ଏହି…

ମହିଳା ବିଜେଡି କାର୍ଯ୍ୟକାରିଣୀ କମିଟିରେ ମୃତ ମହିଳାଙ୍କ ନାଁ ଘୋଷଣା

ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ…

ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ , ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା

ଲିସବନ : ପର୍ତ୍ତୁଗାଲରେ ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ବେଡ ନମିଳିବାରୁ ମୃତୁ ଘଟିଛି  ।  ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପରେ ପର୍ତ୍ତୁଗାଲ ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ଇସ୍ତଫା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ରାଜଧାନୀ ଲିସ୍‌ବନରେ ଭାରତର ୩୪ ବର୍ଷୀୟ…

ଆନ୍ଧ୍ରପ୍ରଦେଶରୁ ମାଙ୍କଡ଼ ଆଣି ଓଡ଼ିଶା ସୀମାରେ ଛାଡୁଥିଲେ ଦୁଇ ଯୁବକ; ବନ ବିଭାଗ କଲା ଗିରଫ

ବ୍ରହ୍ମପୁର: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରକାକୁଲମରୁ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ ଅଞ୍ଚଳକୁ ମାଙ୍କଡ଼ ଆଣି ଛଡ଼ା ହେଉଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ଯ କରାଯାଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ପି. ନାଗରାଜୁ (୨୩) ଏବଂ ଏଲୁରୁ ଜିଲାର ରମେଶ ସିଂ…

ବୋଲୋଗଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଷଡଙ୍ଗୀ

ଭୁବନେଶ୍ୱର : ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡା ଷ୍ଟେସନ ହେବ । ଅନେକ ଦିନ ଧରି ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ  । ଏହି ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ବୋଲଗଡ଼ ଜନସାଧାରଣଙ୍କ ଆଗ୍ରହ କ୍ରମେ ରେଳ ମନ୍ତ୍ରୀ ଅଶ୍ୱିନୀ…

ଡି ଗ୍ରୁପ ସଦସ୍ୟ, ଦାଉଦଙ୍କ ବିଷୟରେ ସୂଚନା ଦେଲେ ଏନଆଇଏ ଦେବ ୨୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଓ ତାର ସଦସ୍ୟଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରାଯାଇଛି । ଏନଆଇଏ ରିପୋର୍ଟ ଅନୁସାରେ ଡି ଗ୍ରୁପ ଏବେ ଭାରତରେ ନକଲି ଟଙ୍କା, ଅସ୍ତ୍ରଶସ୍ତ୍ର, ବିସ୍ଫୋଟକ ଓ…

ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି

ଭୁବନେଶ୍ୱର : ନୂଆଦିଲ୍ଲୀର କ୍ୟାପିଟାଲ ପାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ୪ ତାରିଖ ଦିନ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୬ ତାରିଖରେ…

ନୂଆଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା

ନୂଆ ଖାଇ ପାଇଁ  ଆଜି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ।  କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ପ୍ରତି ଘରେ ଘରେ ପାଳନ ହେଉଛି ପର୍ବ ପର୍ବାଣି। ନୂଆଖାଇ ହେଉଛି ସାଂସ୍କୃତିକ ଜୀବନବୋଧ ଏବଂ ଜନଜୀବନ ସହିତ ଜଡିତ ପର୍ବ । ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼,…

ହଂକଂକୁ 40 ରନରେ ହରାଇଲା ଭାରତ

ଏସିଆ କପର ଲିଗମ୍ୟାଚରେ ହଂକଂକୁ 40 ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ହଂକଂ  ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । https://twitter.com/BCCI/status/1565028427807219718 ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ…