Latest Odisha News

BREAKING NEWS

Browsing Category

ଫିଚର

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯିବା ପରେ କ୍ଷମା ମାଗିଲେ ଆକାଶ ଏୟାର କମ୍ପାନି

ନୂଆଦିଲ୍ଲୀ : ଏକ ମାସରୁ କମ ସମୟ ପୂର୍ବରୁ ଆରମ୍ଭ ହୋଇଥିବା ଆକାଶ ଏୟାରର ଯାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି । ତଥ୍ୟ ଚୋରି ହେବା ପରେ ଯାତ୍ରୀ ମାନଙ୍କ ନାମ, ଲିଙ୍ଗ, ଇ ମେଲ , ଠିକଣା  ଓ ଫୋନ ନମ୍ୱରକୁ ସ୍ୱୀକୃତି ନଥିବା ଲୋକ ଦେଖିପାରିଥିଲେ । ଏହି ଘଟଣା ପରେ ଆକାଶ ଏୟାର…

ମୁଖ୍ୟମନ୍ତ୍ରୀଙ୍କ ୬ ଦିନିଆ ଦିଲ୍ଲୀ ଗସ୍ତ : ଶିଳ୍ପପତି ମାନଙ୍କୁ ଓଡିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯିବ

ଭୁବନେଶ୍ୱର : ମେକ୍‍ ଇନ୍‍ ଓଡ଼ିଶା ମାଧ୍ୟମରେ ଓଡିଶାରେ ଅଧିକ ପୁଞ୍ଜିନିବେଶ ନେଇ ବାଟ ଫିଟିବ । ଦେଶ ଓ ବିଦେଶରୁ ଶିଳ୍ପପତି ମାନଙ୍କୁ ଓଡିଶାରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଉଛି । ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ସଫଳ ରୁପାୟନ ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି…

ପଞ୍ଜାବରେ ଡ୍ରଗ୍ସ ଜବତ, ଗୁଜରାଟ ସରକାରକୁ ପ୍ରଶ୍ନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ପଞ୍ଜାବରେ ଡ୍ରଗ୍ସ ଜବତ ହେଲା । କିନ୍ତୁ ଗୁଜରାଟ ସରକାରକୁ ପ୍ରଶ୍ନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଲାଲ। ଡ୍ରଗ୍ସ ଚୋରା ଚାଲାଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେଜ୍ରିୱାଲ ଅଭିଯୋଗ କରି କହିଛନ୍ତି ଯେ…

୩ ମାସ ପରେ ବି ପିସିସି କମିଟି ଗଢ଼ା ହୋଇପାରିଲାନି, କେମିତି ଟକ୍କର ଦେବ କଂଗ୍ରେସ?

ଭୁବନେଶ୍ୱର: ରାଜ୍ୟରେ ପିସିସି ସଭାପତି ଭାବେ ମେ ୨୩ରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଶରତ ପଟ୍ଟନାୟକ। ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଗଢା ହୋଇପାରିନି ପିସିସି କମିଟି। କେବଳ ପିସିସି କମିଟି ନୁହଁ, ଜିଲ୍ଲା ଓ ବ୍ଲକ ସ୍ତରର କମିଟି ମଧ୍ୟ ଗଠନ କରିପାରିନି କଂଗ୍ରେସ । ଏବେ ଅଗଷ୍ଟ ଶେଷ ହୋଇ…

ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ମେ ମାସରେ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବା ପରେ ଏବେ ମଇଦା, ସୁଜି, ଅଟା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିଲା। ପରେ ଏନେ ବିଜ୍ଞପ୍ତି ଜାରି କରି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ…

ଟ୍ୱିନ୍ ଟାଓ୍ୱାର ମାଟିରେ ମିଶିବା ପରେ ଲୋକଙ୍କୁ ଘାରିଲା ପ୍ରଦୂଷଣ ଚିନ୍ତା

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ନୋଏଡାର ଟ୍ୱିନ ଟାଓ୍ୱାର ୯ ସେକେଣ୍ଡରେ ମାଟିରେ ମିଶିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କୋଠାଟି ମାଟିରେ ମିଶିବା ପରେ ଏଥିରୁ ନିର୍ଗତ ଧୂଳି କଣିକା ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଉପରେ ପ୍ରଭାବ ପକାଇବ ବୋଲି ଜଣାପଡିଛି। ସପ୍ତାହକ ପାଇଁ,…

ବିହାରରେ ସିବିଆଇ ପ୍ରବେଶ ଉପରେ ରୋକ୍ ଲଗାଇଲେ ମହାମେଣ୍ଟ ସରକାର

ପାଟନା: ବିହାରରେ ମହାମେଣ୍ଟ ସରକାର ରବିବାର ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସ୍ପେଶାଲ ପୋଲିସ୍ ଏଷ୍ଟାବ୍ଲିଶମେଣ୍ଟ (ଡିଏସପିଏ) ଅଧିନିୟମ, 1946ର ଧାରା 6 ଅନୁଯାୟୀ, ସିବିଆଇ ବିହାର ସରକାରର ବିନା ଅନୁମତିରେ ତଦନ୍ତ କରିପାରିବ…

[ଦେଖନ୍ତୁ ଭିଡିଓ] ୨୨ ବର୍ଷର କ୍ୟାରିୟରରେ ୪୦୦ରୁ ଅଧିକ ଗୋଲ୍, ଏମିତି ଥିଲେ ହକିର ଯାଦୁଗର

ନୂଆଦିଲ୍ଲୀ: ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ । ଖାଲି ଭାରତ କାହିଁକି ଦୁନିଆ ତାଙ୍କୁ ହକିର ଯାଦୁଗର କୁହେ । ୨୨ ବର୍ଷର ଲମ୍ବା ହକି କ୍ୟାରିୟରରେ ୪ ଶହରୁ ଅଧିକ ଗୋଲ୍ କରିଥିବା ମେଜର ଧ୍ୟାନ ଚାନ୍ଦ ଆଜି ବି କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କ ଜନ୍ମଦିନକୁ ମନେ ପକାଇ…

ଏକ ତରଫା ପ୍ରେମ ପାଇଁ ଅଙ୍କିତାକୁ ନିଆଁରେ ପୋଡ଼ିଦେଲା ଶାହରୁଖ

ରାଞ୍ଚି: ଏକ ତରଫା ପ୍ରେମରେ ସଫଳ ନେବା ପରେ ସୈତାନ ସାଜିଲା ପ୍ରେମିକ। ନିଆଁରେ ପୋଡ଼ିଦେଲା ଶାହାରୁଖ ହୁସେନ । ଶନିବାର ବିଳମ୍ବିତ ରାତିରେ 16 ବର୍ଷୀୟ ଅଙ୍କିତାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଝାଡଖଣ୍ଡ ଦୁମକା ଜାରୁୱାଡିହରେ । ଗତ ଚାରି ଦିନ ଧରି ରିମ୍ସରେ ଚିକିତ୍ସାଧୀନ ଥିବା ବେଳେ…

ପାକିସ୍ତାନକୁ ହରାଇ ଭାରତର ରୋମାଞ୍ଚକର ବିଜୟ: ପ୍ରଶଂସକ ମନାଇଲେ ଉତ୍ସବ

ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ 5  ଉଇକେଟରେ ପରାସ୍ତ କରିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଛନ୍ତି । https://twitter.com/BCCI/status/1563952537845149696 ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନମାନେ ଜବରଦସ୍ତ ବ୍ୟାଟି…