Latest Odisha News

BREAKING NEWS

Browsing Category

ଫିଚର

ଝାଡାବାନ୍ତିରେ ବାପ, ପୁଅଙ୍କ ମୃତ୍ୟୁ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ହଇଜା !

ଝାରସୁଗୁଡା: ଜିଲ୍ଲାର ୧୩ ନମ୍ବର ୱାର୍ଡ ଦେବାଡ଼ିହି ଗାଁରେ ଝାଡା ବାନ୍ତିରେ ବାପ ପୁଅଙ୍କ ମୃତ୍ୟୁ। ଦୁଇ ଦିନ ତଳେ ଅକୁର ପ୍ରଧାନ (୪୦) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗତକାଲି ରାତିରେ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ମୃତ୍ୟୁ ଘଟିଛି। ପୁଅର ଅନ୍ତ୍ୟେଷ୍ଟି ସାରିବା…

ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ନିଯୁକ୍ତ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ଭାବେ ନିଯୁକ୍ତ ହୋଇଛନ୍ତି ।  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁକ୍ରବାର ନିଯୁକ୍ତ କରିଛନ୍ତି । ଏନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।…

ଭୁବନେଶ୍ୱରରେ ଇ-ବସ୍ ଓ ଇ-ରିକ୍ସା ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଗଡ଼ିବ ପ୍ରଦୂଷଣମୁକ୍ତ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା…

ଆକ୍ରମଣ ମାମଲାରେ ଗିରଫ ପରେ ସରପଞ୍ଚ ନିଲମ୍ବିତ

ବ୍ରହ୍ମପୁର: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ମସିଆଖାଲି ପଞ୍ଚାୟତର ସରପଞ୍ଚ କେ. ବୁଲୁ ଏକ ମାମଲାରେ ଗିରଫ ହୋଇଥିଲେ । ଗିରଫ ହେବା ପରେ ସରପଞ୍ଚ ବୁଲୁଙ୍କୁ ନିଲମ୍ବିତ କରାଯାଇଛି । ପଞ୍ଚାୟତିରାଜ ବିଭାଗର ସୁପାରିଶ କ୍ରମେ କୁକୁଡ଼ାଖଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଙ୍କୁ ନିଲମ୍ବନ…

ପୁଣି ବ୍ରହ୍ମପୁର ଉପଜିଲାପାଳ ଦାୟିତ୍ୱ ନେଲେ ଆଇଏଏସ୍‌ କୀର୍ତ୍ତି ଭାସନ

ବ୍ରହ୍ମପୁର:ବ୍ରହ୍ମପୁର ଉପଜିଲାପାଳ ଭାବେ ପୁଣି ଥରେ ୨୦୧୮ ମସିହା ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ୱି.କିର୍ତ୍ତି ଭାସନଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନିକ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ସହିତ ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ନୀଳମାଧବ…

ଥାନା ସମ୍ମୁଖରେ କୀଟନାଶକ ପିଇଦେଲେ ମହିଳା

ବ୍ରହ୍ମପୁର: ଥାନାକୁ ଘରୋଇ ହିଂସା ନେଇ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳା ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗଞ୍ଜାମ ଜିଲାର ଗୋପାଳପୁର ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସଂପୃକ୍ତ ମହିଳାଙ୍କୁ ଉଦ୍ଧାର ପରେ ବ୍ରହ୍ମପୁର ମହାରାଜା…

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଘଟଣାକୁ ଅତି ଗୁରୁତର ସହ ନେଇ ଅଧୀକ୍ଷକଙ୍କୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି । ପରିବାର ଲୋକଙ୍କ…

ଅଷ୍ଟ୍ରେଲିଆ ସମୁଦ୍ରକୂଳରେ ମିଳିଲା ରହସ୍ୟମୟ ଜୀବ

ସିଡନୀ: ଅଷ୍ଟ୍ରେଲିଆର ସିଡନୀ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତ ଶରୀର ମିଳିଛି । ପ୍ରଥମେ ଏହା ପାଖକୁ ଯିବାକୁ ସମସ୍ତେ ଭୟ କରୁଥିଲେ । ତେବେ ଏହା ମୃତବୋଲି ଜଣାପଡିବା ପରେ ପାଖକୁ ଯାଇଥିଲେ । ରହସ୍ୟମୟ ଜୀବର ପିଠିରେ ସମୁଦ୍ରର ଅନେକ ଗୁଲ୍ମ ଓ ଲଟା ଲାଗିଥିଲା । ବୈଜ୍ଞାନିକମାନେ ମଧ୍ୟ…

ବାହାଘରର ୬ ବର୍ଷ ପରେ ମାଆ ହେବେ ବିପାଶା ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଯୋଡି ବିପାଶା ବସୁ ଓ କରଣ ସିଂ ଗ୍ରୋଭର ଖୁବ ଶୀଘ୍ର ପ୍ରଶଂସକଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ବାହାଘରର ୬ ବର୍ଷ ପରେ ବିପାଶା ମାଆ ହେବାକୁ ଯାଉଛନ୍ତି । ଉଭୟ ୩୦ ଏପ୍ରିଲ ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ଏ ନେଇ ସେମାନେ…

ପର୍ଯ୍ୟଟନ ସହିତ ବୟନ ଓ ହସ୍ତଶିଳ୍ପ ଗ୍ରାମ ସଂଯୋଗୀକରଣ; ଓଡ଼ିଶାର ରଘୁରାଜପୁର ସାମିଲ

ଭୁବନେଶ୍ୱର: ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକୁ ହସ୍ତଶିଳ୍ପ କ୍ଲଷ୍ଟରରେ ସଂଯୁକ୍ତ କରାଯାଇଛି । "ପର୍ଯ୍ୟଟନ ସହିତ ବୟନ ଶିଳ୍ପ ସଂଯୋଗୀକରଣ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଭିତିଭୂମି ସହାୟତା ପ୍ରଦାନ କରାଯାଉଛି ବୋଲି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସୂଚନା ମିଳିଛି । ଏଥିରେ…