Latest Odisha News

BREAKING NEWS

Browsing Category

ଫିଚର

୫ ବର୍ଷ ଜେଲରେ କାଟିଲେ ୧୨୧ ଆଦିବାସୀ, ଏବେ ହେଲେ ଦୋଷମୁକ୍ତ

ରାୟପୁର: ଛତିଶଗଡର ନକ୍ସଲ ପ୍ରଭାବିତ ସୁକମା ଜିଲ୍ଲାର ବୁର୍କାପାଲରେ ୨୫ ଜଣ ସିଆରପିଏଫ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ୧୨୧ ସ୍ଥାନୀୟ ଆଦିବାସୀଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି। ପାଖାପାଖି ୫ ବର୍ଷ ଜେଲରେ ରହିବା ପରେ ଏହି ଆଦିବାସୀମାନେ ମୁକୁଳିଛନ୍ତି । ଏବେ ସେମାନେ…

ପରୀକ୍ଷା ହଲକୁ ପ୍ରବେଶ ପୂର୍ବରୁ ଛାତ୍ରୀଙ୍କୁ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ

ଥିରୁଅନନ୍ତପୁରମ: ଏନଇଇଟି ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରୀଙ୍କ ସହ ଅଶାଳୀନ ବ୍ୟବହାର ଅଭିଯୋଗ । ପୋଲିସ ରୁଜୁ କଲା ମାମଲା। ପରୀକ୍ଷା ଦେଉଥିବା ଛାତ୍ରୀଙ୍କର ଚେକିଂ ନାଁରେ ତାଙ୍କ ଅନ୍ତବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଥିବାର ଅଭିଯୋଗ ସାମ୍ନାକୁ ଆସିଛି। କେରଳର କୋଲାମର ମାର୍ଥୋମା…

ମହିଳା ହକି ବିଶ୍ୱକପ: ୯ମ ଥର ପାଇଁ ଟାଇଟଲ ହାସଲ କଲା ନେଦରଲାଣ୍ଡ

ଆମଷ୍ଟେଲଭିନ: ନେଦରଲାଣ୍ଡ ଏଠାରେ ଅନୁଷ୍ଠିତ ମହିଳା ହକି ବିଶ୍ୱକପ ଫାଇନାଲରେ ବାଜି ମାରିଛି । ଫାଇନାଲରେ ନେଦରଲାଣ୍ଡ ୩-୧ରେ ଆର୍ଜେଂଟିନାକୁ ପରାସ୍ତ କରି ସର୍ବାଧିକ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ସ୍ୱର୍ଣ୍ଣ ବିଜୟୀ ଦଳ ପକ୍ଷରୁ ମାରିଆ ଭେର୍ସେଚୁର, ଫେଡରିକ ମାଟଲା ଓ ଫେଲିସ ଆଲବର୍ସ ଗୋଲ…

ନକଭି ହେବେ କି ବେଙ୍ଗଲର ରାଜ୍ୟପାଳ ?

କୋଲକାତା: ମୁଖତାର ଅବାସ ନକଭି ବେଙ୍ଗଲର ନୂତନ ରାଜ୍ୟପାଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ମଧ୍ୟ ବିଜେପି ଏମପି ହଂସରାଜ ହଂସ ବେଙ୍ଗଲର ରାଜ୍ୟପାଳ ହେବା ନେଇ ନକଭିଙ୍କୁ ଟୁଇଟରରେ ଅଭିନନ୍ଦନ ଜଣାଇଥିଲେ । ଅବଶ୍ୟ ଏହାର କିଛି ସମୟ ପରେ ସେ ଏହି…

ନ୍ୟୁଗିନିର ଅସ୍ମତ ଜନଜାତି: ଶତ୍ରୁର ମୁଣ୍ଡକୁ ତକିଆ, ହାଡକୁ ଅଳଙ୍କାର କରି ପିନ୍ଧନ୍ତି !

ମେଲବୋର୍ଣ୍ଣ: ସାରା ବିଶ୍ୱରେ ଏବେ ବି ଅନେକ ଆଦିମ ଜନଜାତି ଅଛନ୍ତି ଯେଉଁମାନେ କି ମୂଖ୍ୟ ସ୍ରୋତରେ ସାମିଲ ହେବା ପରିବର୍ତେ ନିଜସ୍ୱ ଶୈଳୀରେ ଜୀବନ କାଟନ୍ତି । ଏମାନଙ୍କ ମଧ୍ୟରେ କେତେକ ଅତି ସରଳ ହୋଇଥିବା ବେଳେ ଅନ୍ୟମାନେ ଭୟଙ୍କର ହୋଇଥାନ୍ତି । ନ୍ୟୁଗିନିର ଘଂଚ ଜଙ୍ଗଲ ଓ ଅପହଂଚ ସ୍ଥାନରେ ବାସ…

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ: ଦ୍ରୁତତମ ଧାବିକା ହେଲ ଶେଲୀ, ଜାମାଇକାର କ୍ଲିନ ସୁଇପ

ଲଣ୍ଡନ: ଚଳିତ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ମହିଳା ୧୦୦ ମିଟରରେ ଜାମାଇକାର ଆଥଲେଟମାନେ କ୍ଲିନ ସୁଇପ କରିଛନ୍ତି । ଶେଲୀ ଆନ ଫ୍ରେଜର ପ୍ରାଇସ ୧୦.୬୭ ସେକେଣ୍ଡ ସମୟରେ ରେସ ସମ୍ପୂର୍ଣ୍ଣ କରି ଚାମ୍ପିୟନଶିପର ଦ୍ରୁତତମ ମହିଳା ହୋଇଛନ୍ତି । ମାତ୍ର ୧୮ ମାଇକ୍ରୋ ସେକେଣ୍ଡ କମ ସମୟ ଯୋଗୁ ସେ…

ଦିନିକିଆ କ୍ରିକେଟକୁ ଅଲବିଦା କହିଲେ ବେନ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମ୍ୟାଚ ପରେ ଆଉ ଏହି ଫର୍ମାଟରେ ଖେଳିବେନି । ୩୧ ବର୍ଷୀୟ ଷ୍ଟୋକ୍ସ ୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ ।…

ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍, ୧୩ ଜଣଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ ଧାର ଜିଲ୍ଲା ଖଲଘାଟରେ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପୋଲର ରେଲିଂ ଭାଙ୍ଗି ନର୍ମଦା ନଦୀକୁ ଖସିବା ଫଳରେ ବସରେ ଥିବା ସମସ୍ତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ତଥାପି ନଦୀରେ ଚାଲିଛି ସର୍ଚ୍ଚ ଅପରେସନ୍ । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ…

ଅଟା, ଚାଉଳ ଓ ଡାଲି… ପ୍ୟାକେଟ୍ କିଣିଲେ ଦେବାକୁ ପଡ଼ିବ GST

ନୂଆଦିଲ୍ଲୀ: ଅଟା, ଚାଉଳ ଓ ଡାଲି… ପ୍ରତିଦିନ ଘରେ ବ୍ୟବହାର ହେଉଥିବା ଏହି ଖାଦ୍ୟ ସାମଗ୍ରୀ ଆଜିଠୁ ଆହୁରି ମହଙ୍ଗା ହୋଇଛି । ପୂର୍ବରୁ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ଯୋଗୁ ଘରର ବଜେଟ୍ ବିଗିଡ଼ି ଯାଇଥିବା ବେଳେ ଏବେ ବୋଝ ଆହୁରି ବଢ଼ିଛି । ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ଜିଏସଟି (GST)…

ବିବେକ ଅନୁସାରେ ମାଟିର ଝିଅକୁ ଭୋଟ୍ ଦେଲି: ମହମ୍ମଦ ମୋକିମ୍

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମହମ୍ମଦ ମୋକିମ । ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଦ୍ରୌପଦୀଙ୍କୁ ଭୋଟ୍ ଦେବା ପରେ ବିଧାୟକ ମୋକିମଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୁଁ ମାଟିର ଝିଅକୁ ଭୋଟ୍ ଦେଲି’ ।…