Latest Odisha News

BREAKING NEWS

Browsing Category

ଫିଚର

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ଭାରତର ଅବନ୍ନତି, ଫାଇନାଲ ପ୍ରବେଶ ଆଶା କ୍ଷୀଣ

ମୁମ୍ବାଇ: ଇଂଲଣ୍ଡ ନିକଟରୁ ୫ମ ଟେଷ୍ଟରେ ଭାରତ ପରାଜିତ ହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ପରାଜୟ ଯୋଗୁ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ପଂଏଟ ଟେବୁଲରେ ୪ର୍ଥ ସ୍ଥାନକୁ ଖସି ଆସିଛି । ଫଳରେ ଭାରତର ଫାଇନାଲ ପ୍ରବେଶ ଆଶା କ୍ଷୀଣ ରହିଛି । ଅପରପକ୍ଷରେ ପାକିସ୍ତାନ ତୃତୀୟ ସ୍ଥାନକୁ…

ଛାତ୍ରୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ: ବିଜେପି

ଭୁବନେଶ୍ୱର  :  ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତି ର‌ାଗିଂ ସହ୍ୟ କରିନପାରି ଗତ ଶନିବାର ଦିନ ଆତ୍ମହତ୍ୟା କରିବା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ପୀଡାଜନକ ଘଟଣା ବୋଲି କହିଛି ବିଜେପି ଯୁବମୋର୍ଚା । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଏବଂ ଗତ ୩ଦିନ ଧରି…

ସରକାରରେ ବଢ଼ୁଛି ଅହଙ୍କାର ? ସୌମ୍ୟ କହିଲେ ‘ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ପ୍ରତି ବିପଦ’

ଭୁବନେଶ୍ୱର: ନିରଙ୍କୁଶ ସରକାର, କାହାର ବଢ଼ୁଛି ଅହଙ୍କାର ? ଆଗରୁ ବିରୋଧୀ କହୁଥିଲେ, ଏବେ ଶାସକ ଦଳରୁ ବି ଉଠିଲାଣି ସମାନ ସ୍ୱର । ୨୨ ବର୍ଷରୁ ଅଧିକ ସମୟ ଧରି ସରକାରରେ ରହିବା ପରେ ଅହଙ୍କାର ବଢ଼ି ଗଲାଣି । ଅଙ୍କୁଶ ଲାଗିବା ଦରକାର, ନହେଲେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ବିଧାନସଭାରେ…

ଝାଡଖଣ୍ଡର ଏକ ସ୍କୁଲରେ ଧର୍ମ ନାମରେ ବଦଳିଲା ପ୍ରାର୍ଥନା

ରାଂଚି: ଝାଡଖଣ୍ଡର ଏକ ସ୍କୁଲରେ ଜୋର ଜବରଦସ୍ତ ପ୍ରାର୍ଥନା ବଦଳାଯିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶିକ୍ଷା ମନ୍ତ୍ରୀ ଜଗରନାଥ ମାହୋତୋ ଏହି ଖବର ଜାଣିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରିପୋର୍ଟ ମୁତାବକ କୋରବାଡିହର ଏକ ମାଧ୍ୟମିକ ବିଦ୍ୟାଳୟରେ…

[ଦେଖନ୍ତୁ ଭିଡିଓ] ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର: ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ   ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ ।…

ଗବେଷଣାରେ ଖୁଲାସା, କୁକୁର ବି ଥିଲା ଦିନେ ଗଧିଆ

ଲଣ୍ଡନ: ବ୍ରିଟେନର ଫ୍ରାନ୍ସିସ କ୍ରିକ ଇନଷ୍ଟିଚ୍ୟୁଟ ବୈଜ୍ଞାନିକମାନେ ଏକ ଚାଂଚଲ୍ୟକର ଗବେଷଣ କରିଛନ୍ତି । ଏଥିରେ ସେମାନେ ପ୍ରମାଣ କରିପାରିଛନ୍ତି ଯେ, ୧୫୦୦୦ ବର୍ଷ ତଳେ ମଣିଷ ବଣୁଆ ଗଧିଆଙ୍କୁ ପୋଷା ମନେଇ ରଖିଥିଲା । କାଳକ୍ରମେ ଏହା କୁକୁରରେ ପରିଣତ ହୋଇଛନ୍ତି । ୭୨ ପୁରାତନ ପ୍ରଜାତିର…

ଶତ୍ରୁର ସାହାଯ୍ୟ: ଯାନ୍ତ୍ରିକ ତ୍ରୁଟି ପରେ ସ୍ପାଇସଜେଟ୍ ବିମାନକୁ ଅବତରଣ କରିବାକୁ ଅନୁମତି ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ଭାରତୀୟ ବିମାନର ଉଡାଣ ଉପରେ ରୋକ୍ ଲଗାଇଛି । କିନ୍ତୁ ଦିଲ୍ଲୀରୁ ଦୁବାଇ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍ପାଇସ ଜେଟର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାପରେ ପାକିସ୍ତାନର କରାଚି ବିମାନବନ୍ଦର କର୍ତ୍ତୃପକ୍ଷ ମାନବୀୟ…

ଜ୍ୟୋର୍ତିବିଦ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ହୋଟେଲରେ ଛୁରି ଭୁଷି ହତ୍ୟା

ବେଙ୍ଗାଲୁରୁ: 'ସରଳ ବାସ୍ତୁ' କାର୍ଯ୍ୟକ୍ରମ କରୁଥିବା ଜ୍ୟୋର୍ତିବିଦ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ମଙ୍ଗଳବାର ଛୁରି ମାରି ହତ୍ୟା କରାଯାଇଛି । କର୍ଣ୍ଣାଟକର ହୁବଳି ଠାରେ ଏକ ହୋଟେଲର ରିସେପ୍ସନ ପାଖରେ ଦୁଇ ଜଣ ଚନ୍ଦ୍ରଶେଖରଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି । ହୋଟେଲ ସିସିଟିଭି କ୍ୟାମେରାରେ…

“ତାଜ ମହଲ ପାଇଁ ପେଟ୍ରୋଲ ଦର ବୃଦ୍ଧି ହେଉଛି”

ହାଇଦ୍ରାବାଦ: ଯଦି ଶାହାଜାହାନ୍ ତାଜମହଲ ନିର୍ମାଣ କରିନଥାନ୍ତେ ତେବେ ଆଜି ପେଟ୍ରୋଲ ଲିଟର ପିଛା ୪୦ ଟଙ୍କାରେ ମିଳିଥାନ୍ତା । ସେ ଏତେ ବଡ଼ ମହଲ ତିଆରି କରି ମସ୍ତବଡ଼ ଭୁଲ୍ କରିଦେଲେ । ତାଜ ମହଲ ନିର୍ମାଣରେ ଖର୍ଚ୍ଚ ଟଙ୍କା ସଂଚୟ କରିବାର ଥିଲା । ଆଉ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ…

NFSA କାର୍ଯ୍ୟକାରୀତାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ପ୍ରଣୟନ ଓ କାର୍ଯ୍ୟକାରୀତାରେ ଦେଶରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ । କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଜାରି ଷ୍ଟେଟ ରାଙ୍କିଂ ଇଣ୍ଡେକ୍ସ ଫର୍ NFSAରେ ଓଡ଼ିଶା ୧ ନମ୍ବର ସ୍ଥାନରେ ରହିଛି । ଓଡ଼ିଶା ତଳକୁ ଦ୍ୱିତୀୟରେ ବିଜେପି…