Latest Odisha News

BREAKING NEWS

Browsing Category

ଫିଚର

ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି : ସଂଧ୍ୟାରେ ହେବ ଗୋଟି ପହଣ୍ଡି

ପୁରୀ:  ଆଜି ମହାପ୍ରଭୁ ଜନ୍ମବେଦିକୁ ପହଣ୍ଡି ବିଜେ କରିବେ । ଏଥିପାଇଁ ସମସ୍ତ ନୀତି ସକାଳୁ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଅବସ୍ଥାନ କରୁଥିବା ବେଳେ ଦଇତାମାନେ ସେବା ପୂଜା କରିଥାନ୍ତି । ଗୁଣ୍ଡିଚା ଘରେ ସମସ୍ତେ ମହାପ୍ରଭୁଙ୍କୁ ଛୁଇଁଥାନ୍ତି । ଆଡ଼ପ ମଣ୍ଡପରେ ମହାପ୍ରଭୁ…

ଆଜିଠୁ ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆଉ କିଛି ସମୟ ପରେ ଆରମ୍ଭ ହେବ  ବିଧାନସଭାର ମୌସୁମୀ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ।…

ହାଇଦ୍ରାବାଦ୍‌ରେ ବିଜେପିର ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ: ମୋଦି ଯୋଗଦେବେ

ହାଇଦ୍ରାବାଦ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦେଶରୁ ସବୁ ବରିଷ୍ଠ ବିଜେପି ନେତା ଏବେ ହାଇଦ୍ରାବାଦରେ ପହଁଚି ସାରିଛନ୍ତି ।  ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ବୈଠକ ଜାରି ରହିବ । ପ୍ରଧାନମନ୍ତ୍ରୀ…

ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇଛି। ଏବେ ଏକନାଥ ସିନ୍ଦେ ସେନା ଏବଂ ବିଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଏହାର ପ୍ରଭାବ ଏବେ ବିରୋଧୀ ଦଳର ରଣନୀତି ଉପରେ ପଡୁଥିବା ଜଣାପଡିଛି। ଏକନାଥ ଏବଂ ବିଜେପି ସରକାର ଗଢିବା ପରେ ପୂର୍ବରୁ କ୍ଷମତାରେ…

ଏକନାଥଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକନାଥ ନିଜକୁ ଶିବସେନାର ଏକ ଅଂଶ ବୋଲି ଦାବି କରୁଛନ୍ତି । କିନ୍ତୁ ଏହାରି ଭିତରେ ଉଦ୍ଧବ ସିନ୍ଦେଙ୍କୁ ଦଳର ନେତା ପଦରୁ ହଟାଇ ଦେଇଛନ୍ତି।…

ପନ୍ତଙ୍କ ଦମଦାର ଶତକ: ଭାରତ 338/7

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା  ଟେଷ୍ଟ ମ୍ୟାଚରେ ଆଜି ଦମଦାର ଶତକ କରିଛନ୍ତି ପନ୍ତ । ଛକା ଚଉକା ବର୍ଷା କରି ପନ୍ତ ଶତକ ଅର୍ଜନ କରିଛନ୍ତି । ସବୁ ବୋଲରଙ୍କୁ ପିଟିଚାଲିଥିଲେ ପନ୍ତ । ପ୍ରଥମ ଉଇକେଟ କିପର ଭାବେ ରେକର୍ଡ 89 ବଲରେ ଶତକ କରିଛନ୍ତି ପନ୍ତ । 111…

ବେଙ୍ଗାଲୁରୁ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଆଗରାଠାରେ  ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି। ଏଠାରେ ବଢି ଭୋରରୁ ମଂଗଳ ଆଳତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ସାହାଣମେଲା ଆଦି ରୀତିନୀତିକୁ ଯଥାବିଧି ସମ୍ପନ୍ନ କରାଯାଇଥିଲା। ଦିନ ୧୨ ଟା ୧୫ରେ ଚାରି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ…

ପୁଟିନଙ୍କ ସହ ମୋଦୀ ଟେଲିଫୋନରେ କଥା ହେଲେ

ନୂଆଦିଲ୍ଲୀ:  ଋଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି । ଉଭୟ ନେତା ରାଷ୍ଟ୍ରପତି ପୁଟିନଙ୍କ ଡିସେମ୍ବର, ୨୦୨୧ରେ ଭାରତ ଗସ୍ତ ବେଳେ ନିଆଯାଇଥିବା ନିଷ୍ପତ୍ତିଗୁଡିକର…

ଜୁନ୍ ୨୦୨୨ରେ ୧,୪୪,୬୧୬ କୋଟି ଟଙ୍କାର ସମୁଦାୟ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ:  ଜୁନ୍ ୨୦୨୨ରେ ସମୁଦାୟ ସଂଗୃହୀତ ଜିଏସ୍‌ଟି ରାଜସ୍ୱ ୧,୪୪,୬୧୬ କୋଟି ଟଙ୍କା ରହିଛି ।  ଯେଉଁଥିରେ ସିଜିଏସ୍‌ଟିର ପରିମାଣ ୨୫,୩୦୬ କୋଟି ଟଙ୍କା , ଏସ୍‌ଜିଏସ୍‌ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍‌ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ…

କୋଭିଡରେ ଜୀବନ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କୁ ମିଳିବ ସହାୟତା

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜର୍ଣ୍ଣାଲିଷ୍ଟ ୱେଲଫେୟାର ସ୍କିମ କମିଟିର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହା ଅନ୍ତର୍ଗତ ଜୀବନ ହରାଇଥିବା 35 ଜଣ ସାମ୍ବାଦିକ ପରିବାରଙ୍କୁ  ଆର୍ଥିକ ସହାୟତା ପ୍ରଦାନ…