Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ଏକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: ମହାବିକାଶ ଅଘାଡି ସରକାରକୁ ଆସ୍ଥା ଭୋଟର ସାମ୍ନା କରିବାକୁ ହେବ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାଏମ ରଖି ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ରାଜ୍ୟରେ ଏକାକୀ ସର୍ବାଧିକ ଆସନ ଜିତି ବିରୋଧୀ ଆସନରେ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ଇସ୍ତଫା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆସିବା ପରେ ଇସ୍ତଫା ଦେଇଛନ୍ତି ଉଦ୍ଧବ । ଇସ୍ତଫା ପୂର୍ବରୁ ଉଦ୍ଧବ କିଛି ଇମୋସନାଲ କଥା କହି ଶେଷରେ ଇସ୍ତଫା ଦେଉଛି ବୋଲି କହିଥିଲେ ।…

ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ସୁପ୍ରିମକୋର୍ଟ  ରାଜ୍ୟପାଳଙ୍କ ନିର୍ଦେଶ ଉପରେ ରୋକ ଲଗାଇନାହାଁନ୍ତି । https://twitter.com/ANI/status/1542171239745171456 ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ…

କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଭାଙ୍ଗି ଦେଇଛନ୍ତି । ଆଇସିସି ଟି୨୦ ବ୍ୟାଟିଂ ର‌୍ୟାଙ୍କିଙ୍ଗରେ ବାବର ସବୁଠାରୁ ଅଧିକ ସମୟ ୧ ନମ୍ବର ସ୍ଥାନରେ ରହିଛନ୍ତି । କୋହଲି ସର୍ବାଧିକ ୧୦୧୩ ଦିନ ପ୍ରଥମ ସ୍ଥାନରେ…

ବହୁମତ ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଂକଟ ଭିତରେ ବଡ଼ ସଂକେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ କହିଛନ୍ତି ଯଦି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ତାଙ୍କ ବିପକ୍ଷରେ ଯାଏ ତ ସେ ବହୁମତ ପରୀକ୍ଷା ପୂର୍ବରୁ ଇସ୍ତଫା ଦେଇ ପାରନ୍ତି । ଫଳରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମହାରାଷ୍ଟ୍ରର…

ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ରୋହିତ, ବୁମରାହ ହେବେ ଅଧିନାୟକ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓହରି ଯାଇଛନ୍ତି । ଗତ ସପ୍ତାହରେ ରୋହିତଙ୍କୁ କରୋନା ହୋଇଥିବା ଜଣା ପଡିଥିଲା । ଜୁଲାଇ ୧ରୁ ଏହି ଟେଷ୍ଟ ଖେଳାଯିବାକୁ ଥିବାରୁ ରୋହିତଙ୍କ ଯିବା ସମ୍ଭବପର ହୋଇ ନ ଥିଲା ।…

ଦୁବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’:ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବିଶ୍ବ ନିବେଶକମାନଙ୍କୁ ନବୀନଙ୍କ ଆହ୍ବାନ

ଆବୁଧାବି : ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ । ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି…

ମହାରାଷ୍ଟ୍ର, ରାଜସ୍ଥାନରେ ହିଂସା ଆଶଙ୍କା, ଏୟାରଲିଫ୍ଟ ପାଇଁ ୨୦ହଜାର ଆରଏଏଫ ପ୍ରସ୍ତୁତ

ମୁମ୍ବାଇ: ରାଜସ୍ଥାନ ଓ ମହାରାଷ୍ଟ୍ରରେ ବଡ ଧରଣର ହିଂସା ଏବଂ ଦଙ୍ଗା ଆଶଙ୍କା ରହିଛି ବୋଲି ସତର୍କ କରାଇଛି କେନ୍ଦ୍ରୀୟ ଇଂଟେଲିଜେନ୍ସ ବ୍ୟୁରୋ । ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିବାକୁ ସହ ପାଖାପାଖି ୨୦ ହଜାର ଆରଏଏଫ ଯବାନଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସ୍ୱତନ୍ତ୍ର…

ଅଗଷ୍ଟ ୬ରେ ଉପ ରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୯ ନାମାଙ୍କନର ଶେଷ ତାରିଖ

ନୂଆଦିଲ୍ଲୀ: ନୂଆ ରାଷ୍ଟ୍ରପତିଙ୍କ ସହ ଦେଶକୁ ମିଳିବ ନୂଆ ଉପ ରାଷ୍ଟ୍ରପତି । ଜାତୀୟ ନିର୍ବାଚନ କମିଶନ ବୁଧବାର ଉପ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ । ଆବଶ୍ୟକ ପଡ଼ିଲେ ଭୋଟ୍ ଗଣନା ସେଇ ଦିନ କରାଯିବ । ଉପ…

ମାଲେସିଆ ଓପନ ବ୍ୟାଡମିଂଟନ: ସିନ୍ଧୁ ଜିତଲେ, ସାଇନା ବିଦା

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ମହିଳା ସିଙ୍ଗଲ୍ସରେ ଥାଇଲାଣ୍ଡର ପୋର୍ନେପାୱି ଚୋଚୁଓଙ୍ଗଙ୍କୁ ୨୧-୧୩, ୨୧-୧୭ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସମ୍ପୂର୍ଣ୍ଣ ମ୍ୟାଚରେ ସିନ୍ଧୁ ତାଙ୍କ…