Latest Odisha News

BREAKING NEWS

Browsing Category

ଫିଚର

ପୁରୀ ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର: ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବାକୁ ଥିବା ବେଳେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୧୯ ତାରିଖରୁ ଦୈନିକ କୋଭିଡ୍ ସଂକ୍ରମଣ ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ୬୯ ଜଣ ସଂକ୍ରମିତ ଚିହ୍ନଟ…

ମାଆ ହେବାକୁ ଯାଉଛନ୍ତି ଆଲିଆ ଭଟ୍ଟ

ମୁମ୍ବାଇ: ଆଲିଆ ଦେଲେ ଖୁସି ଖବର । ବଲିଉଡର କ୍ୟୁଟ୍ ଅଭିନେତ୍ରୀ ଆଲିଆ ଭଟ୍ଟ ମାଆ ହେବାକୁ ଯାଉଛନ୍ତି । ଏନେଇ ସେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି । ଲେଖିଛନ୍ତି ଘରକୁ ଆମ ବେବି ଶୀଘ୍ର ଆସୁଛି । ରଣବୀର ଓ ଆଲିଆ ଦୁଇରୁ ତିନି ହେବାକୁ ଯାଉଛନ୍ତି । ଆଲିଆଙ୍କ ଏହି…

ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ୟଶୱନ୍ତ ସିହ୍ନା

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ୟଶୱନ୍ତ ସିହ୍ନା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ଏକାଧିକ ବିରୋଧୀ ଦଳ ନେତା ଉପସ୍ଥିତ ଥିଲେ । ୟଶବନ୍ତଙ୍କ ସହ ଏନସିପି ମୁଖ୍ୟ ଶରଦ ପାୱାର ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ ।…

ଆଚାର୍ଯ୍ୟବିହାର ଓଭରବ୍ରିଜରେ ବାଇକ୍ ସହ ଜଳିଗଲେ ଯୁବକ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଅଧରାତିରେ ଓଭରବ୍ରିଜରେ ଅଘଟଣ । ରାତି ପ୍ରାୟ ଗୋଟାଏ ବେଳେ ଆଚର୍ଯ୍ୟବିହାର ଓଭରବ୍ରିଜ୍ ଉପରେ ବାଇକ୍ ସହ ଜଳେ ଯୁବକ ଜଳି ଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।…

ପାର୍ଟି ବଡ଼ ନା ମାଟି: ବିଜେପିର ପ୍ରଶ୍ନ, ବିଜେପିକୁ ପ୍ରଶ୍ନ ..

ଭୁବନେଶ୍ୱର: ପାର୍ଟି ବଡ଼ ନା ମାଟି? ଏମିତିରେ ତ' ରାଜନୀତିରେ ଏହି କଥାଟି ବାରମ୍ବାର ଉତ୍ଥାପନ ହେଉଛି। ତେବେ, ବିଜେପି ନେତୃତ୍ୱାଧୀନ ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପାର୍ଥି କରାଯିବା ପରେ, ସେ ଓଡ଼ିଶାର ହୋଇଥିବାରୁ ଓଡ଼ିଶା ତାଙ୍କୁ କଂଗ୍ରେସ ସମର୍ଥନ ଦେବା ଉଚିତ୍…

ଉଦ୍ଧବ, ସଂଜୟଙ୍କ ଧମକ କାମ ଦେଉନି

ମୁମ୍ବାଇ: ମହାରାଷ୍ଟ୍ର ଭାୟା ସୁରଟ ହୋଇ ଗୈାହାଟିରେ ଏକନାଥ ସିନ୍ଦେ ଯେଉଁ ବିଦ୍ରୋହ  ରାଜନୀତି କରୁଛନ୍ତି ତାହା ବୁଝିବାରେ ସଂଜୟ ଏବଂ ଉଦ୍ଧବ ଫେଲ ହୋଇଛନ୍ତି । ଧମକ ଚମକ ଦେଇ ପାର୍ଟି ଚଲାଇବାରେ ବିଶ୍ବାସ ରଖୁଥିବା ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଏବେ ନିରୁପାୟ । ସମସ୍ତ ଚେଷ୍ଟା ସତ୍ତ୍ବେ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା  ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବ ରାଜ୍ୟବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି। ଓଡ଼ିଶାର ସବୁ ଭୋଟ…

କଣ୍ଟେଣ୍ଟ କ୍ରିଏସନରେ ଭାରତ ବୈଶ୍ୱିକ ହବ୍‌ରେ ପରିଣତ ହେବ

ପୁଣେ: ଯୁବବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ର ବ୍ୟାପକ ହେବାକୁ ଯାଉଛି । ଦେଶରେ ଏବେ କଣ୍ଟେଣ୍ଟ କ୍ରିଏସନ କ୍ଷେତ୍ର ବୈଶ୍ବିକ ହବରେ ପରିଣତ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି   । ଦେଶରେ ଦ୍ରୁତଗତିରେ ବିକଶିତ ହେଉଥିବା ଡିଜିଟାଲ…

ନିରହୁଆଙ୍କ ବିଜୟ ପରେ ଚର୍ଚ୍ଚାରେ ଭୋଜପୁରୀ ଫିଲ୍ମ ଗଙ୍ଗା, ଯମୁନା, ସରସ୍ୱତୀ

ଲକ୍ଷ୍ନୌ: ୟୁପିର ଆଜମଗଡ ନିର୍ବାଚନ ଜିତିବା ପରେ ଏବେ ସବୁଠାରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ବିଜେପି ନେତା ତଥା ଭୋଜପୁରୀ ସୁପରଷ୍ଟାର ଦୀନେଶଲାଲ ଯାଦବ ନିରହୁଆ । ତେବେ ସେ ଏମପି ହେବା ପରେ ଭୋଜପୁରୀ ଫିଲ୍ମ ଗଙ୍ଗା, ଯମୁନା, ସରସ୍ୱତୀ ଏହାଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି । ଏହି ଫିଲ୍ମର ୩…

ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ : ପ୍ରଧାନମନ୍ତ୍ରୀ

ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥଙ୍କ କଥା ସ୍ମରଣ କରିଛନ୍ତି ।  କହିଛନ୍ତି କି ଭଗବାନ ଜଗନ୍ନାଥ ହେଉଛନ୍ତି ଜଗତର ସ୍ୱାମୀ । ଆମ ଦେଶରେ ସମୟ ସମୟରେ ଅଲଗା ଅଲଗା ଦେବଯାତ୍ରା ଦେଖିବାକୁ ମିଳିଥାଏ ।  ଦେବଯାତ୍ରା ଅର୍ଥାତ୍ ଯେଉଁଥିରେ କେବଳ ଭକ୍ତ ନୁହଁନ୍ତି, ଭଗବାନ ମଧ୍ୟ…